Home Left

ସମ୍ବଲପୁର-ସୁନ୍ଦରଗଡ଼କୁ ଯୋଡ଼ିଲା ଲହରଙ୍ଗା ସେତୁ

ସମ୍ବଲପୁର,୧୩ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବାମରା ବ୍ଲକ ଲହରଙ୍ଗା ନଦୀରେ ନିର୍ମିତ ସେତୁ ବୁଧବାର ଉଦ୍‌ଘାଟିତ ହୋଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହା ଦ୍ୱାରା ଗମନାଗମନ କ୍ଷେତ୍ରରେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲା ଯୋଡିହୋଇଛି। ବାମରା…

ପୁଣି ଭାଜପାକୁ ଟାର୍ଗେଟ କଲେ ମମତା

କୋଲକାତା,୧୩ ।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ଊପରେ ବର୍ଷିଛନ୍ତି । ଗୁରୁବାର କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମମତା କହିଛନ୍ତି, ଆଜି ଭାଜପା ଶାସନରେ ରହିଛି ଓ ତା’ର…

ବଦ୍ରିନାଥ ପହଞ୍ଚିଲେ ମୁକେଶ ଅମ୍ବାନୀ: ପୂଜାପାଠ ପରେ ଦାନ କଲେ ୫ କୋଟି

ଡେରାଡୁନ, ୧୩।୧୦: ପ୍ରତିଷ୍ଠିତ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡିଷ୍ଟ୍ରି ଲିମିଟେଡର ମୁଖ୍ୟ ମୁକେଶ ଅମ୍ବାନୀ ଭଗବାନ ବଦ୍ରି ବିଶାଳଙ୍କ ବିଶେଷ ଦର୍ଶନ ପାଇଁ ଗୁରୁବାର ବଦ୍ରିନାଥ ଧାମରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ମନ୍ଦିର ସମିତିର ଉପାଧ୍ୟକ୍ଷ କିଶୋର ପାଓ୍ବାର ଓ…

ବଜାରରେ ପରିବା ଦର ଆକାଶଛୁଆଁ

ବୁଗୁଡ଼ା,୧୩।୧୦(ଡି.ଏନ୍‌.ଏ.): ବୁଗୁଡ଼ା ସହରରେ ପରିବା ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏହା ସିଧାସଳଖ ଲୋକଙ୍କ ପକେଟକୁ ମାଡ଼ କରିଛି। ତେବେ ଦର ନିୟନ୍ତ୍ରଣ ପ୍ରତି କୌଣସି ପ୍ରଶାସନିକ ଲଗାମ ନ ଥିବାରୁ ଅସାଧୁ ବ୍ୟବସାୟୀ ସକ୍ରିୟ ହୋଇ…

୩ଘଣ୍ଟା ପଚରାଉଚରା ପରେ ଗୁଜରାଟର ଏଏପି ମୁଖ୍ୟଙ୍କୁ ଛାଡ଼ିଲା ପୋଲିସ

ନୂଆଦିଲ୍ଲୀ,୧୩।୧୦: ଆମ ଆଦମୀ ପାର୍ଟିର ଗୁଜରାଟର ମୁଖ୍ୟ ଗୋପାଳ ଇଟାଲିଆଙ୍କୁ ଦିଲ୍ଲୀ ପୋଲିସ ଗୁରୁବାର ୩ଘଣ୍ଟା ଅଟକ ରଖିବା ପରେ ଛାଡ଼ିଛି। ଏହି ସମୟରେ ପୋଲିସ ତାଙ୍କୁ ଭାଇରାଲ ଭିଡ଼ିଓକୁ ନେଇ ପଚରାଉଚରା କରିଥିବା ଜଣାପଡ଼ିଛି। ଅନ୍ୟପଟେ ଏଏପି ସଂଯୋଜକ ତଥା…

ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ହାରିଲା ଭାରତ

ପର୍ଥ,୧୩।୧୦: ଭାରତ ଏବଂ ପଶ୍ଚିମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଗୁରୁବାର ଖେଳାଯାଇଥିବା ଏହି ଅଭ୍ୟାସ ମ୍ୟାଚରେ ଭାରତୀୟ ଦଳ ୩୬ ରନରେ ପରାସ୍ତ ହୋଇଛି। ୧୬୯ ରନର ଲକ୍ଷ୍ୟକୁ ପିଛା…

