Home Left

ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିପଡିଲେ ଜଣେ ଆତଙ୍କବାଦୀ

ଶ୍ରୀନଗର,୨୭।୧୦: ଜମ୍ମୁ-କଶ୍ମୀର କୁଲଗାମ ଜିଲା କୌସରନାଗ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏନେଇ କଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା…

ପ୍ରଚାର ମଇଦାନକୁ ଓହ୍ଲାଇଲେ ପିସିସି ସଭାପତି

ଭଦ୍ରକ ଅଫିସ,୨୭।୧୦: ଧାମନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନୀ ମାହୋଲ ସେତେ ସରଗରମ୍‌ ହେବାରେ ଲାଗିଛି। କଂଗ୍ରେସ ଗତ ଦୁଇଦିନ ହେଲା ନିର୍ବାଚନୀ ପ୍ରଚାରକୁ ଜୋର୍‌ଦାର କରିଛି। ଦଳୀୟ ପ୍ରାର୍ଥୀ ହରେକୃଷ୍ଣ ସେଠୀ ଘରକୁ ଘର ବୁଲି ପ୍ରଚାର କରୁଥିବା…

୩୦ ଯାଏ ପାଗ ଶୁଖିଲା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ତେବେ ୩୧ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା…

ଗାଁକୁ ଯାଇଥିବା ବେଳେ ଦୁର୍ବୃତ୍ତ ନେଇଗଲେ ସୁନା ଅଳଙ୍କାର, ନଗଦ ଟଙ୍କା

ଛତ୍ରପୁର,୨୭ା୧୦(ଡି.ଏନ୍‌.ଏ.): ଛତ୍ରପୁର ୧୨ନମ୍ବର ୱାର୍ଡ ଚନ୍ଦ୍ରଶେଖରନଗର ଅଞ୍ଚଳ ଏକ ଘରୁ ଚୋରି ହୋଇଛି। ଚନ୍ଦ୍ରଶେଖର ନଗରରେ ଭଡାରେ ରହୁଥିବା ଗୋପୀନାଥ ଦାସ ଘର ତାଲା ପକାଇ ଗାଁକୁ ଯାଇଥିଲେ। ବୁଧବାର କେତେଜଣ ଦୁର୍ବୃତ୍ତ ତାଲା ଭାଙ୍ଗି ଘରେ ପଶି ୩ଟି ସୁନା…

ନଭେମ୍ବର ୮ରେ ଋଷିଆ ଗସ୍ତରେ ଯିବେ ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ,୨୭।୧୦: ବୌଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ନଭେମ୍ବର ୮ରେ ଋଷିଆ ଗସ୍ତରେ ଯିବେ। ସେ ଋଷିଆର ବୌଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ଭାରତ-ଋଷିଆ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆନ୍ତର୍ଜାତୀୟ ବିକାଶ ଉପରେ ଆଲୋଚନା…

ଧାମନଗର ଉପନିର୍ବାଚନ: ଅଭିଯୋଗ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଆସନ୍ତା ୩ ତାରିଖରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ପ୍ରାର୍ଥୀମାନେ ନିଜର ଦଳୀୟକର୍ମୀଙ୍କ ସହ ଜୋରଦାର ପ୍ରଚାର କରୁଛନ୍ତି। ଏହି ସମୟରେ ଭୋଟରକୁ ଲାଞ୍ଚ ଦେବା, ଭୋଟ ପାଇଁ ଧମକାଇବା ଭଳି ଅଭିଯୋଗ ଆସିବା…

ଦ୍ୱିତୀୟ ଦିନରେ ପୌର କାର୍ଯ୍ୟାଳୟରେ ତାଲା, ଛିଡ଼ା ହୋଇ ଫେରିଗଲେ ଅଧିକାରୀ

ଆନନ୍ଦପୁର,୨୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା କାର୍ଯ୍ୟାଳୟରେ ୨ଦିନ ହେଲା ତାଲା ଝୁଲୁଛି। ବୁଧବାର ଅପରାହ୍ନରୁ ଉପନଗରପାଳଙ୍କ ସମେତ ସମସ୍ତ କାଉନସିଲର ପୌର କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଫଳରେ ପୌର ଅଧିକାରୀଙ୍କ ସମେତ କର୍ମଚାରୀ ଦ୍ୱିତୀୟ ଦିନରେ କାର୍ଯ୍ୟାଳୟକୁ…

