Home Left

ଜଗବନ୍ଧୁଙ୍କ ପାଇଁ ବଢିଲା ଅଡୁଆ: ଆଗୁଆ ଜାମିନ୍‌ ଆବେଦନର ହେବନି ଶୁଣାଣି

କଟକ ଅଫିସ,୨୭।୧୦: ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ପାଇଁ ବଢିଲା ଅଡୁଆ। ଗିରଫ ପୂର୍ବରୁ ଆଗୁଆ ଜାମିନ୍‌ ଆବେଦନ କରିଥିବା ଜଗବନ୍ଧୁଙ୍କ ଶୁଣାଣି ଉପରେ ରୋକ ଲଗାଇଛନ୍ତି କୋର୍ଟ। ତାଙ୍କୁ ପୋଲିସ ଗିରଫ କରିସାରିଥିବାରୁ ଆବେଦନର ଶୁଣାଣି ହେବ…

ଡ.ଗୌରହରି ଦାସଙ୍କୁ ୪୩ତମ ଶାରଳା ପୁରସ୍କାର

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ସମାଜରେ କଳାକାର, ଲେଖକଙ୍କ ପ୍ରତି ପୁରସ୍କାର ହେଉଛି ଏକ କୃତଜ୍ଞତା। ଏହା ସୃଜନଶୀଳତା ପ୍ରତି ବିଶ୍ୱାସ ଆଣିବା ସହ ଉକ୍ତ ବ୍ୟକ୍ତିଙ୍କ ପ୍ରତି ଦାବି ଆଣିଥାଏ ଯେ ସେ ଆମର। ଅଦ୍ୱିତୀୟତା କଳା, ସାହିତ୍ୟର ଉପହାର। ସମସ୍ତେ ନିଜ ନିଜ…

ଓଆରଏଚଡିସି ଦୁର୍ନୀତି ମାମଲା: ବିନୋଦ କୁମାରଙ୍କୁ ଅନ୍ତରୀଣ ଜାମିନ

କଟକ ଅଫିସ,୨୭।୧୦: ଓଆରଏଚଡିସି ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ୍‌ଅଧିକାରୀ ବିନୋଦ କୁମାରଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ଗୃହ ନିର୍ମାଣ ଏବଂ ଉନ୍ନୟନ ନିଗମ ମାମଲାରେ ଭିଜିଲାନ୍ସ କୋର୍ଟ ବିଧାୟକ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ…

ଏଟିଏମ୍‌ ଭାଙ୍ଗି ଲୁଟ୍‌ ମାମଲାର ପର୍ଦ୍ଦାଫାଶ: ୩ ଗିରଫ, ୪ ଫେରାର

ଢେଙ୍କାନାଳ ଅଫିସ,୨୭ା୧୦: ଢେଙ୍କାନାଳ ଜିଲା ଗଁଦିଆ ଥାନା ବରପଦା ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏକ ଏଟିଏମ୍‌କୁ ଗତ ୩ ତାରିଖ ରାତିରେ ତାଡ଼ି ୭ ଜଣ ଦୁର୍ବୃତ୍ତ ୨୨ ଲକ୍ଷ ୧୭ ହଜାର ୯୦୦…

ଭାଜପା ନେତାଙ୍କ ଅପିଲ୍‌: ହିନ୍ଦୁମାନେ ଅତିକମ୍‌ରେ ୫ ସନ୍ତାନ କରନ୍ତୁ ଜନ୍ମ

ନୂଆଦିଲ୍ଲୀ,୨୭।୧୦: ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନକୁ ନେଇ ବିତର୍କ ତୀବ୍ର ଚାଲିଥିବାବେଳେ ମିରୁଟର ଜଣେ ଭାଜପା ନେତା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭାଜପା ନେତା ବିନିତ ଅଗ୍ରୱାଲ ଶାରଦା ହିନ୍ଦୁମାନଙ୍କୁ ଅତି କମରେ ପାଞ୍ଚଟି ସନ୍ତାନ ଜନ୍ମ କରିବାକୁ ଅପିଲ୍‌…

ଛୁଟି ମନାଇବା ପାଇଁ ୩ ବର୍ଷ ପୂର୍ବରୁ ବୁକ୍‌ କରିବାକୁ ପଡ଼ିଥାଏ ଏହି ଟାଓ୍ବାର, କାରଣ ଜାଣିଲେ…

ବ୍ରିଟେନ୍‌ର ସବୁଠାରୁ ଲୋକପ୍ରିୟ ଟାଓ୍ବାରରେ ଛୁଟି ମନାଇବାକୁ ହେଲେ ଦୀର୍ଘଦିନରୁ ବୁକ୍‌ କରିବାକୁ ପଡ଼ିଥାଏ। ଏହି ଟାଓ୍ବାରର ସ୍ବତନ୍ତ୍ରତା ରହିଛି। ଯାହାଦ୍ୱାରା ଏଠାରେ ସହଜରେ ବୁକ୍‌ ପାଇଁ ଟିକେଟ ମିଳେନି। ଏମିତି ଟାଓ୍ବାର ରହିଛି ଓ୍ବେୟାରହାମ୍‌ରେ। ଯାହାର ନାମ ‘କ୍ଲାଭେଲ ଟାଓ୍ବାର’।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୬ ଜୀବନ

ପ୍ରୟାଗରାଜ,୨୭।୧୦: ୟୁପିର ପ୍ରୟାଗରାଜରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୋରେନ ପୋଲିସ ଷ୍ଟେଶନ ପରିସରରେ ଥିବା ଶିବଗଡରୁ ବିନ୍ଧ୍ୟାଞ୍ଚଳ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କ ଟାଭେରା କାର ଏକ ବିଦ୍ୟୁତ ପୋଲ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।…

ଟସ୍‌ ଜିତିଲା ଭାରତ

ସିଡନୀ,୨୭।୧୦: ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଭାରତ ଏବଂ ନେଦରଲାଣ୍ଡ୍ସ ମୁହାଁମୁହିଁ ହୋଇଛନ୍ତି। ସିଡନୀରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ପାଗ ଖରାପ ଯୋଗ ଟସ୍‌ ବିଳମ୍ବରେ ହୋଇଥିଲା। ଏହି ମ୍ୟାଚ୍‌ ପାଇଁ…

ଋଷିକୂଲ୍ୟାରେ ଭାସି ଯାଇଥିଲେ, ଦୁଇଦିନ ପରେ ମିଳିଲା ନାବାଳକଙ୍କ ମୃତଦେହ

ଛତ୍ରପୁର/ପୁରୁଷୋତ୍ତମପୁର,୨୭ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ନିକଟ ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଦୁଇ ଦିନ ତଳେ ଭାସି ଯାଇ ନିଖୋଜ ଥିବା ନାବାଳକ କୃଷ୍ଣ ମହାନ୍ତିଙ୍କ ମୃତଦେହ ଛତ୍ରପୁର ବ୍ଲକ ବଡ଼ମାଧପୁର ବାଲି ଘାଟ ନିକଟରେ ମିଳିଛି। ଛତ୍ରପୁର ଅଗ୍ନିଶମ ବିଭାଗ…

୧୫ ବର୍ଷ ମଧ୍ୟରେ ଭାଜପା ଦେଇଛି ୩ ଆବର୍ଜନା ପାହାଡ

ନୂଆଦିଲ୍ଲୀ,୨୭।୧୦: ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନ ପୂର୍ବରୁ ଦିଲ୍ଲୀ ରାଜନୀତି ସରଗରମ ହେବାରେ ଲାଗିଛି। ନିର୍ବାଚନକୁ ନେଇ ଭାଜପା ଏବଂ ଆମ ଆଦମୀ ପାର୍ଟି(ଏଏପି) ପରସ୍ପରକୁ ଟାର୍ଗେଟ୍‌ କରୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗୁରୁବାର ସକାଳେ ଗାଜିପୁର ଲ୍ୟାଣ୍ଡଫିଲ ସ୍ଥାନ…

ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ଯୁବକ

ପାଟଣା,୨୭ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କୁ ମାଡ଼ ମାରିଥିବା ଘଟଣାରେ ପାଟଣା ପୋଲିସ ଫେରାର ଥିବା ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ  କରିଛି। ଗିରଫ ଯୁବକ ଜଣକ ଉଦୟପୁର ଗ୍ରାମର ଦିଲ୍ଲୀପ ନାଏକ…

ଆଣ୍ଡାମାନ ନିକୋବର: ପୂର୍ବତନ ଚିଫ୍ ସେକ୍ରେଟାରୀଙ୍କର ବଢିଲା ସମସ୍ୟା, ଏସଆଇଟି ଯାଞ୍ଚରେ ସାମ୍ନାକୁ ଆସିଲା ‘ଜବ ଫର ସେକ୍ସ’ ର‌୍ୟାକେଟର ସନ୍ଧାନ

ପୋର୍ଟ ବ୍ଲେୟାର,୨୭ ।୧୦: ସାମୁହିକ ବଳାତ୍କାର ଓ ଯୌନ ଉତ୍ପିଡନ ମାମଲାରେ ଆଣ୍ଡାମାନ ନିକୋବର ଦ୍ୱିପର ପୂର୍ବତନ ମୁଖ୍ୟ ସଚିବ ଜିତେନ୍ଦ୍ର ନାରାୟଣ ଓ ଶ୍ରମ ସଚିବ ଆରଏଲ ଋଷିଙ୍କ ବିରୋଧରେ ଏସଆଇଟିକୁ ପ୍ରମାଣ ମିଳିଛି । ଏହି ପ୍ରମାଣ କଥିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri