Home Left

ମାଟିରେ ମିଶିଲା ମାଫିଆଙ୍କ ଘର

ଖୋର୍ଦ୍ଧା ଅଫିସ,୧୯ା୧୦: ଖୋର୍ଦ୍ଧାରେ ଡ୍ରଗ୍ସ କାରବାର ମୂଳପୋଛ କରିବାକୁ ପ୍ରଶାସନ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ସହରର ତିନୋଟି ସ୍ଥାନରେ ୩ ଡ୍ରଗ୍ସ ମାଫିଆଙ୍କ ଘର ଭାଙ୍ଗିଛି ପ୍ରଶାସନ। ସହରର ଡମ ସାହି, ଭାଲିଆବାଡି, ଗୁରୁଜଙ୍ଗ ତିନୋଟି ସ୍ଥାନରେ ଜେସିବି ସାହାଯ୍ୟରେ…

ବାଣ ଫୁଟାଇଲେ ୨୦୦ ଟଙ୍କା ଜୋରିମନା, ୬ ମାସ ହୋଇପାରେ ଜେଲ୍‌

ନୂଆଦିଲ୍ଲୀ,୧୯।୧୦: ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍‌ରିୱାଲଙ୍କ ସରକାର ସତର୍କ ଅଛନ୍ତି। ବର୍ତ୍ତମାନ ରାଜଧାନୀରେ ବାଣ ଫୁଟାଇବା ଏବଂ କିଣିବାକୁ ନେଇ ଏକ ନୂଆ ନିୟମ ବିଷୟରେ ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି। ପରିବେଶ ମନ୍ତ୍ରୀ ଗୋପାଳ ରାୟ…

ଖାର୍ଗେଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଜଣାଇଲେ ସୋନିଆ, ପ୍ରିୟଙ୍କା

ନୂଆଦିଲ୍ଲୀ,୧୯।୧୦: କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ମଲିକାର୍ଜୁନ ଖାର୍ଗେ। ଦଳର ଅଧ୍ୟକ୍ଷ ପଦ ଘୋଷଣା ହେବାର କିଛି ସମୟ ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଖାର୍ଗେଙ୍କ ଘରେ ପହଞ୍ଚି ତାଙ୍କୁ…

ଆଫ୍ରିଦିଙ୍କ ଘାତକ ବୋଲିଂ: ଆଫଗାନିସ୍ତାନ ଓପନରଙ୍କ ଭାଙ୍ଗିଦେଲେ ଆଙ୍ଗୁଠି…

ବ୍ରିସବେନ,୧୯।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଟିମ୍‌ର ଷ୍ଟାର ଦ୍ରୁତ ବୋଲର୍‌ ଶାହିନ ଶାହା ଆଫ୍ରିଦି ସମସ୍ତ ଟିମ୍‌ର ଚିନ୍ତା ବଢ଼ାଇଛନ୍ତି। ଆହତ ସମସ୍ୟାରୁ ଫେରିବା ପରେ ଆଫ୍ରିଦି ଓ୍ବାର୍ମ ଅପ୍‌ ମ୍ୟାଚ୍‌ରେ ଘାତକ ବୋଲିଂ କରି…

ଦିଲ୍ଲୀରେ ବାୟୁ ପ୍ରଦୂଷଣ କରୁଥିବା ୫୦ ଲକ୍ଷ ଗାଡିର ରେଜିଷ୍ଟ୍ରେଶନ ରଦ୍ଦ

ନୂଆଦିଲ୍ଲୀ,୧୯ ।୧୦: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ବେଳକୁ ବେଳ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ଦିଲ୍ଲୀ ପରିବହନ ବିଭାଗ ୫୦ ଲକ୍ଷରୁ ଅଧିକ ଗାଡିର ରେଜିଷ୍ଟ୍ରେଶନକୁ ରଦ୍ଦ କରି ଦେଇଛି । ରେଜିଷ୍ଟ୍ରେଶନ ରଦ୍ଦ କରାଯାଇଥିବା ଗାଡି…

ସ୍ତ୍ରୀଙ୍କୁ ଗୁଳି ମାରିଲେ ସ୍ବାମୀ

ଧରାକୋଟ,୧୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ରହୁଥିବା ସ୍ବାମୀ ମହାଦେବ ପାତ୍ର ଓ ସ୍ତ୍ରୀ ଶୈଳେନ୍ଦ୍ରୀଙ୍କ ମଧ୍ୟରେ ବୁଧବାର କୌଣସି କାରଣରୁ ନେଇ ବଚସା ହୋଇଥିଲା। ଉଭୟ ଜୀବିକା ଅନ୍ବେଷଣରେ ଜଙ୍ଗଲ…

ନ୍ୟୁଜିଲାଣ୍ଡ-ଭାରତ ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚ୍‌ ବାତିଲ

ବ୍ରିସବେନ୍‌,୧୯।୧୦: ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ ବୁଧବାର ନିଜର ଦ୍ୱିତୀୟ ଓ୍ବାର୍ମ ଅପ୍‌ ମ୍ୟାଚ୍‌ ଖେଳିଥାନ୍ତା। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ମୂଷଳଧାର ବର୍ଷା କାରଣରୁ ବାତିଲ କରାଯାଇଛି। ତେବେ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ସୁପର-୧୨ ମୁକାବିଲାକୁ…

ପରାଜୟ ସ୍ବୀକାର କଲେ ଥରୁର

ନୂଆଦିଲ୍ଲୀ,୧୯।୧୦: ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଦଳ କଂଗ୍ରେସକୁ ଅଣଗାନ୍ଧୀ ଅଧ୍ୟକ୍ଷ ମିଳିଛି। ଗତ ୧୭ ତାରିଖରେ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ବିଜୟୀ ହୋଇଛନ୍ତି। ତାଙ୍କୁ ୭ ହଜାର ୮୯୭ ଭୋଟ…

ପେସାରେ ପୋଲିସ, ନିଶାରେ ବକ୍ସର; ମଡେଲ ବି…

ଆମେରିକାର ପ୍ରସିଦ୍ଧ କମିକ୍ସ କମ୍ପାନୀ ‘ଡିସି କମିକ୍ସ’ର ଜଣେ ସୁପର ହିରୋଇନ ଅଛନ୍ତି। ଯିଏ ‘ଓ୍ବାଣ୍ଡର ଓ୍ବମ୍ୟାନ’ ନାମରେ ପରିଚିତ। ଯଦିଓ ସେ ଏକ କାଳ୍ପନିକ ଚରିତ୍ର, କିନ୍ତୁ ବାସ୍ତବରେ ଏମିତି କିଛି ମହିଳା ଅଛନ୍ତି ଯେଉଁମାନେ ସେମାନଙ୍କର କାର୍ଯ୍ୟ ଏବଂ…

ଭେଡିୟାଁ ଟ୍ରେଲରରେ ଏମିତି ନଜର ଆସିଛନ୍ତି ବରୁଣ-କ୍ରିତି

ମୁମ୍ବାଇ: ବଲିଉଡ ଷ୍ଟାର ବରୁଣ ଧୱନ ଓ କ୍ରିତି ସାନନଙ୍କ ଅଭିନୀତ ମୁଭି ‘ଭେଡିୟାଁ’ର ଟ୍ରେଲର ଆଉଟ ହୋଇଛଇ । ଯେବେଠାରୁ ଏହି ମୁଭିରେ ବରୁଣଙ୍କ ଫାଷ୍ଟ ଲୁକ ଆଉଟ ହୋଇଥିଲା ସେବେଠାରୁ ଦର୍ଶକେ ଏହାର ଟ୍ରେଲରକୁ ଉତ୍ସୁକତାର ସହ ଅପେକ୍ଷା…

‘ପିସିସି ସଭାପତିଙ୍କ ଦମ ଥିବା ଦରକାର’

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ମହମ୍ମଦ ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପିସିସି ସଭାପତିଙ୍କ ଦମ ଥିବା ଦରକାର। କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତିଏମିତି କହିଛନ୍ତିି । ସେ କହିଛନ୍ତି, ବିଧାୟକ ମହମ୍ମଦ ମୋକି ଏଆଇସିସି ଅଧ୍ୟକ୍ଷ ପଦ ପାଇଁ ଭୋଟ ଦେଇନାହାନତି…

ଥରିଲା ନେପାଳ

କାଠମାଣ୍ଡୁ,୧୯।୧୦: ନେପାଳରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, କାଠମାଣ୍ଡୁ ଠାରୁ ୫୩ କିଲୋମିଟର ପୂର୍ବରେ ପୃଥିବୀ ଏହି ଭୂକମ୍ପ ସୃଷ୍ଟି ହୋଇଛି। ଅପରାହ୍ନ ୨.୫୨ ମିନିଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri