ରାମ୍‌କୋର ‘ରାମ୍‌କୋ ସୌଭାଗ୍ୟ’ ଆକର୍ଷଣୀୟ ଅଫର

ଭୁବନେଶ୍ୱର, ୮।୨: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ରାମ୍‌କୋ ସିମେଣ୍ଟସ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ବଜାରରେ ଏକ ଆକର୍ଷଣୀୟ ଯୋଜନା ‘ରାମ୍‌କୋ ସୌଭାଗ୍ୟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଯୋଜନା ଚଳିତବର୍ଷରୁ ଆରମ୍ଭ ହୋଇଯାଇଛି। ଉକ୍ତ ଯୋଜନା ଅଧୀନରେ ଗ୍ରାହକ ୩୦ ବ୍ୟାଗ୍‌ ରାମ୍‌କୋ ସିମେଣ୍ଟ-ରାମ୍‌କୋ ସୁପରଫାଇନ୍‌ (ଇଏଫ୍‌ସି) କିମ୍ବା ରାମ୍‌କୋ ସୁପର ଷ୍ଟିଲ୍‌ ବା ଏକତ୍ର ରାମ୍‌କୋ ସୁପରଫାଇନ୍‌ ଇଏଫ୍‌ସି ଏବଂ ରାମ୍‌କୋ ସୁପର ଷ୍ଟିଲ୍‌ କ୍ରୟ ଉପରେ ଏକ ନିଶ୍ଚିତ ଉପହାର ସହ ଉକ୍ତ ସ୍କିମ୍‌ର ଏକ୍ସ ଫ୍ୟାକ୍ଟର ହେଉଛି ଗ୍ରାହକଙ୍କ ପାଇଁ ସ୍କ୍ରାଚ୍‌ କାର୍ଡ ଯାହା ଦ୍ୱାରା ସେମାନେ ବହୁ ମୂଲ୍ୟବାନ୍‌ ଉପହାର ଜିତିବାର ସୁଯୋଗ ପାଇପାରିବେ। ଏହି ସ୍କ୍ରାଚ୍‌ କାର୍ଡ ଗ୍ରାହକଙ୍କୁ ଦିଆଯାଉଥିବା ନିଶ୍ଚିତ ଉପହାର ଭିତରେ ମିଳୁଛି। ଗ୍ରାହକ ଏହି ଯୋଜନା ରାମ୍‌କୋ ସିମେଣ୍ଟର ପ୍ରାଧିକୃତ ଡିଲରଙ୍କ ମାଧ୍ୟମରେ ପାଇପାରିବେ।
ଏ ସମ୍ପର୍କରେ ରାମ୍‌କୋ ସିମେଣ୍ଟ ଓଡ଼ିଶାର ବିକ୍ରୟ ମୁଖ୍ୟ ପ୍ରତୀକ ରାୟ କହିଛନ୍ତି, ଗ୍ରାହକମାନଙ୍କର ବହୁ ଆଗ୍ରହ ଦେଖିବାକୁ ମିଳୁଛି। ଏହି ଯୋଜନା ଚଳିତ ବର୍ଷ ଫେବୃୟାରୀ ୨୮ରେ ଶେଷ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମାଜନ ପେ’କୁ ବଡ଼ ଝଟ୍‌କା, ୩.୦୬ କୋଟି ଟଙ୍କାର ଜରିମାନା ଲଗାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୪।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଆମାଜନ ପେ’ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ୩.୦୬ କୋଟିରୁ ଅଧିକ ଟଙ୍କାର ଜରିମାନା ଲଗାଇଛି। ପ୍ରିପେଡ୍‌ ପେମେଣ୍ଟ...

ୟୁନିୟନ ବ୍ୟାଙ୍କ ପକ୍ଷରୁ ଋଣ ମୁକ୍ତି ଶିବିର

ଭୁବନେଶ୍ୱର : ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଋଣ ମୁକ୍ତି ଶିବିର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଶିବିର ଚଳିତ ମାସ ୧ ତାରିଖରୁ...

ଗହମ ରପ୍ତାନି ଉପରେ କଟକଣା

ନୂଆଦିଲ୍ଲୀ,୧୫।୫: ଭାରତ ସରକାରଙ୍କ ପକ୍ଷରୁ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ସରକାର ଏହି ନିଷ୍ପତ୍ତିକୁ ତତ୍କାଳ କାର୍ଯ୍ୟକାରୀ କରିଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ଦେଶରେ...

କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ବିଦ୍ୟାଳୟ ସମ୍ମାନ

କଟକ ଅଫିସ, ୫ା୯: ଦେଶର ପ୍ରଥମ ସ୍ମାର୍ଟ ଭିଲେଜ ଭାବେ ପ୍ରସିଦ୍ଧି ଲାଭ କରିଥିବା କଟକ ଜିଲା କଲରାବାଙ୍କଠାରେ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା...

ବନ୍ଦ ହୋଇଯିବ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ ବ୍ୟାଙ୍କ

ନୂଆଦିଲ୍ଲୀ,୨୧-୭: ନୂଆ ଯୁଗର ପେମେଣ୍ଟ ବ୍ୟାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଭୋଡ଼ାଫୋନର ଏମ୍‌ ପୈସା ପରେ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ ବ୍ୟାଙ୍କ ବନ୍ଦ...

ବଜାରରେ ନୂଆ ଟିଭିଏସ୍‌ ଆପାଚେ ଆର୍‌ଆର୍‌ ୩୧୦, ଆର୍‌ଟି ଫିଚର ସହ

ହୋସୁର,୨୮-୫: ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ନୂଆ ଟିଭିଏସ୍‌ ଆପାଚେ ଆର୍‌ଆର୍‌-୩୧୦ ବଜାରକୁ ଆସିଛି। ଏଥିରେ କମ୍ପାନୀ ରେସ୍‌ ଟ୍ୟୁନ୍‌ଡ(ଆର୍‌ଟି) ସ୍ଲିପର କ୍ଲଚ ସୁବିଧା ରଖିଛି।...

କେନ୍ଦ୍ରକୁ ରାଜସ୍ବ ବୃଦ୍ଧି ଚିନ୍ତା

ନୂଆଦିଲ୍ଲୀ,୧୨-୧୨: ଗତ କିଛି ମାସ ଧରି ପରୋକ୍ଷ ଟିକସ ବାବଦ ରାଜସ୍ବ ହ୍ରାସ ହେଉଥିବାରୁ ଏହା କେନ୍ଦ୍ର ସରକାରଙ୍କ ଚିନ୍ତାକୁ ବଢାଇଛି। ଟିକସ ସଂଗ୍ରହକୁ ନେଇ...

ଏମ୍‌ଏସ୍‌ଏମ୍‌ଇଙ୍କଠୁ ୫୦% ସାମଗ୍ରୀ କିଣନ୍ତୁ ରାଜ୍ୟ ପିଏସ୍‌ୟୁ

ଭୁବନେଶ୍ୱର,୧୩-୮(ବ୍ୟୁରୋ): କେନ୍ଦ୍ରୀୟ ପିଏସ୍‌ୟୁଗୁଡିକ ଅଣୁ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ( ଏମ୍‌ଏସ୍‌ଏମ୍‌ଇ) ଗୁଡିକଠାରୁ ୨୫% ସାମଗ୍ରୀ କିଣିବା ପାଇଁ ସରକାର ନୀତି ଆଣିଛନ୍ତି। ମାତ୍ର ରାଜ୍ୟସ୍ତରରେ ସେମାନଙ୍କୁ...

Advertisement
Archives

Model This Week