ଆଜି ବୁଧଙ୍କ ବକ୍ରୀ ଚଳନ; ପ୍ରବଳ ଧନଲାଭ ସାଙ୍ଗକୁ ୫ ରାଶିଙ୍କୁ ଚାକିରିରେ ବଡ଼ ଅଫର୍‌!

ବୁଧ ଗ୍ରହକୁ ବୁଦ୍ଧି, ବ୍ୟାପାର ଏବଂ ବାଣୀର କାରକ ଗ୍ରହ ବୋଲି ମାନାଯାଏ। ବୁଧ ବକ୍ରୀର ପ୍ରଭାବରୁ ଅନେକ ରାଶିର ବ୍ୟକ୍ତିବିଶେଷଙ୍କୁ ଚାକିରି ଏବଂ ବ୍ୟବସାୟରେ ସଫଳତା ମିଳିବ। ଏହି ଭାଗ୍ୟଶାଳୀ ରାଶିଗୁଡ଼ିକର ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ବୁଧ ଗ୍ରହ ବକ୍ରୀ ହେବା ଦାରା ମେଷ, କର୍କଟ, ତୁଳା, ବିଛା ଏବଂ ମକର ରାଶିର ଲୋକଙ୍କୁ ଲାଭ ମିଳିବ। ଏହି ଲୋକମାନଙ୍କୁ ଭାଗ୍ୟର ଭରପୂର ସାଥ ମିଳିବ। ଏହି ରାଶିଗୁଡ଼ିକୁ ଆଦାନପ୍ରଦାନ (କାରବାର)ରେ ଲାଭ ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି କରିପାରିବେ।

ମେଷ ରାଶିର ଜାତକଙ୍କୁ ବ୍ୟବସାୟରେ ଉନ୍ନତି ମିଳିପାରେ। ନୂଆ କାର୍ଯ୍ୟ କରିବା ଦାରା ଫାଇଦା ହେବ। ଚାକିରିରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। କୌଣସି ବଡ଼ ଡିଲ (deal) ହେବା ଦାରା ପ୍ରଚୁର ମୁନାଫା ମିଳିବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ପୂରଣ ହେବ।

କର୍କଟ ରାଶିର ବ୍ୟକ୍ତିମାନଙ୍କୁ ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ। ଆପଣଙ୍କ ପାଇଁ ସମୟ ବହୁତ ଭଲ ରହିବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହଯୋଗ ମିଳିପାରେ। ବିନିଯୋଗ (ନିବେଶ)ରୁ ଲାଭ ମିଳିପାରେ। ତେବେ ନିବେଶ ସମ୍ୱନ୍ଧୀୟ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ।

ବୁଧ ଗ୍ରହଙ୍କର ବକ୍ରୀ ଚଳନ ତୁଳା ରାଶିରେ ହିଁ ହେବାକୁ ଯାଉଛି। ତେଣୁ ତୁଳା ରାଶିର ଲୋକଙ୍କ ଉପରେ ଏହାର ବିଶେଷ ପ୍ରଭାବ ରହିବ। ବୁଧ ବକ୍ରୀ ହେବା ଦାରା ବ୍ୟବସାୟୀମାନେ ଲାଭବାନ ହେବେ। ଆୟର ନୂଆ ନୂଆ ଉତ୍ସ ସୃଷ୍ଟି ହେବ। କୌଣସି ବଡ଼ ଡିଲ ଚୂଡ଼ାନ୍ତ ହେବା ଦାରା ଭଲ ଲାଭ ମିଳିପାରେ।

ବୁଧଙ୍କ ବକ୍ରୀ ଚଳନ ଯୋଗୁଁ ଆପଣମାନଙ୍କୁ ଭାଗ୍ୟର ସାଥ ମିଳିବ। କ୍ୟାରିୟର ଏବଂ ବ୍ୟବସାୟରେ ଆପଣଙ୍କୁ ଭଲ ଫାଇଦା ମିଳିପାରେ। ପୂର୍ୱ ନିବେଶରୁ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି। ଆର୍ଥିକ ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ।

ମକର ରାଶି ପାଇଁ ବୁଧ ବକ୍ରୀ ଚଳନ ସମୟରେ ଅନୁକୂଳ ପରିବେଶ ରହିବ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୂରଣ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଆପଣ ଭଲ ପ୍ରଦର୍ଶନ କରିବେ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟଟି ବହୁତ ଭଲ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?