ବିମାନରେ ମାଡ଼ ହେଲା ପକ୍ଷୀ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ନୂଆଦିଲ୍ଲୀ,୨୭।୧୦: ଅହମ୍ମଦାବାଦରୁ ଦିଲ୍ଲୀ ଯାଉଥିବା ଆକାଶ ଏୟାର ବିମାନରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ମଝି ଆକାଶରେ ବିମାନ ସହ ଏକ ପକ୍ଷୀ ମାଡ ହେବାରୁ ଦିଲ୍ଲୀ ବିମାନବନ୍ଦରରେ ଏହାର ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ଫଳରେ ଯାତ୍ରୀ ଅଳ୍ପକେ ବିପଦରୁ ବର୍ତ୍ତିଛନ୍ତି।…
ସରକାରଙ୍କୁ ଘେରିବେ ଇମ୍ରାନ
ଇସଲାମାବାଦ,୨୭ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଦଳ (ପିଟିଆଇ) ଲାହୋରରୁ ଇସଲାମାବାଦ ଅଭିମୁଖେ ପଦଯାତ୍ରା କରିବାକୁ ଘୋଷଣା କରିବାର ଗୋଟିଏ ଦିନ ପରେ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପଦଯାତ୍ରା ଶୁକ୍ରବାର ଲାହୋରରୁ ଆରମ୍ଭ ହେବ ଏବଂ…
ବଡ଼ ଆକ୍ରମଣ ଯୋଜନା ପଣ୍ଡ
ଶ୍ରୀନଗର,୨୭।୧୦: ଜମ୍ମୁକଶ୍ମୀରରେ ଏକ ବଡ ଆକ୍ରମଣ ଷଡଯନ୍ତ୍ର ସୁରକ୍ଷା ବାହିନୀ ଦ୍ୱାରା ପଣ୍ଡ ହୋଇଛି। ଜମ୍ମୁର ରେଳ ଷ୍ଟେଶନ ପରିସରରେ ଥିବା ଏକ ଡ୍ରେନ ନିକଟରେ ୧୮ଟି ଡିଟୋନେଟର ଏବଂ କିଛି ତାର ଥିବା ଏକ ସନ୍ଦିଗ୍ଧ ବ୍ୟାଗ ମିଳିଛି। ଏହା…
ନଟ୍ଆଉଟ୍ ଥିଲେ କେ.ଏଲ୍. ରାହୁଲ; ହେଲେ ନେଲେନାହିଁ ରିଭ୍ୟୁ
ନୂଆଦିଲ୍ଲୀ,୨୭।୧୦: ଟି୨୦ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡ ବିପକ୍ଷରେ ସୁପର-୧୨ ଚରଣର ଦ୍ୱିତୀୟ ମ୍ୟାଚ୍ ଖେଳିଛି। ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରାରମ୍ଭରେ ଉପଅଧିନାୟକ ତଥା ଓପନର କେ.ଏଲ୍. ରାହୁଲ ପୁଣିଥରେ ଫ୍ଲପ୍ ହୋଇଛନ୍ତି। ମାତ୍ର…
ବିଜୟଙ୍କୁ ବିବାହିତ କହିଲେ ଜାହ୍ନବୀ!
ବମ୍ବେ: କହୁ କହୁ ବଡ଼ କଥା କହିଦେଲେ ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର। ଏକଦା ନିଜର କ୍ରସ ବୋଲି ସେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ନାମ ନେଇଥିଲେ। ହେଲେ ଏବେ ସ୍ବୟମ୍ବର କଥା ପଡ଼ୁ ପଡ଼ୁ ତାଙ୍କୁ ବିବାହିତ ବୋଲି…
ଇଡିକୁ ଏଫ୍ଆଇଆର୍ କପି ହସ୍ତାନ୍ତର କଲା ପୋଲିସ
ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ବ୍ୟବସାୟୀ, ପୋଲିସ ଅଧିକାରୀଙ୍କୁ ମାୟାଜାଲରେ ଫସାଇ ଟଙ୍କା ହଡ଼ପ କରିଥିବା ବ୍ଲାକ୍ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଜେଲ୍ରେ ଅଛନ୍ତି। ବର୍ତ୍ତମାନ ଏହି ମାମଲାକୁ ନେଇ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ଖୋଡତାଳ କରୁଛି। ତେବେ…
ଆଜମ ଖାନଙ୍କୁ ୩ ବର୍ଷ ଜେଲ୍
ଲକ୍ଷ୍ନୌ,୨୭।୧୦: ସମାଜବାଦି ପାର୍ଟିର ବରିଷ୍ଠ ନେତା ତଥା ରାମପୁରର ବିଧାୟକ ଆଜମ ଖାନଙ୍କୁ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ତାଙ୍କୁ ୨୫ ହଜାର ଜୋରିମାନା ମଧ୍ୟ କରାଯାଇଛି। ତାଙ୍କ ବିଧାନସଭାର ସଦସ୍ୟତା…
ଛଟ୍ ପୂର୍ବରୁ ପୁଣି ଥରେ ପ୍ରଦୂଷିତ ହେଲା ଯମୁନା ନଦୀ
ନୂଆଦିଲ୍ଲୀ,୨୭।୧୦: ଦୀପାବଳି ପରେ ଏବେ ଛଟ୍ ପର୍ବକୁ ନେଇ ଚାରିଆଡ଼େ ପ୍ରସ୍ତୁତି ଜୋରଦାର ଚାଲିଛି। ଶୁକ୍ରବାରଠାରୁ ଏହି ପର୍ବ ଆରମ୍ଭ ହେବାକୁ ଯାଉଛି। ଚାରି ଦିନ ଧରି ଚାଲିବାକୁ ଥିବା ଏହି ପର୍ବ ପୂର୍ବରୁ ଯମୁନା ନଦୀ ପୁଣିଥରେ ପ୍ରଦୂଷିତ ହୋଇଛି।…
୧୦ ଟଙ୍କିଆ ମୁଦ୍ରାରେ ୫୦୦୦୦ ଟଙ୍କା ସଞ୍ଚୟ କରି ବାଇକ୍ କିଣିବାକୁ ପହଞ୍ଚିଲେ ଯୁବକ, ଗଣି ଗଣି ଶୋ’ ରୁମ୍ କର୍ମଚାରୀ ନୟାନ୍ତ
ଏକ ପ୍ରବାଦ ଅଛି, ବିନ୍ଦୁ ବିନ୍ଦୁ ପାଣିରେ ହାଣ୍ଡି ଭର୍ତ୍ତି ହୁଏ। ପିଲାଦିନରୁ ଆମ ମାତାପିତା ମଧ୍ୟ ମୁଦ୍ରା ସଂଗ୍ରହ କରିବା ଏବଂ ପିଗି ବ୍ୟାଙ୍କ ମାଧ୍ୟମରେ ସଞ୍ଚୟ କରିବାକୁ ଶିକ୍ଷା ଦେଇଛନ୍ତି। ଏହି ଶିକ୍ଷା ଜଣେ ଯୁବକଙ୍କ ଉପରେ ଏତେ…
ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ
ବାରିପଦା ଅଫିସ,୨୭।୧୦: ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବ। ତେବେ ରାତ୍ରିଯାପନ ପାଇଁ ଅନ୍ଲାଇନରେ ବୁକିଂ କରିପାରିବେ ପର୍ଯ୍ୟଟକ। ବାରିପଦା ଆଡୁ ୨୫ ଏବଂ ଯଶୀପୁର ଆଡୁ ୩୫ ବସ୍କୁ ଅନୁମତି ମିଳିବ। ସୂଚନାଯୋଗ୍ୟ, ବର୍ଷା ଋତୁ ପାଇଁ…
ବଡ଼ ରେକର୍ଡ ହାସଲ କଲେ ସୂର୍ଯ୍ୟକୁମାର
ସିଡନୀ,୨୭।୧୦: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର ଯାଦବ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଟି-୨୦ ବିଶ୍ୱକପ ୨୦୨୨ରେ ନେଦରଲାଣ୍ଡ୍ସ ବିପକ୍ଷରେ ସୂର୍ଯ୍ୟକୁମାର ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟ ସହିତ ସୁର୍ଯ୍ୟକୁମାର ତାଙ୍କ ରନ ସ୍କୋର…
ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ଆଜମ ଖାନ ଦୋଷୀ ସାବ୍ୟସ୍ତ
ଲକ୍ଷ୍ନୌ,୨୭।୧୦: ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରାମପୁର କୋର୍ଟ ଆଜମଙ୍କୁ ଆଇପିସିର ଧାରା ୧୫୩-ଏ, ୫୦୫-ଏ ଏବଂ ପିପୁଲ୍ସ ଆକ୍ଟର ୧୨୫ ଲୋକ ପ୍ରତିନିଧିତ୍ୱ ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ…
Archives


