ସଫେଇ ଦେଲେ ଉର୍ବଶୀ
ଏସିଆ କପରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ହାରିଯିବା ପରେ ଭାରତ ଫାଇନାଲ ରେସ୍ରୁ ବାଦ୍ ପଡିଥିଲା। ଏହି ଟୁର୍ନାମେଣ୍ଟ ଆରମ୍ଭରେ ଭାରତ ଟାଇଟଲ ଜିତିବା ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ…
‘ସାପ ଦେଖିଲେ ମୋତେ ଜ୍ୱର ଆସେ’
ମୁମ୍ବାଇ: ସମସ୍ତେ ଜୀବନରେ କିଛି କିଛି ଜିନିଷକୁ ଭୟ କରିଥାନ୍ତି। ଏହି ଭୟ ପାଇଁ ଏପରି କିଛି କାହାଣୀ ଘଟେ, ଯାହା ସାରା ଜୀବନ ସ୍ମରଣୀୟ ହୋଇ ରହିଥାଏ। ଠିକ୍ ସେମିତି ବିଗ୍ ବି’ ଅମିତାଭ ବଚ୍ଚନଙ୍କ ଜୀବନରେ ଏମିତି ଭୟ…
ଉର୍ବଶୀ କିଏ ମୁଁ ଜାଣିନାହିଁ: ନଶିମ ଶାହା
ଦୁବାଇ,୧୧।୯: ଏସିଆ କପରେ ଚମତ୍କାର ପ୍ରଦର୍ଶନ କରିଥିବା ପାକିସ୍ତାନୀ ଦ୍ରୁତ ବୋଲର ନଶିମ ଶାହା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଭାରତ ବିପକ୍ଷରେ ଟି-୨୦ ଡେବ୍ୟୁ କରିଥିବା ନଶିମ ସୁପର-୪ ରାଉଣ୍ଡ ଆଫଗାନିସ୍ତାନ ବିପକ୍ଷରେ ସେ ଦଳକୁ ଲଗାତାର ଦୁଇଟି ଛକା ମାରି…
ସଫେଇ କର୍ମଚାରୀଙ୍କ ଦରମା ବାର୍ଷିକ କୋଟିଏ
ସଫେଇ କାମକୁ ଅନେକେ ଛୋଟ କାମ ଭାବନ୍ତି। କିନ୍ତୁ ଅଷ୍ଟ୍ରେଲିଆରେ ସଫେଇ କର୍ମଚାରୀଙ୍କର ଏତେ ଚାହିଦା ଯେ, ସେମାନଙ୍କ ଦରମା ଭାରତୀୟ ଡାକ୍ତର, ଇଞ୍ଜିନିୟରଙ୍କଠାରୁ ବି ଅଧିକ। ଆଉ ଏହାର କାରଣ ହେଉଛି ଏଠାରେ ଥିବା ସଫେଇ କର୍ମଚାରୀଙ୍କର ଅଭାବ। ତେଣୁ…
ପାକିସ୍ତାନରେ ଭାଇଚାରା: ବନ୍ୟା ପ୍ରଭାବିତଙ୍କୁ ସହାୟତା ଦେଉଛନ୍ତି ହିନ୍ଦୁ ମନ୍ଦିର ସଦସ୍ୟ…
ଇସଲାମାବାଦ, ୧୧।୯ : ପାକିସ୍ତାନରେ ପ୍ରବଳ ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ ବାସହୀନ ଏବଂ ବିସ୍ଥାପିତ ହୋଇଛନ୍ତି। ସାହାଯ୍ୟ ପାଇଁ ସେମାନେ ଘର ଘର ବୁଲୁଛନ୍ତି। ଏପରିସ୍ଥଳେ ପାକିସ୍ତାନରରେ ଭାଇଚାରାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ମନ୍ଦିର…
ଗୋଟିଏ ରାତିରେ ବିଦ୍ୟାଳୟ ସମେତ ୫ ଦୋକାନରୁ ଚୋରି
ସିମୁଳିଆ,୧୧ା୯(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ମଇତାପୁର ପଞ୍ଚାୟତର ଝାଟିଆ ନୋଡାଲ ବିଦ୍ୟାଳୟର ଅଫିସ ତାଲା ଭାଙ୍ଗି ବିଭିନ୍ନ ରେକର୍ଡପତ୍ର ସମେତ ୧୫ଶହ ଟଙ୍କା ଚୋରି ହୋଇଛି। ଏହା ବ୍ୟତୀତ ଦୁର୍ବୃତ୍ତମାନେ ବିଭିନ୍ନ ଶ୍ରେଣୀ ଗୃହ, ରୋଷେଇ ଘର ଓ…
ମଣିଷ ନା ଭୁତ
ଅନେକେ କୁହନ୍ତି ଭୁତର ପାଦ ପଛପଟକୁ ମୋଡି ହୋଇ ରହିଥାଏ। ମଣିଷ ଚାହିଁଲେ ବି ନିଜର ପାଦ ଓ ଗୋଡକୁ ଏତେଟା ମୋଡି ପାରିବ ନାହିଁ। ତେବେ ଲଣ୍ଡନର ମାକ୍ସଓ୍ବେଲ ଡେ ନାମକ ଏକ କିଶୋର ନିଜ ପାଦକୁ ପଛକୁ ମୋଡି…
ଅଜବ ସନ୍ତୁଳନ: ଗୋଟିକ ଉପରେ ଗୋଟିଏ ଠିଆ କରି…
ଓ୍ବାଙ୍ଗ ୟେକୁନ, ଜଣେ ଇଲେକ୍ଟ୍ରିସିଆନ୍। ହେଲେ ସଉକ ତାଙ୍କର ବିଭିନ୍ନ ଜିନିଷକୁ ଗୋଟିକ ଉପରେ ଗୋଟିଏ ସନ୍ତୁଳନ ରକ୍ଷା କରି ଠିଆ କରିବା। ଏମିତିକି ସେ ହାତ ପାହାନ୍ତାରେ ଯାହା ବି ପାଆନ୍ତି ସେଗୁଡିକୁ ସନ୍ତୁଳନ ରକ୍ଷା କରି ସଜାଡି ରଖିବାକୁ…
ଭାଇଙ୍କ ପ୍ରେମିକାଙ୍କୁ ଭଲ ପାଇ ବିବାହ କରିଛନ୍ତି ଏହି ପ୍ରଧାନମନ୍ତ୍ରୀ
କୁହାଯାଏ, ପ୍ରେମରେ କୌଣସି ବୟସ ନ ଥାଏ। ପ୍ରେମ ଶାଶ୍ୱତ, ଚିରନ୍ତନ। ସେଥିପାଇଁ ତ ଲୋକେ ସମାଲୋଚନାକୁ ଖାତିର ନ କରି ପ୍ରେମରେ ପଡ଼ି ଶେଷରେ ଜିତାପଟ ଲାଭ କରନ୍ତି। ଏମିତି ବି ପ୍ରେମରେ ପଡ଼ିଥିଲେ ଜଣେ ରାଜନେତା। କାନାଡାର ପ୍ରଧାନମନ୍ତ୍ରୀ…
ଓଡ଼ିଶା ମାଟିର ବାସ୍ନା ଥାଏ ମୋ ଚିତ୍ରରେ
ସେ ଜଣେ ଏମିତି ଶିଳ୍ପୀ, ଯେକି ତାଙ୍କ ଚିତ୍ରକଳାରେ କୌଣସି ନିର୍ଦ୍ଦିଷ୍ଟ କାହାଣୀକୁ ସ୍ଥାନ ନ ଦେଇ ବରଂ ଯେତେବେଳେ ଯାହାକିଛି ଘଟଣା ତାଙ୍କ ମନକୁ ଛୁଏଁ ସେ ସେଥିରେ ଚିତ୍ରକଳାର ରୂପ ଦିଅନ୍ତି। ନିଜର ଭାବାବେଗ ସହ ଅନ୍ତଃସ୍ବରକୁ ସେ…
ବୁଟ୍କଟ୍ ଜିନ୍ସ ଫ୍ୟାଶନ
ବୁଟ୍କଟ୍ ଜିନ୍ସର ଟ୍ରେଣ୍ଡ ଏବେ ପୁଣିଥରେ ଫେରି ଆସିଛି, ଯାହାକୁ ଯୁବପିଢି ଖୁବ୍ ପସନ୍ଦ କରୁଛନ୍ତି। ଏହି ଟାଇପ୍ର ଜିନ୍ସ ସାଧାରଣତଃ ଅଣ୍ଟାଠୁ ଆଣ୍ଠୁ ପର୍ଯ୍ୟନ୍ତ ଫିଟିଙ୍ଗ୍ ହୋଇ ରହୁଥିବା ବେଳେ ଆଣ୍ଠୁରୁ ତଳ ଆଡକୁ ଢିଲା ରହିଥାଏ। ତେବେ ଏହି…
ନୂଆ ଘର ପାଇଁ ବାସ୍ତୁ
ବାସ୍ତୁଶାସ୍ତ୍ର ଅନୁସାରେ ଘରଟିଏ ତୋଳିଲେ ଘରେ ସକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇ ପରିବାରରେ ସୁଖଶାନ୍ତି ବଢିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଆସିଥାଏ ବୋଲି ବିଶ୍ୱାସ ରହିଛି। ତେବେ ନୂଆ ଘର ପାଇଁ କ’ଣ ସବୁ ଜରୁରୀ ବାସ୍ତୁ…
Archives