ଭିକ୍କିଙ୍କ ସହ ସାରା ନୁହେଁ ନଜର ଆସିବେ ଏହି ସାଉଥ ଅଭିନେତ୍ରୀ

ମୁମ୍ବାଇ: ବଲିଉଡରେ ଏବେକାର ଆଗଧାଡିର ନାୟିକା ସାରା ଅଲି ଖାଁ ଶେଷ ଥର ପାଇଁ ଫିଲ୍ମ ‘ଅତରଙ୍ଗି ରେ ‘ ଅକ୍ଷୟ କୁମାର ଓ ଧନୁଷଙ୍କ ସହ ନଜର ଆସିଥିଲେ । ଏବେ ଖବର ଆସିଛି କି ସାରାଙ୍କୁ ତାଙ୍କ ମଚ…

ଭାଇ ଦୁଜରେ ବିଷାକ୍ତ ଚା’ ପିଇ ୨ଭାଇଙ୍କ ସମେତ ୪ଜଣଙ୍କ ମୃତ୍ୟୁ

ମୈନପୁରୀ,୨୭।୧୦: ଉତ୍ତରପ୍ରଦେଶର ମୈନପୁରୀରେ ଭାଇ ଦୁଜରେ ଏକ ଦୁଃଖଦ ଘଟଣା ଘଟିଛି। ଘରେ ତିଆରି ହୋଇଥିବା ଚା’ ପିଇ ୨ଶିଶୁଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନାଯୋଗ୍ୟ, ନଗଲା କହ୍ନି ଗ୍ରାମରେ ରହୁଥିବା ଶିବାନନ୍ଦନଙ୍କ…

ଦୀପିକାଙ୍କ ଫଟୋ ଶୁଟ୍‌ କଲେ କ୍ୟାଟ୍ରିନା, ପ୍ରଶଂସକ କହିଲେ ଏମିତି…

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୀପିକା ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଥିବା ଏକ ଭିଡିଓ ଶେୟାର କରିଛନ୍ତି। ଯାହାକୁ କ୍ୟାଟ୍ରିନା କୈଫ୍‌ ଶୁଟ୍‌ କରିଛନ୍ତି। ଦୀପିକାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା…

ବାପା ହେବେ ବାହୁବଳୀର ଭଲ୍ଲାଲଦେବ

ମୁମ୍ବାଇ: ଫିଲ୍ମ ବାହୁବଳୀରେ ଭଲ୍ଲାଲଦେବ ଭୂମିକାରେ ଅଭିନୟ କରିଥିବା ରାଣା ଦଗୁବତୀ ବାପା ହେବାକୁ ଯାଉଛନ୍ତି। ହେଲେ ଏହାକୁ ନେଇ ଅଭିନେତା ଏବଂ ତାଙ୍କ ସ୍ତ୍ରୀ ମିହିକା ବଜାଜଙ୍କ ତରଫରୁ ସେମିତି କିଛି ଅଫିସିଆଲ ଘୋଷଣା କରାଯାଇନାହିଁ। ସୂଚନାଯୋଗ୍ୟ, ଏହି ଦମ୍ପତି…

ଋଷି ସୁନକଙ୍କୁ ଭେଟିଲେ କନିକା କପୁର

ମୁମ୍ବାଇ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ସାରା ବିଶ୍ୱରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଶେଷ ଭାବେ ଭାରତୀୟମାନେ ଋଷି ସୁନକଙ୍କୁ ନେଇ ଗର୍ବ କରିବା ସହ ଖୁବ୍ ଖୁସି ଅଛନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri