ବୈଭବଙ୍କୁ ନିଜ ନୂଆ କାର୍ ଦେବେନି ରୋହିତ ଶର୍ମା! ହିଟ୍ମ୍ୟାନ କହିଲେ ଏହି କାରଣ, ଚାରିଆଡେ ଚର୍ଚ୍ଚା
ନୂଆଦିଲ୍ଲୀ, ୨୪।୧୦: ଭାରତୀୟ କ୍ରିକେଟରେ ଯେତେବେଳେ ରୋହିତ ଶର୍ମାଙ୍କ ନାଁ ଆସେ, ସେତେବେଳେ ତାଙ୍କ ଖେଳ ସହ ମଜାଳିଆ ଅନ୍ଦାଜ ମଧ୍ୟ ଚର୍ଚ୍ଚାକୁ ଆସିଥାଏ। ଏଥର ଏକ ଟିଭି ଶୋ’ରେ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ ନେଇ ଚର୍ଚ୍ଚାରେ ଅଛନ୍ତି…
ସଫଳତା ପାଇବା ପାଇଁ ଗଧଠାରୁ ଶିଖନ୍ତୁ ଏହି ୩ ଗୁଣ, ବଦଳିଯିବ ଜୀବନ…
ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ରଚିତ ‘ଚାଣକ୍ୟ ନୀତି’ ହେଉଛି ଭାରତୀୟ ଜ୍ଞାନ ଓ ନୀତିଶାସ୍ତ୍ରର ଏକ ଅମୂଲ୍ୟ ଭଣ୍ଡାର। ଜୀବନ, ସଫଳତା, ଧନ, ସମ୍ପର୍କ ଏବଂ ସଦାଚାର ବିଷୟରେ ଏଥିରେ ଗଭୀର ମାର୍ଗଦର୍ଶନ ମିଳିଥାଏ। ଚାଣକ୍ୟଙ୍କ ଅନୁସାରେ, ସଫଳତା କେବଳ ଉଚ୍ଚ…
ଟସ୍ ଜିତିଲା ଭାରତ, ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ; ଦେଖନ୍ତୁ ପ୍ଲେଇଂ-୧୧ରେ କାହାକୁ ମିଳିଲା ସ୍ଥାନ
ନୂଆଦିଲ୍ଲୀ, ୨୪।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ଅଧିନାୟକ ଶ୍ରେୟସ ଆୟର ସ୍ପଷ୍ଟ କରିଛନ୍ତି ଯେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ହିଁ ଓପନିଂ କରିବେ। ବୈଭବ ତୃତୀୟ…
ଆଜି ବୁଧଙ୍କ ବକ୍ରୀ ଚଳନ; ପ୍ରବଳ ଧନଲାଭ ସାଙ୍ଗକୁ ୫ ରାଶିଙ୍କୁ ଚାକିରିରେ ବଡ଼ ଅଫର୍!
ବୁଧ ଗ୍ରହକୁ ବୁଦ୍ଧି, ବ୍ୟାପାର ଏବଂ ବାଣୀର କାରକ ଗ୍ରହ ବୋଲି ମାନାଯାଏ। ବୁଧ ବକ୍ରୀର ପ୍ରଭାବରୁ ଅନେକ ରାଶିର ବ୍ୟକ୍ତିବିଶେଷଙ୍କୁ ଚାକିରି ଏବଂ ବ୍ୟବସାୟରେ ସଫଳତା ମିଳିବ। ଏହି ଭାଗ୍ୟଶାଳୀ ରାଶିଗୁଡ଼ିକର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବୁଧ ଗ୍ରହ…
‘ଫେବୃଆରୀ ୨୮ ଭଳି ଆଉ ଏକ ଆକ୍ରମଣ କରିବ ଆମେରିକା’ ଟ୍ରମ୍ପଙ୍କ ଧମକ ପରେ ଇରାନ ଦେଲା ବଡ଼ ଚେତାବନୀ
ତେହରାନ,୨୪।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ କରିବାକୁ ପୁଣିଥରେ ଧମକ ଦେଇଛନ୍ତି। ଟ୍ରମ୍ପ ଏହି ସମ୍ଭାବ୍ୟ ଆକ୍ରମଣକୁ ଏକ ‘ଛୋଟ କିନ୍ତୁ ଭୟଙ୍କର କ୍ରୋଧ’ (little epic fury) ବୋଲି ବର୍ଣ୍ଣନା କରିଛନ୍ତି। ସେ ଦାବି କରିଛନ୍ତି…
ଯୁବତୀଙ୍କୁ ଘରେ ଏକାକୀ ଦେଖି ଘରେ ପଶିଲେ ଯୁବକ: ବାପାମାଆଙ୍କୁ ଦେଖି….
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କ ଘରେ ପଶି ତାଙ୍କ ବାପାମାଆଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଯୁବତୀଙ୍କୁ ଘରେ ଏକାକୀ ଦେଖି କିଛି ଯୁବକ ଘରେ ପଶିଥିବା ବେଳେ ଏହାକୁ ବିରୋଧ କରିବାରୁ ତାଙ୍କ ବାପାମାଆଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ…
ବାତ୍ୟା ଆଶଙ୍କାରେ ଉପକୂଳବାସୀ, ଜରୁରୀ ବୈଠକ ଡାକି ଆଲର୍ଟ କଲା ଜିଲା ପ୍ରଶାସନ
ମହାକାଳପଡ଼ା,୨୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୯୯୯ ମହାବାତ୍ୟା କରାଳ ଦୃଶ୍ୟ ଏବେବି ଉପକୂଳ ଅଞ୍ଚଳ ଲୋକଙ୍କର ମନେ ପଡ଼ିଯାଏ। ବିଶେଷକରି ପୂର୍ବ ଉପକୂଳ ଜଗତସିଂହପୁର ଏରସମାରେ ବାତ୍ୟା ସିଧା ସଳଖ ମାଡ଼ ହୋଇଥିଲା। ଏହାର ପ୍ରଭାବରେ ପଡ଼ୋଶୀ ଜିଲା କେନ୍ଦ୍ରାପଡ଼ା ବି ବର୍ତ୍ତି…
ତାଇୱାନରେ ତାଣ୍ଡବ ରଚିଲା ‘ଚାମ୍ପି’, ସମୁଦ୍ରରେ ଉଠୁଛି ବିଶାଳ ଢେଉ, ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଅଧିକ ଆହତ
ତାଇପେଇ,୨୪।୧୦: ଶନିବାର ଭୋର ସମୟରେ ‘ଚାମ୍ପି’ (Champi) ନାମକ ଝଡ଼ ତାଇୱାନ ନିକଟ ଦେଇ ଗତି କରିଛି। ଏହି ଝଡ଼ ଯୋଗୁ ଅନେକ ଗଛ ଭାଙ୍ଗି ପଡ଼ିଛି ଏବଂ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ସମୁଦ୍ର ଢେଉରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ…
ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଝଟ୍କା: କ୍ୟାଶ ଉଠାଣ ଉପରେ ବଢ଼ିଲା ଚାର୍ଜ; ଏବେ ଦବାକୁ ପଡିବ…
ନୂଆଦିଲ୍ଲୀ,୨୪।୧୦: ଯଦି ଆପଣଙ୍କର ସେଭିଂସ ଆକାଉଣ୍ଟ ICICI ବ୍ୟାଙ୍କରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ। ବ୍ୟାଙ୍କ ୧ ଡିସେମ୍ୱର ୨୦୨୬ରୁ ସେଭିଂସ ଆକାଉଣ୍ଟ ସହ ଜଡ଼ିତ କିଛି ସର୍ଭିସ ଚାର୍ଜରେ ପରିବର୍ତ୍ତନ କରିବାକୁ ଯାଉଛି। ଏହା…
୨୬ରେ ଘୂର୍ଣ୍ଣିବାତ୍ୟା, ୨୮ରେ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବ!
ଭୁବନେଶ୍ୱର, ୨୪ା୧୦: ବଙ୍ଗୋପସାଗରରେ ସୃଷ୍ଟ ସ୍ପଷ୍ଟଚିହ୍ନିତ ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହା କ୍ରମଶଃ ଶକ୍ତିଶାଳୀ ହୋଇ ଅବପାତ ଓ ପରେ ଗଭୀର ଅବପାତର ରୂପ ନେବା ସହ ୨୬ ତାରିଖରେ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର…
ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ମୋନାଲିସାଙ୍କୁ ଶୁଭେଚ୍ଛା ଜଣାଇଲେ କନ୍ଧମାଳ ଏମ୍ପି, ଭବିଷ୍ୟତରେ ହେବେ…
ଦାରିଙ୍ଗବାଡ଼ି,୨୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାହା ଗ୍ରାମର ବାପା ବିଶ୍ୱନାଥ ଓ ମା’ ମମତା ସାହୁଙ୍କ ଝିଅ ମୋନାଲିସା ୨୦୨୬ ୟୁପିଏସ୍ସି ପରୀକ୍ଷାର ଭୂ-ବୈଜ୍ଞାନିକ ତଥା ଜଳଭୂତତ୍ତ୍ୱବିତ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୬ ନମ୍ବର ସ୍ଥାନରେ…
IPL 2027 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ଘୋଷଣା: ଏହି ଖେଳାଳି ମୁଖ୍ୟ କୋଚ ଭାବେ ନିଯୁକ୍ତ
ମୁମ୍ବାଇ,୨୪।୧:ଆଇପିଏଲ ୨୦୨୭ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ନେଇଛି ଏକ ବଡ଼ ନିଷ୍ପତ୍ତି। ଦଳର ନୂଆ ମୁଖ୍ୟ କୋଚ ଭାବେ ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଅଲରାଉଣ୍ଡର କିରନ ପୋଲାର୍ଡଙ୍କୁ ନିଯୁକ୍ତ କରାଯାଇଛି। ନିକଟରେ ମହେଲା ଜୟବର୍ଦ୍ଧନେ ମୁଖ୍ୟ କୋଚ ପଦରୁ ଇସ୍ତଫା ଦେବା…