ପ୍ରେମୀଯୁଗଳଙ୍କୁ ଜବରଦସ୍ତ ବିବାହ କରାଇଦେଲେ ଗ୍ରାମବାସୀ

ଲକ୍ଷ୍ନୌ,୧୩ା୧୦: ଉତ୍ତରପ୍ରଦେଶର ଏକ ପ୍ରେମୀଯୁଗଳଙ୍କୁ ପ୍ରେମ ମହଙ୍ଗା ପଡ଼ିଛି। ଗ୍ରାମବାସୀ ଏବଂ ପରିବାର ଲୋକେ ଦୁହିଁଙ୍କୁ ଜୋର୍‌ ଜବରଦସ୍ତ ରୀତିନୀତି ଅନୁସାରେ ମନ୍ଦିରରେ ବିବାହ କରିଦେଇଛନ୍ତି। ଏମିତି ଘଟଣା କାନପୁରର ଦେହାତରେ ଦେଖିବାକୁ ମିଳିଛି। ଜଲୌନର ସିର୍‌ସା କଲର ଥାନା ଅନ୍ତର୍ଗତ…

ଏହି ଦୁଇ କଳାକାରଙ୍କୁ ମିଳିଲା ‘ମହାରାଷ୍ଟ୍ରିଆନ ଅଫ ଦ ଇୟର’ ଆୱାର୍ଡ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂଙ୍କ ପରିଚୟର ଆବଶ୍ୟକତା ନାହିଁ । ସୋସିଆଲ ମିଡିଆରେ ବି ତାଙ୍କର ଫ୍ୟାନ ଫଲୋଇଙ୍ଗସ ଜବରଦସ୍ତ । ଏହି କଳାକାର ନିଜ ଅଭିନୟ ବଳରେ ବଲିଉଡ ଇଣ୍ଡଷ୍ଟ୍ରିରେ ତିଆରି କରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ…

ସେନା ବସ୍‌ ଉପରେ ଗୁଳିମାଡ଼: ୧୮ ସୈନ୍ୟ ମୃତ୍ୟୁ, ୨୭ ଆହତ

ଡାମସକସ,୧୩।୧୦: ସିରିଆର ଡାମସକସ ନିକଟରେ ଗୁରୁବାର ଏକ ସେନା ବସ ଉପରେ ବୋମା ମାଡ କରାଯାଇଛି। ଏହି ଆକ୍ରମଣରେ ଅତିକମରେ ୧୮ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଗତ କିଛି ମାସ ମଧ୍ୟରେ ସିରିଆ ସରକାରୀ…

ଚାଲିଗଲା ଦୁର୍ଦ୍ଧର୍ଷ ଆର୍ମି କୁକୁର ‘ଜୁମ’

ଶ୍ରୀନଗର,୧୩।୧୦: ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ଆର୍ମି କୁକୁର ‘ଜୁମ’ ଗୁରୁବାର ଦିନ ପ୍ରାୟ ୧୨ଟା ସମୟରେ ମୃତ୍ୟୁବରଣ କରିଛି। ସେନାର ୫୪ ଏଏଫ୍‌ଭିଏଚ୍‌ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲା। ଅକ୍ଟୋବର ୧୦ ସକାଳେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ‘ଜୁମ’…

ଥରୁରଙ୍କ ଅଭିଯୋଗ: ଖାର୍ଗେଙ୍କ ଭଳି ମୋତେ ମିଳୁନି ସମାନ ସୁଯୋଗ

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଶଶି ଥରୁର ଜୋରସୋରରେ ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ବିପକ୍ଷ ପ୍ରାର୍ଥୀ ମଲିକାର୍ଜୁନ ଖାର୍ଗେଙ୍କ ଭଳି ତାଙ୍କୁ ସମାନ ସୁଯୋଗ ଦିଆଯାଉ ନ ଥିବା ସେ ଇସାରାରେ କହିଛନ୍ତି। ଅଧ୍ୟକ୍ଷ ନିର୍ବାଚନରେ ତାଙ୍କୁ ସମାନ…

ମୋଦିଙ୍କୁ ଉପହାର ମିଳିଥିବା ର‌୍ୟାକେଟ ୫୧ ଲକ୍ଷ ଟଙ୍କାରେ ହେଲା ନିଲାମ

ନୂଆଦିଲ୍ଲୀ,୧୩ ।୧୦: ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ବିଭିନ୍ନ ଉପହାରର ଚତୁର୍ଥ ବର୍ଷର ନିଲାମ ବୁଧବାର ଶେଷ ହୋଇଛି । ନିଲାମ ୱେବସାଇଟର ସୂଚନା ଅନୁଯାୟୀ, ଥମସ କପ ବିଜେତା କେ. ଶ୍ରୀକାନ୍ତଙ୍କ ସାଇନ୍ ଥିବା ବ୍ୟାଡମିଣ୍ଟନ ର‌୍ୟାକେଟର ଦାମ ସବୁଠାରୁ ଅଧିକ ଟଙ୍କାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri