ଗୃହକାର୍ଯ୍ୟ କଲେ ମହିଳାଙ୍କୁ ଚାକରାଣୀ ବୋଲି କରାଯିବନି ବିବେଚନା: ହାଇକୋର୍ଟ
ମୁମ୍ବାଇ,୨୭।୧୦: ଜଣେ ବିବାହିତା ମହିଳା ନିଜ ପରିବାର ପାଇଁ ଘରକାମ କରିବାକୁ ଚାକରାଣୀର କାର୍ଯ୍ୟ ବୋଲି ବିବେଚନା କରାଯାଇପାରିବ ନାହିଁ ଏବଂ ଏହାକୁ ନିଷ୍ଠୁରତା କୁହାଯାଇପାରିବ ନାହଁ ବୋଲି ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ୍ କହିଛନ୍ତି। ମହିଳା ଜଣଙ୍କ ତାଙ୍କ ସ୍ବାମୀ…
ଭିଜିଲାନ୍ସ ଜାଲରେ କିରାଣି, ଡାଟାଏଣ୍ଟ୍ରି ଅପରେଟର
ବ୍ରହ୍ମପୁର ଅଫିସ,୨୭ା୧୦: ଔଷଧ ଦୋକାନ ସ୍ଥାନାନ୍ତର ପାଇଁ ବ୍ରହ୍ମପୁରରେ ଥିବା ଗଞ୍ଜାମ ରେଞ୍ଜ-୧ ଡ୍ରଗ୍ସ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟ କନିଷ୍ଠ କିରାଣି ଓ ଡାଟା ଏଣ୍ଟ୍ରି ଅପରେଟର ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେମାନେ…
ନୂଆ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି: କହିଲେ, ଏକାଠି ହୋଇ କାମ କରିବା
ନୂଆଦିଲ୍ଲୀ/ଲଣ୍ଡନ, ୨୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବାରୁ ସୁନକଙ୍କୁ ମୋଦି ଅଭିନନ୍ଦନ ଜଣାଇଛନ୍ତି। ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଦିଗରେ ଏକାଠି କାମ କରିବାକୁ ପ୍ରଧାନମନ୍ତ୍ରୀ…
ସେନା ପରିବହନ ବିମାନ କାରଖାନାର ଶିଳାନ୍ୟାସ କରିବେ ମୋଦି
ଅହମଦାବାଦ,୨୭।୧୦: ଚଳିତ ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଥିବା ବେଳେ ଗୁଜରାଟବାସୀଙ୍କୁ ଗୋଟିଏ ପରେ ଗୋଟିଏ ଭେଟି ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇତିମଧ୍ୟରେ ମୋଦିଙ୍କ ରାଜ୍ୟ ଗୁଜରାଟର ବଡୋଦରାରେ ସି-୨୯୫ ସୈନ୍ୟବାହିନୀ ପାଇଁ ସେନା ପରିବହନ ବିମାନ ନିର୍ମାଣ କାରଖାନା…
ବ୍ୟାଟିଂକୁ ନେଇ ଖୁସି ନାହାନ୍ତି ଅଧିନାୟକ
ସିଡ୍ନୀ,୨୭ା୧୦: ନେଦରଲାଣ୍ଡ୍ସ ବିପକ୍ଷ ଟି୨୦ ବିଶ୍ୱକପ୍ ମ୍ୟାଚରେ ଭାରତ ଯଦିଓ ସହଜ ବିଜୟ ହାସଲ କରିଛି, ଅଧିନାୟକ ରୋହିତ ଶର୍ମା କିନ୍ତୁ ତାଙ୍କ ବ୍ୟାଟିଂକୁ ନେଇ ଖୁସି ନ ଥିବା ପ୍ରକାଶ କରିଛନ୍ତି। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ରୋହିତ ୩୯ ବଲ୍ରେ…
କୋଏମ୍ବାଟୁର ବିସ୍ଫୋରଣର ତଦନ୍ତ ଏନ୍ଆଇଏକୁ ହସ୍ତାନ୍ତର କଲେ କେନ୍ଦ୍ର ସରକାର
କୋଏମ୍ବାଟୁର,୨୭।୧୦: ତାମିଲନାଡୁର କୋଏମ୍ବାଟୁର ମନ୍ଦିର ନିକଟରେ ଗତ ରବିବାର ହୋଇଥିବା ବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ହସ୍ତାନ୍ତର ପାଇଁ କେନ୍ଦ୍ର ସରକାର ଗୁରୁବାର ନିଷ୍ପତ୍ତି ନେଇଛନ୍ତି। ବିସ୍ଫୋରଣରେ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ପଛରେ…
୨୦୨୪ ସୁଦ୍ଧା ପ୍ରତିଟି ରାଜ୍ୟରେ ହେବ ଏନ୍ଆଇଏ ଅଫିସ୍
ନୂଆଦିଲ୍ଲୀ,୨୭।୧୦: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ରାଜ୍ୟ କ୍ଷେତ୍ରବାହାରେ କ୍ଷମତା ଦିଆଯିବା ସହ ୨୦୨୪ ସୁଦ୍ଧା ପ୍ରତି ରାଜ୍ୟରେ ଏହାର ଶାଖା ଖୋଲିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର କହିଛନ୍ତି। ହରିୟାଣାର ସୂରଯକୁଣ୍ଡଠାରେ ୨ଦିନିଆ ଚିନ୍ତନ ଶିବିରକୁ ଶାହା…
ଭଦ୍ରକାଳୀଙ୍କ ସିଂହବାହିନୀ ବେଶ
ଭଦ୍ରକ ଅଫିସ,୨୭।୧୦: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ୪ର୍ଥ ଦିନ ଗୁରୁବାର ସିଂହବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କ ଏହି ବେଶ ଦର୍ଶନ ପାଇଁ ପୀଠରେ ଦିନତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା। ମା’ଙ୍କ ବାହନ ସିଂହ…
ମ୍ୟାଚ୍ ସମୟରେ ଗର୍ଲଫ୍ରେଣ୍ଡକୁ ପ୍ରପୋଜ୍ କଲେ ଯୁବକ: ଭିଡିଓ ଭାଇରାଲ
ସିଡନୀ,୨୭।୧୦: ଟି-୨୦ ବିଶ୍ୱ କପ୍ରେ ବର୍ତ୍ତମାନ ସୁପର-୧୨ ମ୍ୟାଚ ଚାଲୁଛି। ଏହିକ୍ରମରେ ଅକ୍ଟୋବର ୨୭ ତଥା ଗୁରୁବାର ଭାରତୀୟ ଓ ନେଦରଲାଣ୍ଡ ମଧ୍ୟରେ ସିଡନୀ କ୍ରିକେଟ ପଡ଼ିଆରେ ମ୍ୟାଚ ଆୟୋଜିତ ହୋଇଥିଲା। ଏହି ମ୍ୟାଚରେ ଭାରତ ଦମ୍ଦାର ପ୍ରଦର୍ଶନ କରି ୫୬ରନ୍ରେ…
ଜିମ୍ବାଓ୍ବେର ରୋମାଞ୍ଚକ ବିଜୟ: ପାକିସ୍ତାନର ଆଗାମୀ ଯାତ୍ରା କଷ୍ଟକର
ପର୍ଥ,୨୭।୧୦: ପର୍ଥଠାରେ ଗୁରୁବାର ଖେଳାଯାଇଥିବା ସୁପର-୧୨ର ୨୪ତମ ମ୍ୟାଚରେ ପାକିସ୍ତାନକୁ ୧ ରନ୍ରେ ପରାସ୍ତ କରି ଜିମ୍ବାଓ୍ବେ ରୋମାଞ୍ଚକ ବିଜୟ ହାସଲ କରିଛି। ଚଳିତ ବିଶ୍ବକପରେ କ୍ରମାଗତ ଭାବେ ପାକିସ୍ତାନର ଏହା ଦ୍ୱିତୀୟ ପରାଜୟ। ପ୍ରଥମ ମ୍ୟାଚରେ ପାକିସ୍ତାନ ଭାରତଠାରୁ ପରାସ୍ତ…
ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ
ଜୟପୁର, ୨୭।୧୦ (ନି.ପ୍ର.): ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜୟପୁର ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ପଡୁଆ ଥାନା ଅଧୀନ ଭେଜାଗ୍ରାମର ରଞ୍ଜନ ମାଟମ। ପୋଲିସ ସୂଚନା ଅନୁଯାୟୀ, ୮ ବର୍ଷ ତଳେ ରଞ୍ଜନ ମାଟମଙ୍କୁ ମହିଳା…
ଖସୁଛି ପାରଦ, ବଢୁଛି ଶୀତ
ଦାରିଙ୍ଗବାଡି,୨୭।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପାରଦ ତଳମୁଁହା। ସହରରେ ସର୍ବନିମ୍ମ ତାପମାତ୍ରା ୧୬ଡିଗ୍ରୀ ରହିଥିବା ବେଳେ ସର୍ବାଧିକ ୧୯ ଡିଗ୍ରୀ ରହୁଥିବା ଜଣାପଡିଛି। ଶୀତଯୋଗୁଁ ଏବେ ଲୋକଙ୍କୁ ବିନା ଶୀତ ବସ୍ତ୍ର ଯାତାୟାତ କରିବା କଷ୍ଟ ହେଉଛି। ସନ୍ଧ୍ୟା ସମୟରେ ଶୀତ…
Archives


