ନ୍ୟୁଜିଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୮୦…
ମେଲବୋର୍ନ,୧।୧୧: ଟି-୨୦ ବିଶ୍ୱକପର ୩୩ତମ ମ୍ୟାଚ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ବ୍ରିସବେନରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦ ଓଭରରେ ଇଂଲଣ୍ଡ ୬ ଓ୍ବିକେଟ ହରାଇ ୧୭୯ ରନ୍ ସ୍କୋର…
ଖାଇବା ପାଇଁ ‘ଜିମି ଜିମି ଆଜା ଆଜା’ ଗୀତ ଗାଉଛନ୍ତି ଚାଇନାବାସୀ
ବେଜିଂ,୧।୧୧: କରୋନା ବିରୋଧରେ ଲାଗୁ ହେଇଥିବା ଜିରୋ କୋଭିଡ ନୀତିକୁ ବିରୋଧ କରୁଛନ୍ତି ଚାଇନାବାସୀ। ବିଶେଷ କଥା ହେଉଛି ଏହି ସମୟରେ ଭେଟେରାନ ଭାରତୀୟ ଗାୟକ ବାପି ଲାହରୀଙ୍କ ପପୁଲାର ଗୀତ ‘ଜିମି ଜିମି ଆଜା ଆଜା’ର ଗୀତ ଶୁଣିବାକୁ ମିଳୁଛି।…
ଆଫଗାନିସ୍ତାନ ଟି-୨୦ ବିଶ୍ୱକପରୁ ବାହାର…
ମେଲବୋର୍ନ,୧।୧୧ : ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି -୨୦ ବିଶ୍ୱକପର ୩୨ ତମ ମ୍ୟାଚ ମଙ୍ଗଳବାର ବ୍ରିସବେନରେ ଖେଳାଯାଇଥିଲା। ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦ ଓଭରରେ ଆଠ ୱିକେଟ ହରାଇ ଆଫଗାନିସ୍ତାନ ୧୪୪…
ତିନି ବର୍ଷର ଡେଟିଂ ପରେ ଏବେ ଅଲଗା ହେବେ ଏହି ସିଲିବ୍ରିଟି କପୁଲ!
ମୁମ୍ବାଇ: ଅବଶ୍ୟ ସେଲିବ୍ରିଟିଙ୍କ ପାଇଁ ଏହା କିଛି ନୂଆ କଥା ନୁହେଁ । କିନ୍ତୁ ଦୀର୍ଘ ୩ ବର୍ଷର ଡେଟିଂ ପରେ ଏବେ କୁଆଡେ ଅଲଗା ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ହୁମା କୁରେଶି ଓ ତାଙ୍କ ବୟ ଫ୍ରେଣ୍ଡ ନିର୍ଦ୍ଦେଶକ…
କିଙ୍ଗ୍ ଖାନ୍ଙ୍କ ଜନ୍ମଦିନରେ ପୁଣି ରିଲିଜ୍ ହେବ ଏହି ସୁପରହିଟ୍ ଫିଲ୍ମ, ଏବେ ବି ରହିଛି କ୍ରେଜ୍
ବଲିଉଡ କିଙ୍ଗ୍ ଖାନ୍ଙ୍କୁ କିଏ ବା ନ ଜାଣେ। ନିଜର ଅଭିନୟ, ଲୁକ୍କୁ ନେଇ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରନ୍ତି। ତାଙ୍କ ଫିଲ୍ମକୁ ଦେଖିବାକୁ ଦର୍ଶକ ପାଗଳ ହୋଇଯାଆନ୍ତି। ତେବେ ଅଭିନେତା ନଭେମ୍ବର ୨ରେ ତାଙ୍କର ୫୭ ବର୍ଷ ବୟସରେ ପାଦ…
ଭାଜପା ସରକାରଙ୍କୁ ଟାର୍ଗେଟ କଲେ କେଜ୍ରିଓ୍ବାଲ: ଫଟୋ ଉଠାଇବା ପାଇଁ ହେଉଛି ମରାମତି
ନୂଆଦିଲ୍ଲୀ,୧।୧୧: ମୋର୍ବି ସ୍ଥିତ ମାଛୁ ନଦୀରେ ରବିବାର ଝୁଲାପୋଲ ଭାଙ୍ଗିବା ଦୁର୍ଘଟଣାକୁ ନେଇ ଗୁଜରାଟର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆମ୍ ଆଦମୀ ପାର୍ଟି (ଏଏପି) ନେତା ଅରବିନ୍ଦ କେଜ୍ରିୱାଲ। ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ଇସ୍ତଫା ଦାବି…
ଏମ୍ସରେ ଆରମ୍ଭ ହେଲା ମାଗଣା ଓପିଡି ପଞ୍ଜିକରଣ ସେବା
ନୂଆଦିଲ୍ଲୀ,୧।୧୧: ଦିଲ୍ଲୀ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇସେନ୍ସ(ଏମ୍ସ) ହସ୍ପିଟାଲକୁ ସାରା ଦେଶରୁ ହଜାର ହଜାର ରୋଗୀ ଚିକିତ୍ସା କରାଇବାକୁ ଆସିଥାନ୍ତି। ଏଭଳି କିଛି ରୋଗ ନାହିଁ ଯାହା ଏଠାରେ ଚିକିତ୍ସା କରାଯାଏ ନାହିଁ। ତେବେ ରୋଗୀଙ୍କୁ ସୁବିଧା ଓ…
ଗଡିଆରୁ ଅଧା ପୋତା ମୃତଦେହ ଉଦ୍ଧାର
ବିଶୋଇ,୧।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତ କାଶିପେଣ୍ଟ ଗ୍ରାମର ୨୦୦ ମିଟର ଦୂରରେ ଥିବା କରଞ୍ଜ ଝରଣା ବିଲ ଗଡିଆରୁ ଅଧା ପୋତା ମୃତଦେହ ଉଦ୍ଧାର ହୋଇଛି। ସୂଚନାମୁତାବକ, ସୋମବାର ସାରେ ନିକଟସ୍ଥ ଗ୍ରାମବାସୀ କୌଣସି କାମ…
ସୁକେଶ ଚନ୍ଦ୍ରଶେଖରଙ୍କ ସଙ୍ଗୀନ ଅଭିଯୋଗ: ମୋ ଠାରୁ ୧୦ କୋଟି ଟଙ୍କା ନେଇଛନ୍ତି ସତ୍ୟେନ୍ଦ୍ର ଜୈନ
ନୂଆଦିଲ୍ଲୀ,୧।୧୧: ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନରଙ୍କୁ ଚିଠି ଲେଖି ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସୁକେଶ ଏଲଜିଙ୍କୁ ଚିଠିରେ ଦାବି କରିଛନ୍ତି, ସେ ସତ୍ୟେନ୍ଦ୍ରଙ୍କୁ…
୨୦୨୪ ଟି-୨୦ ବିଶ୍ୱକପ୍ ଖେଳିବେ କି ରୋହିତ, କୋହଲି: ମୁଖ୍ୟ ଚୟନକର୍ତ୍ତା କହିଲେ…
ନୂଆଦିଲ୍ଲୀ,୧।୧୧: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ ଅଷ୍ଟ୍ରେଲିଆରେ ଖେଳାଯାଉଛି ଏବଂ ବର୍ତ୍ତମାନ ଏହା ପରେ ପରବର୍ତ୍ତୀ ଟି-୨୦ ବିଶ୍ୱକପ ୨୦୨୪ରେ ଖେଳାଯିବ। ଏହି ମେଗା ଇଭେଣ୍ଟ ମଧ୍ୟରେ ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ଗସ୍ତ ପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ…
ମହାନଦୀ ଅଯୋଧ୍ୟା ସରୋବର ଆନିକଟରେ ଘାଇ
ସମ୍ବଲପୁର,୧ା୧୧(ବ୍ୟୁରୋ): ସମ୍ବଲପୁର ନିକଟ ମହାନଦୀର ଅଯୋଧ୍ୟା ସରୋବର ଆନିକଟରେ ୧୦ଫୁଟ ଲମ୍ବର ଏକ ଘାଇ ସୃଷ୍ଟି ହୋଇଛି। ଏହି ଖବର ପ୍ରଚାର ହେବାପରେ ଜଳସେଚନ ବିଭାଗର ଏକ ବୈଷୟିକ ଟିମ୍ ସୋମବାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମହାନଦୀ ଅଯୋଧ୍ୟା ସରୋବର ଘାଟରୁ…
ଚାଷୀଙ୍କ ସ୍ବାର୍ଥ ପାଇଁ ଆନ୍ଦୋଳନ ହେବ ଜୋରଦାର
ବୌଦ୍ଧ,୧ା୧୧(ସ୍ବ.ପ୍ର.): ରାଜ୍ୟର ଚାଷୀଙ୍କୁ ବାରମ୍ବାର କେନ୍ଦ୍ରୀୟ ଅବହେଳା ନେଇ ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି। ସୋମବାର ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଜିଲାପାଳମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲା ବିଜେଡି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା…
Archives


