Home Left

ଆଦିପୁରୁଷ ନିର୍ଦ୍ଦେଶକଙ୍କୁ ୪.୨ କୋଟି ମୂଲ୍ୟର କାର୍‌ ଉପହାର ଦେଲେ ଭୂଷଣ କୁମାର

ବମ୍ବେ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପରେ ଆଦିପୁରୁଷ ନିର୍ଦ୍ଦେଶକ ଓମ୍‌ ରାଉତଙ୍କୁ ଉପହାରରେ କାର୍‌ ଦେଇଛନ୍ତି ଟିସିରିଜ ମାଲିକ ଭୂଷଣ କୁମାର। ଓମ୍‌ଙ୍କୁ ସେ ଏକ ଫେରାରୀ ଏଫ୍‌ ୮ କାର୍‌ ଭେଟି ଦେଇଛନ୍ତି। ଏହାର ଭାରତୀୟ ମୂଲ୍ୟ ୪.୦୨ କୋଟି…

ରାୟପୁର-କୋଲକାତାରେ ହେବ ପରବର୍ତ୍ତୀ ଇନ୍‌ଭେଷ୍ଟର୍ସ ମିଟ୍‌

ଭୁବନେଶ୍ବର,୧୯ା୧୦(ବ୍ୟୁରୋ): ଦୁବାଇରୁ ଆରମ୍ଭ ହୋଇଥିବା ଇନଭେଷ୍ଟର୍ସ ମିଟ୍‌ ଏବେ ହାଇଦ୍ରାବାଦରେ ସରିଛି। ଆଗକୁ ରାୟପୁର ଓ କଲିକତାରେ ଇନଭେଷ୍ଟର୍ସ ମିଟ୍‌ ହେବ। ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ରାୟପୁରରେ, ନଭେମ୍ବର ୪ରୁ ୬ ଯାଏଁ କଲିକତାରେ ନିବେଶକ ସମ୍ମିଳନୀ ହେବ। ଏନେଇ…

ବିଶ୍ୱ ସ୍ତରରେ ବିଶ୍ୱସନୀୟତା ହାସଲ କରିବ ଭାରତ: ଗୁଟେରସ୍‌

ମୁମ୍ବାଇ, ୧୯ା୧୦: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ୩ ଦିନିଆ ଭାରତ ଗସ୍ତରେ ଥିବାବେଳେ ବୁଧବାର ଆଇଆଇଟି ବମ୍ବେ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ଗୁଟେରସ୍‌ କହିଛନ୍ତି, ମନବାଧିକାରକୁ ସମ୍ମାନ ଓ ଏହାର ସୁରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତା ଦ୍ୱାରା…

ବିଗ୍‌ବସ୍‌ରେ ଏଣ୍ଟ୍ରି କରିବେ ଅବ୍ଦୁଙ୍କ ଶତ୍ରୁ ହସବୁଲ୍ଲା

ବମ୍ବେ: ବିଗ୍‌ବସ୍‌ ୧୬ରେ ଲୋକପ୍ରିୟ ପ୍ରତିଯୋଗୀ ଭାବେ ଅବ୍ଦୂ ରୋଜିକ୍‌ଙ୍କୁ ନେଇ ଚାରିଆଡେ ଚର୍ଚ୍ଚା। ଉଚ୍ଚତାରେ ଛୋଟ ହେଲେ ହେଁ ସେ ବଡ଼ ବଡ଼ ସେଲିବ୍ରିଟିଙ୍କୁ କଡ଼ା ଟକ୍କର ଦେଉଛନ୍ତି। ପରିଣାମସ୍ବରୂପ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।…

ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା ଘଟଣା: ପୂର୍ବତନ ପ୍ରେମିକ ଗିରଫ

ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ରାହୁଲ ନଭଲାନୀଙ୍କୁ ଇନ୍ଦୋର ପୋଲିସ ଗିରଫ କରିଛି। ଇନ୍ଦୋର ପୋଲିସ ରାହୁଲ ଏବଂ ତାଙ୍କ ସ୍ତ୍ରୀ ଦିଶା ରାହୁଲ ଏବଂ ତାଙ୍କ ସ୍ତ୍ରୀ ଦିଶାଙ୍କ ଉପରେ ୫ ହଜାର ଟଙ୍କା…

ଓଟିଇଟି ଲାଗି ଆବେଦନ ତାରିଖ ବଢ଼ିଲା

କଟକ ଅଫିସ,୧୯ା୧୦- ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୨ ଦ୍ୱିତୀୟ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆବେଦନ ତାରିଖ ବୃଦ୍ଧି କରାଯାଇଛି। ଆସନ୍ତା ୨୬ ତାରିଖ ୧୧ଟା ୪୪ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ। ଏ ନେଇ ବୋର୍ଡ ପକ୍ଷରୁ…

ଭୟଙ୍କର ଭାବେ ଟ୍ରୋଲ ହେଉଛନ୍ତି ହ୍ରିତିକ୍‌…

ବମ୍ବେ: ଟ୍ରୋଲ ହେଉଛନ୍ତି ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ। ସେ ବି ନିଜର କେଶ ପାଇଁ। ୪୮ ବର୍ଷ ବୟସର ହୋଇଥିବା ହ୍ରିତିିକଙ୍କ କେଶ ଝଡ଼ିବା ଆରମ୍ଭ ହୋଇଛି। ଏଥିଲାଗି ତାଙ୍କୁ ପ୍ରଶଂସକ ଲଣ୍ଡା ବୋଲି କହି ଟ୍ରୋଲ କରୁଛନ୍ତି। ନିଜର…

ଭାଜପା ସମ୍ପର୍କରେ ଅଛନ୍ତି ନୀତୀଶ କୁମାର, ପୁଣି ହୋଇପାରନ୍ତି ଏକାଠି

ନୂଆଦିଲ୍ଲୀ,୧୯।୧୦: ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବୁଧବାର ଏକ ବଡ଼ ଦାବି କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାରତୀୟ ଜନତା ପାର୍ଟି (ଭାଜପା) ସହିତ ଯୋଗାଯୋଗରେ ଅଛନ୍ତି ଏବଂ ଆବଶ୍ୟକ ହେଲେ ପୁନର୍ବାର ସେହି ଦଳ ସହ ସମ୍ପର୍କ ସ୍ଥାପନ…

ଖାର୍ଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୯।୧୦: ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ହେବାକୁ ଥିବା ନିର୍ବାଚନ ମଧ୍ୟରେ ବୁଧବାର କଂଗ୍ରେସର ନୂତନ ସଭାପତି ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ ଖାର୍ଗେ ଶଶି ଥରୁରଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଭାବରେ ନିର୍ବାଚିତ…

ପ୍ରଥମେ ଭିଲା.. ଏବେ ବିଳାସପୂର୍ଣ୍ଣ ବଙ୍ଗଳା: ୬ ମାସରେ ଦୁବାଇରେ ଦ୍ୱିତୀୟ ଘର କିଣିଲେ ଅମ୍ବାନୀ…

ନୂଆଦିଲ୍ଲୀ,୧୯।୧୦: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ କିଣିଲେ ଆଉ ଏକ ଘର। ସେ କିଛି ଦିନ ତଳେ ଦୁବାଇରେ ୮୦ ମିଲିୟନ ଡଲାର(ପ୍ରାୟ ୬୬୪.୪ କୋଟି ଟଙ୍କା)ର ଭିଲା କିଣିଥିବା ବେଳେ ଏବେ ସେଠାରେ ଆଉ ଏକ ବିଳାସପୂର୍ଣ୍ଣ ବଙ୍ଗଳା କିଣିଛନ୍ତି।…

ନିଯୁକ୍ତି ପାଇ ତାମିଲନାଡୁ ଗଲେ କଳାହାଣ୍ଡିର ୨୦୦ ଯୁବତୀ

ଭବାନୀପାଟଣା,୧୯ା୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ଗତ ୨୪.୯.୨୦୨୨ରେ ନିଯୁକ୍ତି ପାଇଥିବା ଜିଲାର ୨୨୦ ଜଣ ଯୁବତୀ ବୁଧବାର ତାମିଲନାଡୁ ଜିଲାର ହୋସୁର ସହରକୁ ଗସ୍ତ କରିଛନ୍ତି। କଳାହାଣ୍ଡି ଜିଲାପାଳ…

ପାଟନାରେ ଭୂକମ୍ପ ଝଟ୍‌କା, ଘରୁ ବାହାରକୁ ଚାଲି ଆସିଲେ ଲୋକେ

ପାଟନା,୧୯।୧୦: ବିହାରର ରାଜଧାନୀ ପାଟନା ସମେତ କେତେକ ସହରରେ ବୁଧବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ଥିବା ବେଳେ ଗଭୀରତା ୧୦ କିମି ବୋଲି ଜଣାଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri