Home Left

ନାବାଳିକା ବଳାତ୍କାର ମାମଲାରେ ଫସିଲେ ପୂର୍ବତନ କ୍ରିକେଟର, ବଢ଼ିଲା ରିମାଣ୍ଡ ଅବଧି

କାଠମାଣ୍ଡୁ,୧୩ା୧୦: ନାବାଳିକା ବଳାତ୍କାର ମାମଲାରେ ନେପାଳ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେ ଫସିଛନ୍ତି। ସନ୍ଦୀପଙ୍କ ପୋଲିସ ହେପାଜତକୁ ଆହୁରି ବୃଦ୍ଧି କରାଯାଇଛି। ତାଙ୍କ ଓକିଲ କହିଛନ୍ତି, ତାଙ୍କ ରିମାଣ୍ଡକୁ ଆଉ ୫ ଦିନ ବୃଦ୍ଧି କରାଯାଇଛି। ଉଲ୍ଲେଖନୀୟ କଥା…

ବିସିସିଆଇ ସଭାପତି ପଦରୁ ହଟାଯିବା ନେଇ ମୁହଁ ଖୋଲିଲେ ଗାଙ୍ଗୁଲି

କୋଲକତା,୧୩।୧୦: ଭାରତରେ କ୍ରିକେଟ ଫର କ୍ରିକେଟ ବୋର୍ଡର ସଭାପତି ଭାବରେ ସୌରଭ ଗାଙ୍ଗୁଲିଙ୍କ ଯାତ୍ରା ଶେଷ ହେବାକୁ ଯାଉଛି। ବିସିସିଆଇ ସଭାପତି ଭାବରେ ତାଙ୍କୁ ଦ୍ୱିତୀୟ ଇନିଂସ ଖେଳିବାକୁ ପଡିବାକୁ ନାହିଁ ବୋଲି ଗାଙ୍ଗୁଲି ସ୍ବୀକାର କରିଛନ୍ତି। ଗାଙ୍ଗୁଲି କହିଛନ୍ତି, ସେ…

ବିବାହ କରିବେ ରକୁଲ

ବଲିଉଡରେ ଏବେ ଜଣଙ୍କ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ନିକଟରେ ରିଚା ଚଢା ଏବଂ ଅଲି ଫୈଜଲ ବିବାହ କରିଥିଲେ। ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହ ଖବର ମଧ୍ୟ ଚର୍ଚ୍ଚାରେ ଅଛି। ଏବେ ଅଭିନେତ୍ରୀ…

କ୍ରିକେଟ ପ୍ରଶଂସକଙ୍କ ଲାଗି ଖୁସି ଖବର: ଅଷ୍ଟ୍ରେଲିଆ ଗସ୍ତରେ ଗଲେ ଶାମି

ନୂଆଦିଲ୍ଲୀ,୧୩।୧୦: କ୍ରିକେଟ ପ୍ରଶଂସକଙ୍କ ଲାଗି ଖୁସି ଖବର। ଅନୁଭବୀ ଦ୍ରୁତ ବୋଲର୍‌ ମହମ୍ମଦ ଶାମି ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି। ସେ ଖୁବ୍‌ଶୀଘ୍ର ଟିମ୍‌ ଇଣ୍ଡିଆ ସହ ଯୋଡ଼ି ହେବେ। ଟି୨୦ ବିଶ୍ୱକପ୍‌ ୨୦୨୨ରେ ଆହତ ଜସପ୍ରିତ ବୁମ୍‌ରାଙ୍କ ସ୍ଥାନ ନେବେ। କହିରଖୁଛି…

ଦୀପାବଳିରେ ଧମାକା କରିବେ ଦୁଇ ଖାନ୍‌

ମୁମ୍ବାଇ: ଏବେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଉପହାର କାରବାର ମଧ୍ୟ ଆରମ୍ଭ ହୋଇଛି। ଏପରି ସ୍ଥିତିରେ ଯଦି ବଲିଉଡ୍‌ର ଦୁଇ ସୁପରଷ୍ଟାର ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କୁ ଏକାଠି ଦେଖିବାକୁ ମିଳିବ ତେବେ ପ୍ରଶଂସକମାନେ ନିଶ୍ଚିତ ଖୁସି ହେବେ।…

ଇଲେକ୍ଟ୍ରିକ କାର କିଣିଲେ ମିଳିବ ଏକ ଲକ୍ଷ ଟଙ୍କା ରିହାତି

ଲକ୍ଷ୍ନୌ,୧୩ ।୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଗୁରୁବାର କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ପ୍ରାୟ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟର ସହମତି ମିଳିଛି । ଲକ୍ଷ୍ନୌର ଲୋକଭବନରେ ଆୟୋଜିତ ଏହି କ୍ୟାବିନେଟ ବୈଠକରେ…

୫ଜି ଆସିବା ପରେ ଗ୍ରାହକଙ୍କୁ ଝଟ୍‌କା ଦେଲା ଜିଓ: ବନ୍ଦ କଲା ୧୨ ପ୍ଲାନ୍‌

ନୂଆଦିଲ୍ଲୀ,୧୩।୧୦: ୫ଜି ସେବା ଆରମ୍ଭ ହେବା ପରଠାରୁ ବଡ଼ ପଦକ୍ଷେପ ନେଇଛି ଜିଓ। କମ୍ପାନୀ ନିଜର ଓ୍ବେବ୍‌ସାଇଟ୍‌ରୁ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୨ ପ୍ଲାନ୍‌କୁ ବାଦ ଦେଇଛି। ଏହି ସମସ୍ତ ପ୍ଲାନ ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର ସବ୍‌ସ୍କ୍ରିପଶନ ସହ…

ଗୁଜରାଟର ଏଏପି ମୁଖ୍ୟ ଗୋପଳ ଇଟାଲିଆଙ୍କୁ ଅଟକ ରଖିଛି ପୋଲିସ, ଏନସିଡବ୍ଲୁ କାର୍ଯ୍ୟାଳୟ ଆଗରେ କରୁଥିଲେ ପ୍ରଦର୍ଶନ

ନୂଆଦିଲ୍ଲୀ,୧୩ ।୧୦: ଦିଲ୍ଲୀ ପୋଲିସ ଗୁରୁବାର ଆମ ଆଦମୀ ପାର୍ଟି(ଏଏପି) ଗୁଜରାଟର ଅଧ୍ୟକ୍ଷ ଗୋପାଳ ଇଟାଲିଆଙ୍କୁ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ କାର୍ଯ୍ୟାଳୟ ନିକଟରୁ ନେଇ ଅଟକ ରଖିଛି । ଗୋପାଳ ଇଟାଲିଆଙ୍କୁ ପୋଲିସ ତା’ ଜିପରେ ବସାଇ ନେଇ ଯାଇଥିବା ଦେଖାଯାଇଥିଲା…

ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ

କାମାକ୍ଷାନଗର,୧୩ା୧୦(ଡି.ଏନ୍‌.ଏ.): ଜଣେ ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଗୁରୁବାର ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି କାମାକ୍ଷାନଗର ଓକିଲ ସଂଘ। ଫଳରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ଏଠାରେ। ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି…

ନିର୍ବାଚନ ଚିହ୍ନକୁ ନେଇ ପକ୍ଷପାତିତା ଅଭିଯୋଗ ଆଣିଲେ ଉଦ୍ଧବ ଠାକରେ, ନିର୍ବାଚନ କମିଶନଙ୍କୁ ଲେଖିଲେ ପତ୍ର

ମୁମ୍ବାଇ,୧୩ ।୧୦: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ବାଚନ କମିଶନଙ୍କୁ ଏକ ପତ୍ର ଲେଖି ଅଭିଯୋଗ କରିଛନ୍ତି, କି ତାଙ୍କୁ ମିଳିଥିବା ନିର୍ବାଚନ ଚିହ୍ନକୁ ନେଇ ତାଙ୍କ ସହ ପକ୍ଷପାତିତା କରାଯାଇଛି । ରିପୋର୍ଟ ଅନୁଯାୟୀ, ଉଦ୍ଧବ ୧୨ଟି ପଏଣ୍ଟରେ…

ଚର୍ଚ୍ଚାରେ ନ୍ୟୁୟର୍କ ରାଜ୍ୟପାଳଙ୍କ ଦୀପାବଳି ବୟାନ, ସମସ୍ତେ କରୁଛନ୍ତି ପ୍ରଶଂସା

ନ୍ୟୁୟର୍କ,୧୩ ।୧୦: ଆମେରିକା ନ୍ୟୁୟର୍କର ରାଜ୍ୟପାଳ କୈଥି ହୋଚୁଲ ଦୀପାବଳିକୁ ନେଇ ଯାହା କହିଛନ୍ତି ତାହା ଆପଣ ବି ଶୁଣିଲେ ତାଙ୍କୁ ପ୍ରଶଂସା ନ କରି ରହିପାରିବେ ନାହିଁ । ସେ ଦୀପାବଳୀର ବାର୍ତ୍ତାରେ କହିଛନ୍ତି ବର୍ତ୍ତମାନ ସମୟ ପାଇଁ ଦୀପାବଳି…

ଭାରତକୁ ପ୍ରଶଂସା କଲା ଆଇଏମଏଫ

ଓ୍ବାଶିଂଟନ୍‌,୧୩।୧୦: ବିଶ୍ୱ ବ୍ୟାଙ୍କ ପରେ ବର୍ତ୍ତମାନ ଆଇଏମଏଫ ଅର୍ଥାତ୍‌ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ମୋଦି ସରକାରଙ୍କ କ୍ୟାଶ୍‌ ଟ୍ରାନ୍ସଫର ଯୋଜନାକୁ ପ୍ରଶଂସା କରିଛି। ଆଇଏମଏଫ ଭାରତର ଡାରେକ୍ସ ବେନିଫିଟ୍‌ ଟ୍ରାନ୍ସଫର ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରଶଂସା କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri