ଅଭିନେତ୍ରୀ ରମ୍ଭାଙ୍କ କାର୍ ଦୁର୍ଘଟଣା: ଝିଅ ଗୁରୁତର
ବଲିଉଡ୍ ଅଭିନେତ୍ରୀ ରମ୍ଭା ଏକ କାର୍ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ସେ ସାମାନ୍ୟ ଆହତ ହୋଛନ୍ତି। କିନ୍ତୁ ତାଙ୍କ ଝିଅ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କାନାଡାରେ ରହୁଥିବା ରମ୍ଭା ସ୍କୁଲରୁ ଝିଅକୁ ଆଣିବାକୁ ଯାଇଥିବାବେଳେ…
ମେଲାଣି ନେଲେ ମା’ କାଳୀ
ଭଦ୍ରକ ଅଫିସ,୧।୧୧: ଦୀପାବଳିଠାରୁ ୭ଦିନ ଧରି ଚାଲିଥିବା ଭଦ୍ରକ କାଳୀପୂଜା ରବିବାର ଶେଷ ହୋଇଥିବା ବେଳେ ସୋମବାର ମା’ ମେଲାଣି ନେଇଛନ୍ତି। ଭଦ୍ରକର ଏକମାତ୍ର ରାଜଘାଟ ପୋଲ ପୂଜା ମଣ୍ଡପର ଭସାଣି ଶୋଭାଯାତ୍ରା ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଥିଲା। ମଣ୍ଡପ ନିକଟରୁ ଶୋଭାଯାତ୍ରା…
ନରେଲା ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ: ୨ ଜୀବନ୍ତ ଦଗ୍ଧ, ଅନେକ ଲୋକ ଫସିଥିବା ଆଶଙ୍କା
ନୂଆଦିଲ୍ଲୀ,୧।୧୧: ଦେଶର ରାଜଧାନୀ ଦିଲ୍ଲୀର ନରେଲା ଅଞ୍ଚଳରେ ଥିବା ଏକ ପାଇପ କାରଖାନାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଏବେ ବି ଫସି ରହିଛନ୍ତି।…
କେନ୍ଦ୍ରମନ୍ତ୍ରୀଙ୍କ କ୍ୟାମ୍ପେନ
ଧାମନଗର,୧ା୧୧(ସ୍ବ.ପ୍ର.): କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସୋମବାର ଧାମନଗର ବ୍ଲକର ନୂଆନନ୍ଦ, ଭଗବାନପୁର ଓ ଦଇପୁର ପଞ୍ଚାୟତରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ସାଧାରଣ ସଭା, ପଦଯାତ୍ରା ଓ ବାଇକ୍ ଶୋଭାଯାତ୍ରା କରି ଲୋକଙ୍କୁ…
‘ମୋତେ କାରଗିଲ୍ ଯିବାକୁ ଦେଉନାହାନ୍ତି’
ଶ୍ରୀନଗର,୧।୧୧: ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ମଙ୍ଗଳବାର ଭାଜପା ସରକାରକୁ ଟାର୍ଗେଟ୍ କରିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ଅଧିକାରୀମାନେ ତାଙ୍କୁ କାଗ୍ଗିଲ ଯିବାକୁ ଦେଉ ନ ଥିବା ଓମାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଚାଇନା ପୂର୍ବ ଲଦାଖରେ…
ପ୍ରଚାର ଅଭିଯାନ ସରଗରମ
ଧାମନଗର, ୧।୧୧(ଡି.ଏନ୍.ଏ.): ଧାମନଗର ଉପନିର୍ବାଚନ ପାଇଁ ଅସୁରାଳି ଜୋନ୍ରେ ପ୍ରଚାର ଅଭିଯାନ ବେଶ୍ ସରଗରମ ହେଉଛି। ବିରୋଧୀ ଦଳର ମୁଖ୍ୟ ସଚେତକ ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ଓ ଭାଜପା ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା…
ଖୋଲିଲା କୁଳଡିହା ଅଭୟାରଣ୍ୟ
ବାଲେଶ୍ୱର ଅଫିସ,୧।୧୧: ଆଜିଠୁ ଖୋଲିଲା ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟ। ପର୍ଯ୍ୟଟକଙ୍କ ପାଇଁ ଗୋହିରାଭୋଳଠାରେ ନେଚର୍ସ କ୍ୟାମ୍ପରେ ରାତ୍ରି ରହଣି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବର୍ଷଭଳି ଆଜିଠାରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ…
ବାଉଁଶ ଦେଉଛି ସୁରକ୍ଷା
ଚମ୍ପୁଆ,୧ା୧୧(ଡି.ଏନ୍.ଏ): କେନ୍ଦୁଝର ଜିଲା ଚମ୍ପୁଆ ଗାନ୍ଧୀଛକଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ ଅସୁରକ୍ଷିତ ଅବସ୍ଥାରେ ରହିଛି। ଉପର ମହଲାର ସୁରକ୍ଷା ବାଡ଼ ଭାଙ୍ଗିଯାଇଥିବା ବେଳେ ସାହାରା ପାଇଁ ଏକ ବାଉଁଶ ବାନ୍ଧାଯାଇଛି। ଏହାର ପ୍ରତିକାର ନିମନ୍ତେ ଚମ୍ପୁଆ ଏନ୍ଏସିର ଆନ୍ତରିକତାର ଅଭାବ ଦେଖାଯାଇଛି।…
ଅଗ୍ନିକାଣ୍ଡରେ ଘର ପୋଡି ପାଉଁଶ
ଗଞ୍ଜାମ,୧ା୧୧(ଡି.ଏନ.ଏ.): ଗଞ୍ଜାମ ଏନ୍ଏସି ଅଧୀନ ବରପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏକ ଘର ପୋଡି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ, ଗ୍ରାମର ସୁନିଲ ରଞ୍ଜନ ନାୟକଙ୍କ ପରିବାର ଲୋକେ ମନ୍ଦିର ଯାଇଥିଲେ। ସେତିକିବେଳେ ତାଙ୍କ ଘରେ ନିଆଁ ଲାଗିଯାଇଥିବା…
ଧାମନଗର ଉପନିର୍ବାଚନ: ଆଜି ସରିବ ପ୍ରଚାର
ଭଦ୍ରକ ଅଫିସ,୧।୧୧: ଆସନ୍ତା ୩ରେ ଧାମନଗର ଉପନିର୍ବାଚନ। ଏଥିପାଇଁ ପ୍ରଚାର ଜୋରଦାର ଚାଲିଛି। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ସରିବ। ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଗତ ୨୮ ଓ ୨୯ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ଅନୁପ୍ରବେଶ ବେଳେ ପାକ୍ ଆତଙ୍କବାଦୀ ନିହତ, ତଲାସି ଅଭିଯାନ ଜାରି
ଶ୍ରୀନଗର,୧।୧୧: ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସୁରକ୍ଷା ବଳ ପଣ୍ଡ କରିଦେଇଛି। କୁପଓ୍ବାରା ଜିଲାର କେରନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ପାକ୍ ଆତଙ୍କବାଦୀ ଯବାନଙ୍କ ଗୁଳିରେ ନିହତ ହୋଇଥିବା ଜମ୍ମୁ-କଶ୍ମୀର ପୋଲିସ କହିଛି। ଅନ୍ୟ ଅନୁପ୍ରବେଶକାରୀ ଲୁଚିଥିବା ଆଶଙ୍କାରେ…
ବିଲରୁ ମିଳିଲା ମହିଳାଙ୍କ ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ବଲାଙ୍ଗୀର ଅଫିସ/ସଇଁତଲା,୧ା୧୧: ବଲାଙ୍ଗୀର ଜିଲା ସଇଁତଳା ଥାନା ଅଧୀନ ଆମ୍ବପାଲି ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ଗାଁ ଏକ ବିଲରୁ ଉଦ୍ଧାର କରାଯାଇଛି। ପୋଲିସ ସୂଚନା ମୁତାବକ, ଆମ୍ବପାଲି ଗ୍ରାମର ଜାନକୀ ମହାନନ୍ଦ(୪୮) ସୋମବାର ସକାଳୁ ଗ୍ରାମଠାରୁ ୩କିମି ଦୂରରେ ଥିବା…
Archives


