Home Left

ଟିକେଏମ୍‌ର ପାଇଲଟ ପ୍ରୋଜେକ୍ଟ ‘ଫ୍ଲେକ୍ସି-ଫୁଏଲ’

ନୂଆଦିଲ୍ଲୀ,୧୩।୧୦: ଦେଶର ପ୍ରମୁଖ ଚାରିଚକିଆ ନିର୍ମାତା ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌) ପକ୍ଷରୁ ଭାରତ ବଜାରରେ ଫ୍ଲେକ୍ସି ଇନ୍ଧନଭିତ୍ତିକ ହାଇବ୍ରିଡ୍‌ ଇଲେକ୍ଟ୍ରିକ ଭେଇକିଲ ଟେକ୍ନୋଲୋଜି ଉପରେ ପାଇଲଟ ପ୍ରୋଜେକ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଫ୍ଲେକ୍ସି ଇନ୍ଧନ- ଶକ୍ତିଶାଳୀ ହାଇବ୍ରିଡ୍‌ ଇଲେକ୍ଟ୍ରିକ…

ଦି ବଡି ଶପ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୩।୧୦: ଚଳିତ ବର୍ଷର ଦୀପାବଳି ଉପଲକ୍ଷେ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ ଦ ବଡି ଶପ୍‌ ପକ୍ଷରୁ ୪ଟି ନୂତନ ଉତ୍ପାଦ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଉତ୍ପାଦଗୁଡିକ ଗ୍ରାହକଙ୍କ ପାଇଁ ଉଭୟ ବ୍ୟବହାର ଓ ଉପହାର ଆଦି କ୍ଷେତ୍ରରେ ବେଶ୍‌ ଉପଯୋଗ…

ମାଲାବାରରେ ‘ମାଇନ ଡାଇମଣ୍ଡ ଶୋ’

ଭୁବନେଶ୍ୱର,୧୩।୧୦: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଶହୀଦନଗର ଷ୍ଟୋର ପରିସରରେ ‘ମାଇନ ଡାଇମଣ୍ଡସ ଶୋ’ର ଶୁଭାରମ୍ଭ ହୋଇଯାଇଛି। ଏହି ଶୋ’ ଅକ୍ଟୋବର ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ରହିବ। ରାଜ୍ୟ ସଭା ସଦସ୍ୟା ସୁଲତା ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ହିରୋ ଗ୍ଲାମର ଏକ୍ସଟେକ୍‌ର ବଜାର ପ୍ରବେଶ

ଭଦ୍ରକ ଅଫିସ,୧୩।୧୦: ହିରୋ ମୋଟୋକର୍ପର ନୂଆ ବାଇକ୍‌ ‘ଗ୍ଲାମର ଏକ୍ସଟେକ୍‌ ନେକ୍‌ସସ୍‌ ବ୍ଲୁ’ର ବଜାର ପ୍ରବେଶ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ଭଦ୍ରକ ଚରମ୍ପାସ୍ଥିତ ସଞ୍ଜବୀ ଶୋ’ରୁମ୍‌ ପରିସରରେ ସଞ୍ଜୀବ ହିରୋର ମ୍ୟାନେଜିଂ ପାର୍ଟନର ପ୍ରୀତିରଞ୍ଜନ ଜେନା ଏହାର ଅନାବରଣ କରିଥିଲେ।…

୧୬ରେ ‘ଅଳ୍ପ ଦିନର ଗଳ୍ପ ଆମର’

ଭୁବନେଶ୍ୱର,୧୩।୧୧: ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଓଡ଼ିଶା ଚ୍ୟାନେଲ ଜୀ ସାର୍ଥକର ନୂଆ ଓଡ଼ିଆ ସିନେମା ‘ଅଳ୍ପ ଦିନର ଗଳ୍ପ ଆମର’ ଅକ୍ଟୋବର ୧୬ ସନ୍ଧ୍ୟା ୬.୩୦ ମିନିଟ୍‌ରେ ପ୍ରସାରିତ ହେବ ବୋଲି ଜଣାପଡିଛି। ଏହା ପୂର୍ବରୁ ବୁଧବାର ଏକ ତାରକା…

ସୋଆ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ

ଭୁବନେଶ୍ୱର,୧୩।୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ପରିଚାଳିତ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ ପକ୍ଷରୁ ବୁଧବାର ବିଶ୍ୱ ଗଣ୍ଠିବାତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ସୋଆ ଓ…

ଉପନିର୍ବାଚନରେ ଶିବପାଲଙ୍କୁ ପ୍ରାର୍ଥୀ କରିପାରେ ଭାଜପା

ଲକ୍ଷ୍ନୌ,୧୩।୧୦: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ମୈନପୁରୀ ଏମ୍‌ପି ମୁଲାୟମ ସିଂ ଯାଦବଙ୍କ ପରଲୋକ ପରେ ଉକ୍ତ ଆସନକୁ ବଜାୟ ରଖିବା ଏବେ ଦଳ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ୬ ମାସ ମଧ୍ୟରେ ଉକ୍ତ ଲୋକ…

ଯନ୍ତ୍ରଣା ନିବାରକ ‘ରୋବୋଟିକ୍‌ ପିଲ୍‌’

ଓ୍ବାଶିଂଟନ,୧୩।୧୦: ମଧୁମେହ, କ୍ୟାନ୍‌ସର ଭଳି ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ପ୍ରତିଦିନ ଇଞ୍ଜେକ୍ସନ ନେବାକୁ ପଡ଼ିଥାଏ। ଅନେକ ଲୋକଙ୍କ ପକ୍ଷେ ନିୟମିତ ଇଞ୍ଜେକ୍ସନ୍‌ ନେବା ସହଜ କଥା ନ ହେଲେ ମଧ୍ୟ ଜୀବନ ରକ୍ଷା ପାଇଁ ସେମାନେ ଡରରେ ଏହା କରିଥାନ୍ତି।…

ମୂଲ୍ୟବୃଦ୍ଧି କମାଇବାରେ ଆର୍‌ବିଆଇ ବିଫଳ: ମୁଦ୍ରାସ୍ଫୀତି ୭.୧୪%କୁ ବୃଦ୍ଧି

ନୂଆଦିଲ୍ଲୀ,୧୨।୧୦: ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଛନ୍ତି। ସେପ୍ଟେମ୍ବରରେ ଖାଉଟି ମୂଲ୍ୟସୂଚୀ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଗତ ୫ ମାସ ମଧ୍ୟରେ ସର୍ବାଧିକ। କ୍ରମାଗତ ତୃତୀୟ ତ୍ରୈମାସିକରେ ମୁଦ୍ରାସ୍ଫୀତି…

ନଭେମ୍ବରରେ ଭାରତ ଗସ୍ତରେ ଆସିବେ ଆମେରିକା ଅର୍ଥ ସଚିବ

ଓ୍ବାଶିଂଟନ,୧୨।୧୦: ଆମେରିକା ଅର୍ଥ ସଚିବ ଜାନେଟ୍‌ ୟେଲେନ୍‌ ନଭେମ୍ବର ମାସରେ ଭାରତ ଗସ୍ତରେ ଆସିବେ। ସେ ଆମେରିକା-ଭାରତ ଅର୍ଥନୀତି ଓ ଫାଇନାନ୍ସିଆଲ ସହଭାଗିତା ବୈଠକର ନବମ ସଂସ୍କରଣରେ ଯୋଗଦେବେ। ବିଶ୍ୱ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଚ୍ୟାଲେଞ୍ଜକୁ ସାମ୍‌ନା କରିବାକୁ ହେଲେ ଦୁଇ…

ଆଉ ନାହାନ୍ତି ଅଭିନେତ୍ରୀ ଡେମ୍‌ ଆଞ୍ଜେଲା

ଲଣ୍ଡନ: ଆଉ ନାହାନ୍ତି ଅନ୍ତର୍ଜାତୀୟ ଷ୍ଟାର ଡେମ୍‌ ଆଞ୍ଜେଲା। ୯୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଫିଲ୍ମ, ଥିଏଟର ଏବଂ ଟେଲିଭିଜନ ଦୁନିଆରେ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ। ଡେମ୍‌ ନିଜର ଆଠ ଦଶକର କ୍ୟାରିୟରରେ ତିନି ଥର…

ଡବ୍ଲ୍ୟୁଏଚଓ ରିପୋର୍ଟ ଯାଞ୍ଚ୍‌ ପାଇଁ କମିଟି ଗଠନ କଲେ ସରକାର

ନୂଆଦିଲ୍ଲୀ,୧୨।୧୦: ଭାରତରେ ପ୍ରସ୍ତୁତ ହୋଇଥିବା କଫ ଓ କୋଲ୍ଡ ସିରପ ଯୋଗୁ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଏହାର ସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଭାରତରୁ ରପ୍ତାନି ହୋଇଥିବା କାଶ ସିରପ୍‌ରେ ବିଷାକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri