Home Left

ଯେଉଁ ସୁବିଧା ଗତ ଦଶନ୍ଧିରେ ମିଳିପାରିପାରିଥାନ୍ତା, ତାହା ଏବେ ମିଳୁଛି: ମୋଦି

ଶିମ୍‌ଲା,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ହିମାଚଳ ପ୍ରଦେଶ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆଜିର ନୂଆ ଭାରତ ସବୁ ପୁରୁଣା ଆହ୍ବାନ ଉପରେ ଦ୍ରୁତ ଗତିରେ କାର୍ଯ୍ୟ…

୭ ବର୍ଷ ବଡ଼ ଅର୍ଚ୍ଚନାଙ୍କୁୁ ଭଲପାଇ ବସିଥିଲେ ପରମୀତ; ମନ୍ଦିରରେ କରିଥିଲେ ବିବାହ

ବମ୍ବେ: ‘ଦିଲଓ୍ବାଲେ ଦୁଲ୍‌ହନିଆଁ ଲେ ଯାଏଗେଁ’ର କୁଲଜୀତ ସିଂହ ହେଉ ଅଥବା ‘ଜସି ଜୈସି କୋଇ ନେହିଁ’ ଧାରାବାହିକର ରାଜ ମଲହୋତ୍ରା, ସବୁ ଚରିତ୍ରରେ ଶ୍ରେଷ୍ଠତା ପ୍ରତିପାଦିତ କରିଥାନ୍ତି ପରମୀତ ସେଠୀ। ସେ ଜଣେ ଅଭିନେତା ସାଙ୍ଗକୁ ଲେଖକ, ନିର୍ଦ୍ଦେଶକ ଏବଂ…

ପଟ୍ଟାମୁଣ୍ଡାଇ କେନାଲରେ ୩ ଯୁବକ ଭାସିଯିବା ଘଟଣା: ୨ ମୃତଦେହ ମିଳିଲା, ଜଣଙ୍କର ପତ୍ତା ମିଳୁନି

କଟକ ଅଫିସ,୧୩ା୧୦: କଟକ ଜିଲା ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଧବାର ୩ ଯୁବକ ଭାସି ଯାଇଥିଲେ। ଗୁରୁବାର ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଦ୍ୱୟ ତ୍ରିଲୋଚନ ମହଲା ଓ ବାଦଲ ସାହୁ। ତ୍ରିଲୋଚନଙ୍କ ଘର…

ବନବିଭାଗ ପାଟ୍ରୋଲିଂ ଗାଡ଼ିକୁ ନାଳକୁ ଠେଲିଦେଲା ଦନ୍ତା, ୬ କର୍ମଚାରୀ ଆହତ

ନୀଳଗିରି,୧୩ା୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟର ଏକ ଦନ୍ତାହାତୀ ଖୁମକୁଟ ଅଞ୍ଚଳରେ ଉପଦ୍ରବ କରୁଥିବାର ଖବରପାଇ କୁଲଡିହା ବନବିଭାଗ ଦନ୍ତାଟିକୁ ଘଉଡ଼ାଇବା ପାଇଁ ଯାଇଥିଲେ। ମାତ୍ର ଦନ୍ତାଟି ହିଂସ୍ରମୁଖା ହୋଇ ପାଲଟା ବନବିଭାଗର ପାଟ୍ରୋଲିଂ ବୋଲେରୋକୁ ଆକ୍ରମଣ…

ଓଲଟିଲା ଯାତ୍ରୀବାହୀ ବସ୍‌

ରୂପ୍‌ସା,୧୩ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ୬୦ ନଂ. ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ନିକଟରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ପିଲାଟି ଦିନରୁ ସଙ୍ଗୀତଭିତ୍ତିକ ଶୋ’ରେ ନେଉଛନ୍ତି ଭାଗ; ହେଲେ ପିନ୍ଧିପାରିନାହାନ୍ତି ବିଜୟ ମୁକୁଟ

ବମ୍ବେ: ଆରମ୍ଭ ହେବା ଦିନଠାରୁ ଚର୍ଚ୍ଚାରେ ଇଣ୍ଡିଆନ ଆଇଡଲ୍‌ ୧୩। ଶୋ’ର ପ୍ରତିଯୋଗୀମାନେ ନିଜର ପାରଦର୍ଶିତା ଦେଖାଇ ବିଚାରପତିଙ୍କ ହୃଦୟ ଜିତୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ସୋନାକ୍ଷୀ କର। ସେ ଆଜି ନୁହଁନ୍ତି ବରଂ ପିଲାଟିଦିନରୁ ସିଙ୍ଗିଂ ରିଆଲିଟି ଶୋ’ରେ…

ଭିଜା ନ ମିଳିବାରୁ ଅଷ୍ଟ୍ରେଲିଆ ଯିବେ ନାହିଁ ଉମରାନ, କୁଲଦୀପ

ମୁମ୍ବାଇ,୧୩।୧୦: ଆଇପିଏଲ ୨୦୨୨ରେ ଚମତ୍କାର ବୋଲିଂ କରିଥିବା ଉମରାନ ମଲିକ ଏବଂ କୁଲଦୀପ ସେନ ଭିସା ନ ପାଇ କାରଣରୁ ଅଷ୍ଟ୍ରେଲିଆ ଯାଇପାରିବେ ନାହିଁ। ଏହି ଦୁଇ ଖେଳାଳି ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳୁଥିବା ଦଳର ନେଟ ବୋଲର ଭାବରେ ମନୋନୀତ…

ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ ବିମାନ

ହାଇଦ୍ରାବାଦ,୧୩।୧୦: ଗୋଆରୁ ଆସୁଥିବା ଏକ ସ୍ପାଇସଜେଟ ବିମାନ ହାଇଦ୍ରାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବିମାନର କ୍ୟାବିନରେ ଧୂଆଁ ଦେଖାଯିବା ପରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା। ଡିଜିସିଏ ଦେଇଥିବା ସୂଚନା ଅନୁଯାୟୀ, ବିମାନର ସୁରକ୍ଷିତ ଅବତରଣ ପରେ ବିମାନର ଯାତ୍ରୀମାନଙ୍କୁ…

ତେଜ ପ୍ରତାପଙ୍କ ସହ ଘଟିଲା ଚମତ୍କାର

ପାଟନା,୧୩।୧୦: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାର ମନ୍ତ୍ରୀ ତେଜ ପ୍ରତାପଙ୍କ ଏକ ଚମତ୍କାର ଘଟଣା ଘଟିଛି। ତେଜ ପ୍ରତାପ କହିଛନ୍ତି, ଶିରିଡି ସାଇ ବାବା ତାଙ୍କ ସହ ଚମତ୍କାର କରିଛନ୍ତି। ସେ ଟିଭିରେ ସାଇ ବାବା…

ଭୟଙ୍କର ଏରିଆ-୫୧, ଜାଣନ୍ତୁ ଏ ସମ୍ପର୍କରେ…

ଦୁନିଆରେ ଏପରି ଅନେକ ଅଜବ ସ୍ଥାନ ଅଛି, ଯାହା ବିଷୟରେ ଅନେକ ଦୀର୍ଘଦିନ ଧରି ଅନେକ କଥା ଚର୍ଚ୍ଚା ହେଉଛି। ଏଗୁଡ଼ିକ ମଧ୍ୟରୁ କିଛି ସତ ଆଉ କିଛି ଗୁଜବ। ଏହିପରି ଗୋଟିଏ ସ୍ଥାନ ଆମେରିକାରେ ରହିଛି। ଯାହାକୁ ଆମେରିକାର ଏରିଆ-୫୧…

କର୍‌ଓ୍ବାଚୌଥରେ ମୁସଲମାନ କଳାକାରଙ୍କ ହାତରୁ ମେହେନ୍ଦୀ ନ ଲଗାଇବାକୁ ହିନ୍ଦୁ ମହିଳାଙ୍କୁ ପରାମର୍ଶ ଦେଲେ ଭାଜପା ବିଧାୟକ

ଲକ୍ଷ୍ନୌ,୧୩।୧୦: କର୍‌ଓ୍ବାଚୌଥରେ ମୁସଲମାନ କଳାକାରଙ୍କ ହାତରୁ ମେହେନ୍ଦୀ ନ ଲଗାଇବାକୁ ହିନ୍ଦୁ ମହିଳାଙ୍କୁ ପରାମର୍ଶ ଦେଇଛନ୍ତି ଭାଜପା ବିଧାୟକ ବିକ୍ରମ ସଇନି। ସେ କହିଛନ୍ତି, ମେହେନ୍ଦୀ ଦୋକାନ ଖୋଲୁଥିବା ମୁସଲମାନ ଯୁବକଙ୍କ ଭିନ୍ନ ଉଦ୍ଦେଶ୍ୟ ରହିଛି। ସେମାନଙ୍କ ମନରେ ମେହେନ୍ଦୀ ପ୍ରୟୋଗ…

ଜନ୍ମଦିନରେ ଯୁବତୀ ଦେଲେ ଅନ୍ତିମ ସତ୍କାର ପାର୍ଟି, କାରଣ ଜାଣିଲେ…

ପିଲା ହୁଅନ୍ତୁ କିମ୍ବା ବୟସ୍କ। ସମସ୍ତେ ଜନ୍ମଦିନ ପାଳନ କରିବାକୁ ପ୍ରାୟତଃ ଭଲ ପାଆନ୍ତି। ତଥାପି ଅନେକ ଲୋକ ଏହାକୁ ସହଜରେ ଗ୍ରହଣ କରନ୍ତି ନାହିଁ। କିଛି ଲୋକ ଜନ୍ମଦିନକୁ ଏକ ନକାରାତ୍ମକ ଢଙ୍ଗରେ ଦେଖନ୍ତି ଏବଂ ବିଶ୍ୱାସ କରନ୍ତି ଯେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri