ପୁଣି ହୃଦୟ ଜିତିଲେ ଧୋନୀ
ରାଞ୍ଚି,୨୦।୧୦: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକମାନେ ସାରା ବିଶ୍ୱରେ ଅଛନ୍ତି। ତାଙ୍କ ଝଲକ ଟିକେ ପାଇବାକୁ ପ୍ରଶଂସକ ସର୍ବଦା ଆଗ୍ରହୀ ଥାନ୍ତି। ଧୋନୀଙ୍କ ଫଟୋ-ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ନିକଟରେ ଏହିପରି ଗୋଟିଏ ଭିଡିଓ ରାଞ୍ଚିରୁ ଆସିଛି।…
ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଅଟୋରିକ୍ସା, ହ୍ବିଲ୍ଚେୟାର
ଭଦ୍ରକ ଅଫିସ, ୨୦ା୧୦: ଧାମନଗର ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ ଗ୍ରହଣ ଥିବା ବେଳେ ଭୋଟ ଦେବା ଲାଗି ବୁଥ୍କୁ ଆସିବାକୁ ଅସମର୍ଥ ଥିବା ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ଭାରତର ନିର୍ବାଚନ ଆୟୋଗ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ…
ଅଭିନବ ଉପାୟରେ ନିଶା କାରବାର: କୋଲ୍ଡ ଡ୍ରିଙ୍କ୍ସରେ ମିଶାଉଥିଲେ ନିଶା
ବଲାଙ୍ଗୀର ଅଫିସ, ୨୦ା୧୦: ଅଭିନବ ଉପାୟରେ ନିଶା କାରବାର ଚଳାଇଥିବା ଜଣେ ବ୍ୟକ୍ତି ଓ ତାଙ୍କ ନାବାଳକ ପୁଅକୁ ବଲାଙ୍ଗୀର ଟାଉନ୍ ଥାନା ପୋଲିସ ମଙ୍ଗଳବାର ରାତିରେ ଧରିଛି। କୋଲ୍ଡ ଡ୍ରିଙ୍କ୍ସରେ ନିଶା ମିଶାଇ ଏହାକୁ ସେମାନେ ସହରରେ ବିକ୍ରି କରୁଥିଲେ।…
ବଢ଼ିଲା ଶ୍ରମିକଙ୍କ ପାରିଶ୍ରମିକ, ଅକ୍ଟୋବର ପହିଲାରୁ ହେବ ଲାଗୁ
ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି ହୋଇଛି। ୮୯ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଦୈନିକ ପାରିଶ୍ରମିକ ୭ ଟଙ୍କା ଲେଖାଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅକ୍ଟୋବର ପହିଲାରୁ ଏହା ଲାଗୁ ହେବା ନେଇ ଘୋଷଣା କରାଯାଇଛି। ଏନେଇ ଶ୍ରମ ଆୟୁକ୍ତଙ୍କ…
ଫସଲ ଚିନ୍ତାରେ ଚାଷୀ
ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ବିଲରେ ବର୍ଷକ ପରିଶ୍ରମର ଫଳକୁ ଚାହିଁଛନ୍ତି ଚାଷୀ। ଚଳିତବର୍ଷ ଭଲ ବର୍ଷା ହୋଇଥିବାରୁ ମନଲୋଭାଣିଆ ଧାନ ଫସଲ ହୋଇଛି। ମାସକ ପରେ ଧାନ ଅମଳ କରିବେ। ଏହି ଖୁସିରେ ବିଭୋର ଚାଷୀଙ୍କ ପାଇଁ ଏବେ କଳାବାଦଲ ଘୋଟି ଆସୁଛି। ବଙ୍ଗୋପସାଗରର…
କୋଟିଆ ଲୋଭ ଛାଡୁନାହିଁ ଆନ୍ଧ୍ର
ପଟ୍ଟାଙ୍ଗୀ, ୨୦ା୧୦(ଡି.ଏନ୍.ଏ.): ଆନ୍ଧ୍ର ଆଖିରେ ଲାଖିଯାଇଛି କୋଟିଆ ଲୋଭ। ସେଇଥିପାଇଁ କଳେବଳେ, କୌଶଳେ ଓଡ଼ିଶାର ପ୍ରାଚୁର୍ଯ୍ୟଭରା ଭୂଖଣ୍ଡକୁ ହାତେଇବା ପାଇଁ ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ ଚଳାଇଛି। ସୀମାନ୍ତ ଗ୍ରାମକୁ କବ୍ଜା କରିବା ଲାଗି ପ୍ରଥମେ ପ୍ରଶାସନିକ ଅଧିକାରୀ ବାରମ୍ବାର ଅନୁପ୍ରବେଶ…
ପ୍ରଥମ ଭାରତୀୟ ଭାବେ ପଦକ ଜିତିଲେ ଭନ୍ଓ୍ବାଲା
ପଣ୍ଟେଭେଡ୍ରା (ସ୍ପେନ), ୨୦।୧୦ (ପି.ଟି.): ଭାରତର ପ୍ରଥମ ଗ୍ରିକୋ ରୋମାନ ରେସଲର ଭାବେ ସାଜନ ଭନଓ୍ବାଲା ୨୩ ବର୍ଷରୁ କମ୍ ବିଶ୍ୱ ରେସଲିଂ ଚାମ୍ପିୟନଶିପ୍ରେ ପଦକ ହାସଲ କରିଛନ୍ତି। ବୁଧବାର ଅନୁଷ୍ଠିତ ପ୍ଲେ-ଅଫ୍ ଲଢ଼େଇରେ ଭନଓ୍ବାଲା ୟୁକ୍ରେନର ଡିମିଟ୍ରୋ ଭାସେଟସ୍କିଙ୍କୁ ହରାଇ…
ଶ୍ରାବଣୀଙ୍କୁ ରୌପ୍ୟ ପଦକ
ଭୁବନେଶ୍ୱର, ୨୦।୧୦ (କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ଅନୁଷ୍ଠିତ ୬୧ତମ ଜାତୀୟ ଓପନ ଆଥ୍ଲେଟିକ ଚାମ୍ପିୟନଶିପ୍ର ଅନ୍ତିମ ଦିବସରେ ଓଡ଼ିଶାର ଶ୍ରାବଣୀ ନନ୍ଦ ରୌପ୍ୟ ପଦକ ହାସଲ କରିଛନ୍ତି। ବୁଧବାର ଅନୁଷ୍ଠିତ ମହିଳା ୨୦୦ ମିଟର ରେସ୍ରେ ସେ…
ଫିକି ସିଇଓ ପ୍ରତିନିଧି ଦଳର ଆମେରିକା ଗସ୍ତ
ଭୁବନେଶ୍ୱର,୨୦।୧୦: ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ତଥା ଫିକି ଇଣ୍ଡିଆର ବରିଷ୍ଠ ଉପସଭାପତି (ସିନିୟର ଭାଇସ୍ ପ୍ରେସିଡେଣ୍ଟ) ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଦେଶର ପ୍ରମୁଖ କମ୍ପାନୀର ସିଇଓମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ନିକଟରେ ଆମେରିକା ଗସ୍ତ କରିଥିଲା। ଏହି ପରିପ୍ରେକ୍ଷୀରେ ୱାଶିଂଟନଠାରେ ଆମେରିକା…
ୟୁବିଓଆଇ ଓ କାର୍ ଡିଲରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ
ଭୁବନେଶ୍ୱର,୨୦ା୧୦: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଓଆଇ) ଓ କାର୍ ଡିଲରମାନଙ୍କ ମଧ୍ୟରେ ଏକ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ସତ୍ୟବାନ ବେହେରାଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହିଭଳି…
କେଲ୍ଭିନ୍ର ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୨୦ା୧୦ : ଦେଶର ପ୍ରମୁଖ ପାଇପ କମ୍ପାନୀ ‘କେଲ୍ଭିନ୍’ର ନୂତନ ଉତ୍ପାଦ ଉନ୍ମୋଚନ ସାଙ୍ଗକୁ କମ୍ପାନୀର ଓଡ଼ିଶା ବିତରକ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବୁଧବାର ସ୍ଥାନୀୟ ଖାରବେଳନଗରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଓ ବିତରକ…
ଇଭୋଲ୍ଭ ଫ୍ୟାଶନ ଷ୍ଟୋର ଉଦ୍ଘାଟିତ
ଭୁବନେଶ୍ୱର,୨୦।୧୦: ଦେଶର ଜଣାଶୁଣା ଫ୍ୟାଶନ ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରିମିୟମ ବର୍ଗର ମହିଳା ପୋଷାକ ସାଙ୍ଗକୁ ଗହଣା ଡିଜାଇନର ସମ୍ଭାରକୁ ନେଇ ଏକ ଆକର୍ଷଣୀୟ ଷ୍ଟୋର ହାଉସ ‘ଇଭୋଲ୍ଭ ଫ୍ୟାଶନ’ର ଶୁଭାରମ୍ଭ ହୋଇଯାଇଛି। ଏପରିକି ଜେଏମ୍ଜି ଅଟୋମୋବାଇଲ ଗ୍ରୁପ୍ର ସହଯୋଗୀ ସଂସ୍ଥା…
Archives


