Home Left

କେଲ୍‌ଭିନ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୦ା୧୦ : ଦେଶର ପ୍ରମୁଖ ପାଇପ କମ୍ପାନୀ ‘କେଲ୍‌ଭିନ୍‌’ର ନୂତନ ଉତ୍ପାଦ ଉନ୍ମୋଚନ ସାଙ୍ଗକୁ କମ୍ପାନୀର ଓଡ଼ିଶା ବିତରକ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବୁଧବାର ସ୍ଥାନୀୟ ଖାରବେଳନଗରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଓ ବିତରକ…

ଇଭୋଲ୍‌ଭ ଫ୍ୟାଶନ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୨୦।୧୦: ଦେଶର ଜଣାଶୁଣା ଫ୍ୟାଶନ ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରିମିୟମ ବର୍ଗର ମହିଳା ପୋଷାକ ସାଙ୍ଗକୁ ଗହଣା ଡିଜାଇନର ସମ୍ଭାରକୁ ନେଇ ଏକ ଆକର୍ଷଣୀୟ ଷ୍ଟୋର ହାଉସ ‘ଇଭୋଲ୍‌ଭ ଫ୍ୟାଶନ’ର ଶୁଭାରମ୍ଭ ହୋଇଯାଇଛି। ଏପରିକି ଜେଏମ୍‌ଜି ଅଟୋମୋବାଇଲ ଗ୍ରୁପ୍‌ର ସହଯୋଗୀ ସଂସ୍ଥା…

ଚାନ୍ଦି ଭଣ୍ଡାରରେ ଦୀପାବଳି ଅଫର

ଭୁବନେଶ୍ୱର,୨୦ା୧୦: ରାଜ୍ୟର ପ୍ରମୁଖ ରୁପା ବ୍ରାଣ୍ଡ୍‌ ‘ଚାନ୍ଦି ଭଣ୍ଡାର’ ପକ୍ଷରୁ ଦୀପାବଳି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ବୈଧ ରହିବ। ଚଳିତ ବର୍ଷର ଦୀପାବଳିକୁ ଚାନ୍ଦି ଭଣ୍ଡାର ଅତି ଉତ୍ସାହ ଏବଂ ଉଦ୍ଦୀପନା…

ଏକତା ହିଁ ଶକ୍ତି

ଏକତା ହିଁ ଶକ୍ତି। ଏକତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଭାରତରେ ପ୍ରତିବର୍ଷ ୨୦ ଅକ୍ଟୋବରରେ ଜାତୀୟ ଏକତା ଦିବସ ପାଳନ କରାଯାଇଥାଏ। ସେନା ବାହିନୀଙ୍କୁସମ୍ମାନ ଦେବା ପାଇଁ ଏହି ଦିନ ପାଳନ କରାଯାଏ। ୧୯୬୨ ମସିହାରେ ଏହି ଦିନ ଚାଇନା…

ବିଶ୍ୱ ଐତିହ୍ୟ ମାନ୍ୟତା ହରାଇପାରେ ନାଳନ୍ଦା

ପାଟନା: ପ୍ରାଚୀନ ଭାରତର ସର୍ବୋଚ୍ଚ ଶିକ୍ଷାନୁଷ୍ଠାନ ଭାବେ ଜଣାଶୁଣା ନାଳନ୍ଦାର ସ୍ଥିତି ବିପଦସଙ୍କୁଳ ଅବସ୍ଥାରେ ରହିଛି, ଯାହାପାଇଁ ଏହାକୁ ବିଶ୍ୱ ଐତିହ୍ୟ ମାନ୍ୟତା ହରାଇବାକୁ ପଡ଼ିପାରେ ବୋଲି ଆଶଙ୍କା ଉପୁଜିଛି। ମାନ୍ୟତାକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କି…

ଦୀପାବଳିରେ ଜୟଆଲୁକ୍ଲାସ୍‌ର କ୍ୟାଶ୍‌ବ୍ୟାକ୍‌ ଅଫର

ଭୁବନେଶ୍ୱର,୨୦।୧୦: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ୍‌ ଜୁଏଲେରି ପକ୍ଷରୁ ଆସନ୍ତା ଦୀପାବଳି ଉପଲକ୍ଷେ ଏକ କ୍ୟାଶ୍‌ବ୍ୟାକ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ପାର୍ବଣ ଅବସରରେ ଆମର ଗ୍ରାହକମାନେ ଏହି ଦୀପାବଳି ଅଫର ସମୟ ମଧ୍ୟରେ ସେମାନଙ୍କର କ୍ରୟ ଉପରେ କ୍ୟାଶ୍‌ବ୍ୟାକ୍‌…

ପ୍ରତିରକ୍ଷା ଷ୍ଟାର୍ଟଅପ୍‌ କ୍ଷେତ୍ରରେ କାର୍ଯ୍ୟ କରିବ କିଟ୍‌ ଟିବିଆଇ

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ଇନୋଭେଶନ୍‌ ଫର୍‌ ଡିଫେନ୍ସ ଏକ୍ସିଲେନ୍ସ(ଆଇଡେକ୍ସ) ନିମନ୍ତେ କିଟ୍‌ ଟେକ୍ନୋଲୋଜି ବିଜ୍‌ନେସ୍‌ ଇନ୍‌କ୍ୟୁବେଟର (କିଟ୍‌ ଟିବିଆଇ) ଏକ ସହଯୋଗୀ ଇନ୍‌କ୍ୟୁବେଟର ଭାବେ ମନୋନୀତ ହୋଇଛି। ପ୍ରତିରକ୍ଷା ଓ ଏରୋସ୍ପେସ୍‌ କ୍ଷେତ୍ରରେ ଭାରତକୁ ସ୍ବାବଲମ୍ବୀ କରାଇବା ସହ ସର୍ଜନା ଓ ବୈଷୟିକ…

କୃଷକଙ୍କ ଜୀବନକୁ ପରିବର୍ତ୍ତନ କରାଇଛି ବେଦାନ୍ତ

ଭୁବନେଶ୍ୱର,୨୦।୧୦: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ କୃଷି ଓ କୃଷକର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି କମ୍ପାନୀର ‘ଜୀବିକା ସମୃଦ୍ଧି ପ୍ରକଳ୍ପ’ ମାଧ୍ୟମରେ ଓଡ଼ିଶାର ଝାରସୁଗୁଡ଼ା ଜିଲାର କୃଷକମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ…

ଅଗଷ୍ଟରେ ଜିଓର ୩୨.୮୧ ଲକ୍ଷ ନୂଆ ଗ୍ରାହକ

ମୁମ୍ବାଇ,୨୦।୧୦: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ୨୦୨୨ ଅଗଷ୍ଟରେ ସର୍ବାଧିକ ଗ୍ରାହକ ଯୋଡ଼ିଥିବା ଜଣାପଡ଼ିଛି। ଏପରିକି ଭାରତୀୟ ଟେଲିକମ୍‌ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍‌ ଗ୍ରାହକ ତଥ୍ୟରୁ ଏଭଳି କିଛି ଉଲ୍ଲେଖ କରାଯାଇଛି।…

ପଟ୍ଟଶ୍ରୀ ଫାବ୍ରିକ୍‌ର ନୂତନ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୨୦।୧୦: ଓଡ଼ିଶାର କଳା ଓ ହସ୍ତଶିଳ୍ପକୁ ପୋଷାକ ମାଧ୍ୟମରେ ସବୁ ସ୍ତରରେ ପହଞ୍ଚାଇବାକୁ ଏକ ନୂତନ ଧରଣର ଷ୍ଟୋର ‘ପଟ୍ଟଶ୍ରୀ’ର ଶୁଭାରମ୍ଭ ହୋଇଯାଇଛି। ଏଠାରେ ବିଭିନ୍ନ ବର୍ଗର ହସ୍ତ ଚିତ୍ରିତ ହ୍ୟାଣ୍ଡ୍‌ଲୁମ୍‌ ଏବଂ ଫାବ୍ରିକ୍‌ର ପ୍ରଡକ୍ଟ ଉପଲବ୍ଧ ରହିଛି। ଏହି ଅବସରରେ…

ମହିଳାଙ୍କୁ ୨ ଦିନ ଗଣବଳାତ୍କାର

ନୂଆଦିଲ୍ଲୀ, ୨୦ା୧୦: ଦିଲ୍ଲୀର ଜଣେ ୩୮ ବର୍ଷୀୟା ମହିଳାଙ୍କୁ ୫ ଜଣ ଅପହରଣ ପରେ ଉତ୍ତରପ୍ରଦେଶର ଗାଜିଆବାଦରେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ୨ ଦିନ ଧରି ମହିଳାଙ୍କୁ ବଳାତ୍କାର ସହ ତାଙ୍କ ଗୁପ୍ତାଙ୍ଗରେ ଲୁହାରଡ୍‌ ପୂରାଇଦେଇଥିଲେ। ଗୋଡ଼ହାତ ବନ୍ଧା…

ଭାରତୀୟ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ

ନୂଆଦିଲ୍ଲୀ,୧୯।୧୦: ୟୁକ୍ରେନରେ ଥିବା ଏହାର ନାଗରିକଙ୍କ ପାଇଁ ପରାମର୍ଶ ଜାରି କରିଛି ଭାରତ। ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଅନୁଯାୟୀ, ସୁରକ୍ଷା ଅବସ୍ଥା ଖରାପ ହେବା ଏବଂ ୟୁକ୍ରେନରେ ସମ୍ପ୍ରତି ବୃଦ୍ଧି ପାଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ୟୁକ୍ରେନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri