ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗାୟକ ସୁଖବିନ୍ଦର ସିଂ

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ବଲିଉଡ୍‌ର ପ୍ରଚ୍ଛଦପଟ୍ଟ ଲୋକପ୍ରିୟ ଗାୟକ ସୁଖବିନ୍ଦର ସିଂ ମଙ୍ଗଳବାର ସନ୍ଧ୍ୟାରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ହକି ସଙ୍ଗୀତ ପାଇଁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାର ଜବାବରେ ସୁଖବିନ୍ଦର କହିଛନ୍ତି, ସମଗ୍ର ଭାରତବର୍ଷ ଆପଣଙ୍କୁ ଧନ୍ୟବାଦ କହିବା ଉଚିତ। ଆପଣ ହକି ବିଶ୍ୱକପ୍‌ ଆୟୋଜନ କରିଛନ୍ତି। ହକିକୁ ଆପଣ ଯେଉଁ ସମ୍ମାନ ଦେଇଛନ୍ତି ସେଥିପାଇଁ ସମଗ୍ର ଓଡ଼ିଶା, ଭାରତ ଏବଂ ସଙ୍ଗୀତ ଜଗତ ଆପଣଙ୍କୁ ଧନ୍ୟବାଦ ଦେଉଛି। ସମସ୍ତ ହକି ଗ୍ରାଉଣ୍ଡ ଦେଖିଛି। ଏହା ମୋତେ ବହୁତ ଖୁସି ଦେଇଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ହକି ଜର୍ସି ଦେଇ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୫୯ ପଜିଟିଭ୍‌ ଚିହ୍ନଟ, ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୮।୩(ବ୍ୟୁରୋ): ସୋମବାର ରାଜ୍ୟରୁ ୫୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୮୦୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

୧୦ କୋଟିର ସାପବିଷ ଜବତ

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ରାଜଧାନୀରେ ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶାଦ୍ରବ୍ୟ କାରବାର ପରେ ପ୍ରଥମ ଥର ସାପବିଷ ବେପାର ସାମ୍ନାକୁ ଆସିଛି। ଶନିବାର ଭୁବନେଶ୍ୱରର ଦୁଇଟି ସ୍ଥାନରେ...

ମୃତ୍ୟୁ ପୂର୍ବରୁ କାହିଁକି ଯାଇଥିଲେ ମଞ୍ଚେଶ୍ୱର ଥାନା

ଭୁବନେଶ୍ୱର, ୨୭।୬(ବ୍ୟୁରୋ): ଅଭିନେତା ରାଇମୋହନଙ୍କ ମୃତ୍ୟୁ ଘଟଣାକୁ ନେଇ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଯାହା ଘଟଣାକୁ ଅଧିକ ରହସ୍ୟମୟ...

କୋହଳ ହେଲା ନିୟମ : ପୋଲିସ ଗାଡ଼ିର ତଥ୍ୟ ଓ୍ବେବ୍‌ସାଇଟ୍‌ରେ ରହିବ

ଭୁବନେଶ୍ୱର,୯ା୯(ବ୍ୟୁରୋ) : ପୋଲିସ ଗାଡ଼ିର କାଗଜପତ୍ର ଠିକ୍‌ ନ ଥାଇ ଲୋକଙ୍କଠାରୁ ୧୦ଗୁଣା ଜରିମାନା ଆଦାୟ କରାଯାଉଛି। ଏହାକୁ ଲୋକେ ସହଜରେ ଗ୍ରହଣ କରୁ ନ...

ହାଇଟେକ୍‌ର ୬୩ କୋଟି ୫୫ ଲକ୍ଷ ବଣ୍ଟାଯିବ: ଫେରିପାଇବେ ୨୨ ହଜାର ଜମାକାରୀ

କଟକ ଅଫିସ,୧୭ା୭: ହାଇଟେକ୍‌ ଗ୍ରୁପର ୬୩ କୋଟି ୫୫ ଲକ୍ଷ ୪୯ହଜାର ୨୨୭ ଟଙ୍କା ଜମାକାରୀଙ୍କୁ ଫେରସ୍ତ ଦିଆଯିବ। ଏହି ଟଙ୍କାକୁ ୨୨ ହଜାର ୭୦୦...

‘କିଟ୍‌’ରେ ହେବ ବାୟୋ-ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ର: ରାଜ୍ୟ ସରକାର ଦେବେ ୨ କୋଟି

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ)-‘କିଟ୍‌’ର ସ୍କୁଲ ଅଫ୍‌ ବାୟୋ-ଟେକ୍ନୋଲୋଜିକୁ ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଅଫ୍‌ ଏକ୍ସିଲେନ୍ସ)ରେ ପରିଣତ କରାଯିବ। ଏଥିପାଇଁ ସରକାରଙ୍କ ବିଜ୍ଞାନ ଓ କାରିଗରି ବିଭାଗ ୨ କୋଟି...

ସାବିତ୍ରୀ ଅମାବାସ୍ୟାରେ ସବୁ ଉଚ୍ଚଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଆସନ୍ତା ୩୦ ତାରିଖରେ ସାବିତ୍ରୀ ଅମାବାସ୍ୟା। ସେଦିନ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟର...

ବଜେଟ ଅଧିବେଶନ ପୂର୍ବରୁ କରାଯିବ କୋଭଡ ଟେଷ୍ଟ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଆସନ୍ତା ୨୩ରୁ ବସିବ ବଜେଟ ଅଧିବେଶନ । ଏହାପୂର୍ବରୁ ଆଜି ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ତେବେ ବୈଠକରେ ଅନେକ...

Advertisement
Archives

Model This Week