ଜେରେମି ହଣ୍ଟ୍ ନୂଆ ଅର୍ଥମନ୍ତ୍ରୀ
ଲଣ୍ଡନ,୧୫।୧୦: ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ତାଙ୍କ ଅର୍ଥମନ୍ତ୍ରୀ କ୍ୱାସି କ୍ୱାର୍ଟେଙ୍ଗ୍ଙ୍କୁ ଶୁକ୍ରବାର ବହିଷ୍କାର କରିଛନ୍ତି। ତାଙ୍କ ସ୍ଥାନରେ ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ଜେରେମି ହଣ୍ଟଙ୍କୁ ଦେଶର ନୂଆ ଅର୍ଥମନ୍ତ୍ରୀ କରାଯାଇଛି। ପୂର୍ବତନ ଅର୍ଥମନ୍ତ୍ରୀ କ୍ୱାର୍ଟେଙ୍ଗ୍ଙ୍କ ଟିକସ ହ୍ରାସ ନିଷ୍ପତ୍ତିକୁ ନେଇ…
ସାମୁଦ୍ରିକ ବିରଳ ସବୁଜ ଶାମୁକା ବାହାରକୁ ଚାଲାଣ
ମହାକାଳପଡ଼ା,୧୫ା୧୦(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ଲଞ୍ଚଘୋଲା, ମାଦଳୀ, ଚଟକା ମହାନଦୀ ତ୍ରିକୋଣଭୂମି ଅବବାହିକା ଅଞ୍ଚଳରୁ ମତ୍ସ୍ୟଜୀବୀ ବହୁ ପରିମାଣର ବିରଳ ସାମୁଦ୍ରିକ ସବୁଜ ଶାମୁକା ସଂଗ୍ରହ କରିଛନ୍ତି। ସ୍ଥାନୀୟ ମତ୍ସ୍ୟଜୀବୀ ମାଛ ଧରିବା ନଁାରେ…
ଆଲିଗଡରେ ଛାତ ଭୁଷୁଡି ଜଣେ ମୃତ, ୩ ଆହତ
ଆଲିଗଡ,୧୫ ।୧୦: ଉତ୍ତର ପ୍ରଦେଶର ଆଲିଗଡ଼ରେ ଶନିବାର ସକାଳେ ଏକ ଛାତ ଭୁଷୁଡି ଯିବାରୁ ଜଣଙ୍କର ମୃତ୍ୟୁ ହେବା ସହ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପ୍ରଥମେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଥିଲା ହେଲେ…
୪ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ସୁବିଧା
ଗୁଆହାଟୀ,୧୫।୧୦: ମଣିପୁରରେ ୪ରୁ ଅଧିକ ସନ୍ତାନ ଥିବା ପରିବାରକୁ ଆଉ ସରକାରୀ ସୁବିଧା ମିଳିବ ନାହିଁ। ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ମଣିପୁର ରାଜ୍ୟ ଜନସଂଖ୍ୟା କମିଶନ ସ୍ଥାପନ…
ଲକ୍ଷ୍ମୀଙ୍କ ଭସାଣିରେ ମହିଳାଙ୍କ ନାଗିନ୍ ଡ୍ୟାନ୍ସ
ପାଟଣା,୧୫ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୂଷାଖରୀ ପଞ୍ଚାୟତ ଭାଲୁ ଘର ଗ୍ରାମର ଜୁଡ଼ାଟାଙ୍ଗର ସାହିର ଲକ୍ଷ୍ମୀମେଢ଼ ଭାସାଣି ବେଳେ ମହିଳାମାନଙ୍କ ମସ୍ତିଭରା ନୃତ୍ୟ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାମାନେ ଓଡ଼ିଆ ବୀରହ ଗୀତ ମୋନାଲିସା କାହିଁ ଛାଡ଼ି ଚାଲିଗଲୁ…
ଘର ଆଗରେ ୩ ଦିନ ପଡ଼ିରହିଲା ମୃତଦେହ
ମହାକାଳପଡ଼ା,୧୫ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ଗଁାରେ ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରିବାରୁ ଗତ ୧୧ ତାରିଖ ରାତିରେ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ମୃତ ଯୁବକଙ୍କ ବାପା ଏ ନେଇ ଗତ ୧୨ ତାରିଖରେ…
ଏମ୍ଜିଆର୍ଙ୍କ ପ୍ରତିମୂର୍ତ୍ତି ଭଙ୍ଗା ନେଇ ଉତ୍ତେଜନା
ଚେନ୍ନାଇ,୧୫।୧୦: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍କେର ପ୍ରତିଷ୍ଠାତା ଏମ୍.ଜି. ରାମଚନ୍ଦ୍ରନ(ଏମ୍ଜିଆର୍)ଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଶୁକ୍ରବାର କୁଡ଼ାଲୋର ଜିଲାରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଏଆଇଏଡିଏମ୍କେ କର୍ମୀମାନେ ଏହାର ପ୍ରତିବାଦରେ ବିକ୍ଷୋଭ ଶୋଭାଯାତ୍ରା ବାହାର କରିଥିଲେ। ଅକ୍ଟୋବର ୧୭ରେ ଏଆଇଏଡିଏମ୍କେର ପ୍ରତିଷ୍ଠା…
ଶିମିଳିପାଳରୁ ୨ ଶିକାରୀ ଗିରଫ
ଖୁଣ୍ଟା,୧୫ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଗୁରୁବାର ରାତିରେ ବନ ବିଭାଗ ୨ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୁଳିଭର୍ତ୍ତି ୨ ଦେଶୀ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସପନଚୁଆ ପଞ୍ଚାୟତ ଅଧୀନ…
ଗ୍ରାମ୍ୟ ଜଙ୍ଗଲ ନଷ୍ଟ ଆଶଙ୍କା କଲେ ପରିବେଶବିତ୍
କେନ୍ଦ୍ରାପଡା ଅଫିସ, ୧୫ା୧୦: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଓଳାଭର ରାଜସ୍ବ ସର୍କଲ ଅନ୍ତର୍ଗତ ପାରି ମୁକୁନ୍ଦପୁର ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଘୋଷଣାକୁ ଇତିମଧ୍ୟରେ ପ୍ରାୟ ୮ ମାସ ବିତିଲାଣି। ପାନୀୟ ଜଳକଷ୍ଟରେ ଥିବା ସ୍ଥାନୀୟ ଅଞ୍ଚଳବାସୀ…
ହ୍ୟାରି ପୋଟରର ‘ହ୍ୟାଗରିଡ’ଙ୍କ ପରଲୋକ
ରୁଥେରଗ୍ଲେନ,୧୫ ।୧୦: ହ୍ୟାରି ପୋଟର ଫ୍ରାଞ୍ଚାଇଜିରେ ହ୍ୟାଗରିଡ ଭୂମିକାରେ ନଜର ଆସିଥିବା ହଲିଉଡ ଅଭିନେତା ରୋବି କୋଲଟ୍ରାନେଙ୍କର ପରଲୋକ ହୋଇଛି । ୭୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଏଜେନ୍ସି ଡବ୍ଲୁଏମଇ ଏହି ଖବର…
ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଛୁରାମାଡ଼
ସିଡ୍ନୀ,୧୫।୧୦: ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ର ବର୍ଣ୍ଣବୈଷମ୍ୟ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଆଗ୍ରାର ୨୮ ବର୍ଷୀୟ ଛାତ୍ର ଶୁଭମ୍ ଗର୍ଗଙ୍କୁ ଛାତି, ପେଟ ଓ ମୁହଁକୁ ଏକାଧିକ ଥର ଛୁରାମାଡ଼ କରାଯାଇଥିଲା। ନ୍ୟୁ ସାଉଥ୍ଓ୍ବେଲ୍ସସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ମେକାନିକାଲ ଇଞ୍ଜିନିୟରିଂରେ ପିଏଚ୍ଡି…
୫୧ ଏସ୍ଏସ୍ଜିଙ୍କୁ ସଫେଇ ଦାୟିତ୍ୱ ଦେଲେ ସରପଞ୍ଚ
ରଘୁନାଥପୁର,୧୫।୧୦(ଡି.ଏନ୍ଏ.): ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତର ସଫେଇ କାର୍ଯ୍ୟ ପାଇଁ ୫୧ ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍ଏଚ୍ଜି)ର ସଦସ୍ୟାଙ୍କୁ ଦାୟିତ୍ୱ ଦେଇଛନ୍ତି ସରପଞ୍ଚ ସାହେଦା ତବସୁମ। ଏ ସବୁ ଏସ୍ଏଚ୍ଜିରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ମହିଳା ରହିଛନ୍ତି। ପ୍ରତି ଓ୍ବାର୍ଡର ସଫେଇ ପାଇଁ…
Archives


