Advertisement
Posted inଜାତୀୟ

ଜ୍ୟାକେଟ୍‌ ନୁହେଁ ରେନ୍‌କୋର୍ଟ ପିନ୍ଧିଥିଲେ ରାହୁଲ: କଂଗ୍ରେସ

ନୂଆଦିଲ୍ଲୀ,୨୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଶୁକ୍ରବାର ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। ଏହି ସମୟରେ କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ରାହୁଲ ଗାନ୍ଧୀ ଏକ କଳା ଜ୍ୟାକେଟ୍‌ ପିନ୍ଧିଥିବାର ନଜର ଆସିଥିଲେ। ଏଭଳି ପରିସ୍ଥିତିରେ ଲୋକେ ଭାବୁଥିଲେ ଯେ, ଥଣ୍ଡା ଭୟରେ ରାହୁଲ ଗାନ୍ଧୀ ଜ୍ୟାକେଟ୍‌ ପିନ୍ଧିଛନ୍ତି। ହେଲେ ବାସ୍ତବରେ ରାହୁଲ ଗାନ୍ଧୀ ଜ୍ୟାକେଟ୍‌ ନୁହେଁ ବରଂ ରେନ୍‌କୋର୍ଟ ପିନ୍ଧିଥିବା ଦଳ ପକ୍ଷରୁ କୁହାଯାଇଛି।
ଶୁକ୍ରବାର ସକାଳେ ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ବର୍ଷା ହୋଇଥିଲା। ତେଣୁ ରାହୁଲ ଗାନ୍ଧୀ ରେନ୍‌ କୋର୍ଟ ପିନ୍ଧିଥିଲେ। ତେବେ ବର୍ଷ ବନ୍ଦ ହେବା ମାତ୍ରେ ରେନ୍‌କୋର୍ଟକୁ ଓହ୍ଲାଇଦେଇ ଏକ ଧଳା ଟି-ସାର୍ଟରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୧୨ ଜଣଙ୍କୁ ଦିଆଯିବ ବୀରତା ପୁରସ୍କାର

ନୂଆଦିଲ୍ଲୀ,୨୫।୧: ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ବୁଧବାର ବୀରତା ପୁରସ୍କାର ଘୋଷଣା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସ ଅବସରରେ ୪୧୨ ଜଣଙ୍କୁ...

ଏନ୍‌ଏସ୍‌ଇ ଦୁର୍ନୀତି: ଜେଲ ଗଲେ ଚିତ୍ରା

ନୂଆଦିଲ୍ଲୀ,୧୫।୩: କୋ-ଲୋକେଶନ ଦୁର୍ନୀତି ମାମଲାରେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କୁ ଦିଲ୍ଲୀର ଏକ ଅଦାଲତ ସୋମବାର ୧୪ ଦିନ ପାଇଁ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଆଖି ବୁଜିଲେ ୧୫ ଦିନର ଶିଶୁ

ଶ୍ରୀନଗର,୨୯।୭: ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ସୀମାରେ ଥିବା ଲୋକେ ବିନା ଦୋଷରେ ଜୀବନ ହାରୁଛନ୍ତି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ...

କାହିଁକି କେବଳ କୋଭିଶିଲ୍ଡ ଟିକା ନେଉଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳିମାନେ

ନୂଆଦିଲ୍ଲୀ,୧୧।୫ : ଗତ କିଛି ଦିନ ହେଲା ଭାରତୀୟ ଖେଳାଳିମାନେ କୋଭିଡ୍‌-୧୯ ଟିକା ନେଉଥିବା ଖବର ଆସୁଛି। ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ପାଇଁ...

ମହଙ୍ଗା ପଡିଲା ଯୋଗୀଙ୍କ ବିରୋଧରେ ଆପତ୍ତି ଜନକ ଟିପ୍ପଣୀ

ନୂଆଦିଲ୍ଲୀ/ଲକ୍ଷ୍ନୌ,୯।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବା ଏବେ ମହଙ୍ଗା ପଡିଛି ଜଣେ ଖବରଦାତାଙ୍କୁ। ଏହି ଅଭିଯୋଗରେ...

ଦେଶର ଏହି ୫ଟି ରାଜ୍ୟରେ କରୋନାଜନିତ ହୋଇନାହିଁ ମୃତ୍ୟୁ

ନୂଆଦିଲ୍ଲୀ,୨୦।୭: ଭାରତରେ କରୋନା ସଙ୍କଟ ଦିନକୁ ଦିନ ଉଦ୍‌ବେଗଜନକ ସ୍ଥିତି ହେବାରେ ଲାଗିଛି। ଇତିମଧ୍ୟରେ ଭାରତରେ କୋଭିଡ-୧୯ ଜନିତ ମୃତ୍ୟୁ ହାର ପ୍ରଥମ ଥର ପାଇଁ...

ରାମଦେବଙ୍କୁ କରୋନା ସହିତ ତୁଳନା କଲେ ରାକ୍ଷୀ ସାଓ୍ବନ୍ତ…

ମୁମ୍ବାଇ,୯।୬: ସବୁବେଳେ ନିଜ ମନ୍ତବ୍ୟ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ଏକ ଭିଡ଼ିଓ ଏବେ...

୫୦ ବର୍ଷ ପରେ ମିଳିଲା ପ୍ରଥମ ପ୍ରେମ

ଜୟପୁର, ୫।୪: ପ୍ରେମ ପାଇଁ ଫରକ୍‌ ପକାଇପାରେନି ବୟସ, ଯାହାର ପ୍ରମାଣ ଦେଖିବାକୁ ମିଳିଛି ରାଜସ୍ଥାନ ଜୈସାଲମୈରସ୍ଥିତ କୁଲଧାରା ଗ୍ରାମର ଚୌକିଦାର ଦରଓ୍ବାନ ସିଂଙ୍କ କ୍ଷେତ୍ରରେ।...

Advertisement
Archives

Model This Week