Home Left

ସରିଲା ପ୍ରଚାର: ୩ରେ ଉପନିର୍ବାଚନ

ଭଦ୍ରକ ଅଫିସ,୧।୧୧: ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ଯୋରଦାର ପ୍ରଚାର ହୋଇଥିଲା। ୩ ପ୍ରମୁଖ ଦଳ ପାଇଁ ମଇଦାନକୁ ହେଭିଓ୍ବେଟ ଓହ୍ଲାଇଥିଲେ। ଆସନ୍ତା ୩ ତାରିଖରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ୬ ତାରିଖରେ ଭୋଟ…

ବିକୁଥିଲେ ପାଣି ବୋତଲ, ହୋଟେଲରେ କରିଛନ୍ତି କାମ; ଦୀର୍ଘ ୧୮ ବର୍ଷର ସଂଘର୍ଷ ପରେ ହେଲେ ସୁପରଷ୍ଟାର…

ବମ୍ବେ: ଫିଲ୍ମ ‘କାନ୍ତାରା’ ରିଲିଜ ଦିନଠାରୁ ଚର୍ଚ୍ଚାରେ ଅଛନ୍ତି ମୁଖ୍ୟ ଅଭିନେତା ଋଷଭ ଶେଟ୍ଟୀ। ହାତଗଣତି ସ୍କ୍ରିନ୍‌ରେ ରିଲିଜ ହୋଇଥିବା ଏହି ଫିଲ୍ମ କ୍ରାନ୍ତି ଆଣିଛି କହିଲେ ଚଳେ। ବିଶେଷକରି ଏଥିରେ ଋଷଭଙ୍କ ଅଭିନୟ ଏବଂ ଚରିତ୍ରକୁ ଦର୍ଶକେ ବେଶ ପସନ୍ଦ…

ରାଧାପାଦ ଛୁଇଁବାକୁ ମନା: ମୁତୟନ ହେଲେ ୨୦ ପ୍ଲାଟୁନ ଫୋର୍ସ

ପୁରୀ ଅଫିସ,୧।୧୧: ବୁଧବାର ଅଁଳା ନବମୀ। କରୋନା ମହାମାରୀର ଦୁଇବର୍ଷ ପରେ ଏଥର ଶ୍ରଦ୍ଧାଳୁ ରାଧା ରାଧାପାଦ ଦର୍ଶନ କରିପାରିବେ । ଏ ନେଇ ପୁରୀ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ ରାଧାପାଦ ଦର୍ଶନ ଅନୁମତି ମିଳିଛି। ମାତ୍ର ଶ୍ରଦ୍ଧାଳୁ ପାଦ…

ଟିମ୍‌ ଇଣ୍ଡିଆରେ ଚୟନର ଉତ୍ସବ ପାଳିଲେ ଶୁଭମନ; ୫୭ ବଲ୍‌ରେ ମାରିଲେ ୧୨୬ ରନ୍‌…

ନୂଆଦିଲ୍ଲୀ,୧।୧୧: ଟିମ୍‌ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କ ଚୟନ ନ୍ୟୁଜିଲାଣ୍ଡ ଏବଂ ବାଲାଂଦେଶ ବିପକ୍ଷ ସିରିଜ ଲାଗି କରାଯାଇଛି। ସୋମବାର ଏନେଇ ଘୋଷଣା ହେବା ପରେ ମଙ୍ଗଳବାର ସେ ବଡ ସ୍କୋର କରିଛନ୍ତି। ସୟଦ ମୁସ୍ତାକ ଅଲି ଟ୍ରଫିର କ୍ୱାଟର…

‘କୌଣସି ଦ୍ୱନ୍ଦ୍ୱ ନାହିଁ କି ଚିନ୍ତା ନାହିଁ’; କେ.ଏଲ୍‌. ରାହୁଲଙ୍କୁ ନେଇ ଏଭଳି ସ୍ପଷ୍ଟୀକରଣ ଦେଲେ ଦ୍ରାବିଡ

ନୂଆଦିଲ୍ଲୀ,୧।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଏଯାବତ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରିଆସୁଛି। ପ୍ରଥମରୁ ଦୁଇଟି ମ୍ୟାଚ୍‌ ଜିତି ନେଇଥିବାରୁ ଦଳ ସେମିଫାଇନାଲରେ ଖେଳିବ ବୋଲି ଆଶା କରାଯାଉଛି। ଏମିତିରେ ବାଲାଂଦେଶ ବିପକ୍ଷରେ ନଭେମ୍ବର ୨ରେ ଦଳ ଚତୁର୍ଥ ମ୍ୟାଚ୍‌ ଖେଳିବ।…

ଲଢୁଆ ବ୍ୟାଟିଂ ସତ୍ତ୍ୱେ ୨୦ ରନରେ ହାରିଲା ନ୍ୟୁଜିଲାଣ୍ଡ…

ମେଲବୋର୍ନ,୧।୧୧: ଟି-୨୦ ବିଶ୍ୱକପର ୩୩ତମ ମ୍ୟାଚରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଲଢୁଆ ବ୍ୟାଟିଂ ସତ୍ତ୍ୱେ ନ୍ୟୁଜିଲାଣ୍ଡ ହାରିଛି। ଧାର୍ଯ୍ୟ ୧୮୦ ରନ୍‌ର ପିଛା କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୯ ରନ୍‌ କରିଥିଲା।…

ମୋରବିରେ ପହଞ୍ଚିଲେ ମୋଦି

ଅହମ୍ମଦାବାଦ,୧।୧୧: ଝୁଲାପୋଲ ଭୁଶୁଡିବା ଘଟଣା ପରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୋରବି ଜିଲାରେ ପହଞ୍ଚିଛନ୍ତି। ଆକାଶମାର୍ଗରୁ ଘଟଣାସ୍ଥଳ ଅନୁଧ୍ୟାନ କରିବା ପରେ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଲୋକଙ୍କୁ ଭେଟିବେ ବୋଲି ଜଣାପଡିଛି। ସୋମବାର ଏହି ଘଟଣାକୁ…

କଟାମୁଣ୍ଡ ଧରି ରାସ୍ତାରେ ଦୌଡୁଛି କୁକୁର, ଭିଡିଓ ଦେଖିଲେ…

ମେକ୍ସିକୋ,୧।୧୧: ମେକ୍ସିକୋ ସହରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ କୁକୁର ମଣିଷ କଟାମୁଣ୍ଡ ଧରି ରାସ୍ତାରେ ଦୌଡୁଛି। ଯାହାକୁ ଦେଖିଲେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଏକ…

କାର୍ତ୍ତିକରେ ଧବଳେଶ୍ୱର ଖାଁ ଖାଁ

ଆଠଗଡ଼,୧।୧୧(ଡି.ଏନ୍‌.ଏ.): କରୋନା ମହାମାରୀ ପରେ ଏବର୍ଷ ଭକ୍ତଙ୍କ ଏକ ପ୍ରକାର ଆଶା ଥିଲା ଶୈବ ପୀଠ ଧବଳେଶ୍ୱରରେ ପଞ୍ଚକ ଓ କାର୍ତ୍ତିକପୂର୍ଣ୍ଣିମା ପାଳନ ଲାଗି। ମାତ୍ର ଏବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କୁ ବାବା ଧବଳେଶ୍ୱରଙ୍କ ଦର୍ଶନ ଅନୁମତି ମିଳିବ ନାହିଁ । ଧବଳେଶ୍ୱର…

ନ୍ୟୁଜିଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୮୦…

ମେଲବୋର୍ନ,୧।୧୧: ଟି-୨୦ ବିଶ୍ୱକପର ୩୩ତମ ମ୍ୟାଚ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ବ୍ରିସବେନରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦ ଓଭରରେ ଇଂଲଣ୍ଡ ୬ ଓ୍ବିକେଟ ହରାଇ ୧୭୯ ରନ୍‌ ସ୍କୋର…

ଖାଇବା ପାଇଁ ‘ଜିମି ଜିମି ଆଜା ଆଜା’ ଗୀତ ଗାଉଛନ୍ତି ଚାଇନାବାସୀ

ବେଜିଂ,୧।୧୧: କରୋନା ବିରୋଧରେ ଲାଗୁ ହେଇଥିବା ଜିରୋ କୋଭିଡ ନୀତିକୁ ବିରୋଧ କରୁଛନ୍ତି ଚାଇନାବାସୀ। ବିଶେଷ କଥା ହେଉଛି ଏହି ସମୟରେ ଭେଟେରାନ ଭାରତୀୟ ଗାୟକ ବାପି ଲାହରୀଙ୍କ ପପୁଲାର ଗୀତ ‘ଜିମି ଜିମି ଆଜା ଆଜା’ର ଗୀତ ଶୁଣିବାକୁ ମିଳୁଛି।…

ଆଫଗାନିସ୍ତାନ ଟି-୨୦ ବିଶ୍ୱକପରୁ ବାହାର…

ମେଲବୋର୍ନ,୧।୧୧ : ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି -୨୦ ବିଶ୍ୱକପର ୩୨ ତମ ମ୍ୟାଚ ମଙ୍ଗଳବାର ବ୍ରିସବେନରେ ଖେଳାଯାଇଥିଲା। ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦ ଓଭରରେ ଆଠ ୱିକେଟ ହରାଇ ଆଫଗାନିସ୍ତାନ ୧୪୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri