ଡାକ ଟିକଟରେ ଚାଲର୍‌ସଙ୍କ ମୁକୁଟ ବିହୀନ ଛବି

ଲଣ୍ଡନ, ୯।୨: ବ୍ରିଟେନ୍‌ ରୟାଲ୍‌ ମେଲ ପକ୍ଷରୁ ବୁଧବାର କିଙ୍ଗ ଚାଲର୍‌ସ ତୃତୀୟଙ୍କ ଡାକ ଟିକଟ ଉନ୍ମୋଚନ କରାଯାଇଛି। ଷ୍ଟାମ୍ପରେ ଚାଲର୍‌ସଙ୍କ ମୁକୁଟ ବିହୀନ ଛବି ଦେଖିବାକୁ ମିଳିଛି। ପୂର୍ବ ପ୍ରକାରେ କୁଇନ୍‌ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମୁହଁ ବାମ ଆଡକୁ ଥିବାବେଳେ ଏହି ନୂତନ ଷ୍ଟାମ୍ପରେ ୭୪ ବର୍ଷୀୟ ଚାଲର୍‌ସଙ୍କ ମୁଖ ମଧ୍ୟ ସମାନ ପାର୍ଶ୍ୱ ଆଡ଼କୁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାରପୋର୍ଟରେ ବିନା ପୋଷାକରେ ହଠାତ୍‌ ଡ୍ୟାନ୍ସ କରିବାକୁ ଲାଗିଲେ ମହିଳା, ଆଉ ତା’ ପରେ…

ଜଣେ ମହିଳା ବିନା ପୋଷାକରେ ଡ୍ୟାନ୍ସ କରୁଥିବା ଭିଡିଓ ଦେଖିବାକୁ ମିଳିଛି। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମହିଳା ଜଣକ ଏୟାରପୋର୍ଟରେ ଡ୍ୟାନ୍ସ କରୁଥିବା...

୨୦୨୩ରେ ପୁଟିନଙ୍କ ଓ୍ବାର ଗେମ୍‌ : ବ୍ରିଟେନ ସାମୁଦ୍ରିକ ସୀମା ଅତିକ୍ରମ କରିବ ରୁଷିଆ ଯୁଦ୍ଧପୋତ…

ମସ୍କୋ/ଲଣ୍ଡନ,୩୧।୧୨ : ରୁଷିଆର ବିନାଶକାରୀ ଆଣବିକ କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ ବ୍ରିଟେନ ନିକଟବର୍ତ୍ତୀ ହେବାକୁ ପ୍ରସ୍ତୁତ। ଏହି ଯୁଦ୍ଧ ଜାହାଜରେ ଥିବା କ୍ଷେପଣାସ୍ତ୍ରଗୁଡିକ ଘଣ୍ଟା ପ୍ରତି...

ବ୍ରିଟେନରେ ମିଳୁନି ପେଟ୍ରୋଲ

ଲଣ୍ଡନ,୨୭ା୯: ବ୍ରିଟେନରେ ପେଟ୍ରୋଲ, ଡିଜେଲର ସଙ୍କଟ ଦେଖାଦେଇଛି। ଟ୍ରକ୍‌ ଡ୍ରାଇଭରଙ୍କ ଅଭାବ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଫଳରେ ବ୍ରିଟେନର ପ୍ରମୁଖ ସହରରେ ପ୍ରାୟ...

କରୋନା ଯୁଦ୍ଧରେ ଦୁର୍ବଳ ରଣନୀତି

ଓ୍ବାଶିଂଟନ,୨୪ା୭:ଆମେରିକା, ବ୍ରାଜିଲ, ବ୍ରିଟେନ ଓ ମେକ୍ସିକୋ। ଏହି ଦେଶଗୁଡ଼ିକର ନେତୃତ୍ୱ ଏପରି ନେତାମାନେ ନେଉଛନ୍ତି, ଯେଉଁମାନେ କି ପ୍ରାରମ୍ଭରେ କୋଭିଡ୍‌-୧୯କୁ ନୂ୍ୟନ ମନେକରିଥିଲେ। ସେମାନେ ଏହାର...

ପୁଣି ଥରିଲା ମେକ୍ସିକୋ

ମେକ୍ସିକୋ,୨୨।୯: ୨-୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମେକ୍ସିକୋରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୮ ରହିଥିଲା। ଏଥିରେ...

ଛାତ୍ରୀଛାତ୍ରଙ୍କ ମାନସିକ ଭାରସାମ୍ୟ ନଷ୍ଟ କରୁଛି ଫେସବୁକ: ମାମଲା ରୁଜୁ …

ଓ୍ବାଶିଂଟନ,୨୭।୩ : ଆମେରିକାର ସାନ ମ୍ୟାଟେଓ କାଉଣ୍ଟି ଶିକ୍ଷା ବୋର୍ଡ ଛାତ୍ରୀଛାତ୍ରମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଯୋଗ ଦେଇ ମାନସିକ ଭାରସାମ୍ୟ ହରାଇ ବସୁଥିବା ଅଭିଯୋଗ...

ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ନିର୍ବାଚନ ଫଳାଫଳ ଫିକ୍ସିଂ କରି ସାରିଛନ୍ତି ଇମ୍ରାନ୍‌ ସରକାର

ଖାଇବରପସ୍ତୁନଖ୍ବା,୧୪।୧୧: ଗିଲ୍‌ଗିଟ୍‌-ବଲ୍ଟିସ୍ତାନରେ ହେବାକୁ ଥିବା ନିର୍ବାଚନ ଫଳାଫଳକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ଫିକ୍ସିଂ କରି ସାରିଛନ୍ତି। ଏଠାରେ କେବଳ ନିର୍ବାଚନ ହେବ। କିନ୍ତୁ ଫଳାଫଳ...

କାବୁଲରେ ପହଞ୍ଚିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ,୨୧ା୧୦: ଆଫଗାନିସ୍ତାନର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହ ଆଲୋଚନା କରିବା ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେଶି ଗୁରୁବାର ଆଇଏସ୍‌ଆଇ ମୁଖ୍ୟ ଲେଫ୍ଟ ଜେନେରାଲ...

Advertisement
Archives

Model This Week