ଓଜିବି ପକ୍ଷରୁ ସତର୍କତା ଜାଗରଣ ସପ୍ତାହ
ଭୁବନେଶ୍ୱର,୩।୧୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ପକ୍ଷରୁ ‘ସତର୍କତା ଜାଗରଣ ସପ୍ତାହ’ ନିକଟରେ ପାଳିତ ହୋଇଯାଇଛି। ଏପରିକି ଓଜିବିର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ(କର୍ମଶାଳା)ରେ ଯୋଗଦେଇ ବ୍ୟାଙ୍କର ଅଧ୍ୟକ୍ଷ ମୋହନ.ଏମ୍ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ସଚ୍ଚୋଟତାର ସଂକଳ୍ପ…
ଓଡ଼ିଶାରେ ଟିଭିଏସ୍ ଆଇକ୍ୟୁବ୍ ଇଲେକ୍ଟ୍ରିକ୍ ସ୍କୁଟର ଉନ୍ମୋଚିତ
ଭୁବନେଶ୍ୱର,୩।୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟିଭିଏସ୍ ମୋଟରର ନୂଆ ଟିଭିଏସ୍ ଆଇକ୍ୟୁବ୍ ଇଲେକ୍ଟ୍ରିକ୍ ସ୍କୁଟର ସିରିଜକୁ ଓଡ଼ିଶା ବଜାରରେ ଉନ୍ମୋଚନ କରାଯାଇଛି। ବୁଧବାର ସ୍ଥାନୀୟ ଡୁମ୍ଡୁମାଠାରେ ଅବସ୍ଥିତ ଏକ ହୋଟେଲ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀ ୩ଟି…
‘ଅବତାର: ଦ ୱେ ଅଫ ୱାଟର’ର ନୂଆ ଟ୍ରେଲର ରିଲିଜ୍, ଡିସେମ୍ବରରେ ରିଲିଜ୍ ହେବ ଫିଲ୍ମ
ମୁମ୍ବାଇ: ଜେମ୍ସ କ୍ୟାମରୁନଙ୍କ ନିର୍ଦ୍ଦେଶିତ ହଲିଉଡ ଫିଲ୍ମ ‘ଅବତାର’ ସାରା ବିଶ୍ୱରେ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ଭାବେ ଜଣାଶୁଣା । ଏହା ୨୦୦୯ରେ ରିଲିଜ୍ ହୋଇଥିଲା । ପ୍ରଥମ ଭାଗ ପରେ ସାରା ବିଶ୍ୱର ଦର୍ଶକେ…
ୟୁକୋ ବ୍ୟାଙ୍କ ପକ୍ଷରୁ ସତର୍କତା ସଚେତନତା ସପ୍ତାହ
ଭୁବନେଶ୍ୱର,୩।୧୧: ୟୁକୋ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ‘ସତର୍କତା ସଚେତନତା ସପ୍ତାହ’ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ଓ ଶାଖା କାର୍ଯ୍ୟାଳୟର କର୍ମଚାରୀମାନେ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଏପରିକି ବ୍ୟାଙ୍କ ପକ୍ଷରୁ ବିଭିନ୍ନ…
ଖିମ୍ଜୀ ରାଉରକେଲା ଷ୍ଟୋରର ୯ମ ବାର୍ଷିକ ଉତ୍ସବ
ଭୁବନେଶ୍ୱର,୩।୧୧: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସର ରାଉରକେଲା ଷ୍ଟୋରର ୯ମ ବାର୍ଷିକ ଉତ୍ସବ ବୁଧବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟୋର ପକ୍ଷରୁ ଆକର୍ଷଣୀୟ ରିହାତି ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଖିମ୍ଜୀ ଜୁଏଲର୍ସର ମୂଲ୍ୟବାନ୍ ଗ୍ରାହକଙ୍କ ପାଇଁ…
ଓକିଲଙ୍କ ଆନ୍ଦୋଳନ ଉପରେ ୧୪ରେ ଶୁଣାଣି
ନୂଆଦିଲ୍ଲୀ, ୩।୧୧: ଓଡ଼ିଶାର ବିଭିନ୍ନ ଜିଲାରେ ଆନ୍ଦୋଳନରତ ଆଇନଜୀବୀମାନେ କୋର୍ଟକୁ ଯାଉନାହାନ୍ତି। ସେମାନଙ୍କ କୋର୍ଟ ବର୍ଜନକୁ ବିରୋଧକରି ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଆଗତ ଏକ ଆବେଦନର ଶୁଣାଣି ଆସନ୍ତା ୧୪ ତାରିଖରେ କରିବାକୁ ବୁଧବାର ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଛନ୍ତି।…
ସବ୍ୟସାଚୀ ପଣ୍ଡାଙ୍କ ଆବେଦନ ଖାରଜ
ନୂଆଦିଲ୍ଲୀ,୩।୧୧: ଓଡ଼ିଶାର ବିଭିନ୍ନ କୋର୍ଟରେ ବିଚାରାଧୀନ ୬୪ ମାମଲାର ତ୍ୱରିତ ଶୁଣାଣି ସକାଶେ ନିର୍ଦ୍ଦେଶ ଦେବା ପାଇଁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍ କେ.ଏମ୍. ଜୋସେଫ୍ ଏବଂ ହୃଷୀକୋଶ ରାୟଙ୍କ ଖଣ୍ଡପୀଠ ଏହି…
ପାକିସ୍ତାନକୁ ଆର୍ଥିକ ସହାୟତା, ହାଇସ୍ପିଡ ଟ୍ରେନ୍ ଟେକନିକ ଯୋଗାଇ ଦେବ ଚାଇନା
ବେଜିଂ,୩ ।୧୧: ପାକସ୍ତାନ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ବେଜିଂ ଗସ୍ତରେ ଅଛନ୍ତି । ବୁଧବାର ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ୍ କରିଛନ୍ତି । ଏହି ସମୟରେ ଚାଇନା ପାକିସ୍ତାନକୁ ହାଇସ୍ପିଡ ଟ୍ରେନ୍ ଟେକନିକ ଓ ଆର୍ଥିକ ସହାୟତା…
ଜଳବାୟୁ ସଙ୍କଟକୁ ପ୍ରାଥମିକତା ଦିଆଯାଉନାହିଁ
ଲଣ୍ଡନ, ୩ା୧୧: ନଭେମ୍ବର ୬ରୁ ୧୮ ପର୍ଯ୍ୟନ୍ତ ଇଜିପ୍ଟରେ ଜାତିସଂଘ ଜଳବାୟୁ ସମ୍ମିଳନୀ କପ୍୨୭ ଅନୁଷ୍ଠିିତ ହେବ। ଉକ୍ତ ସମ୍ମିଳନୀ ପୂର୍ବରୁ ପ୍ରଖ୍ୟାତ ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗଙ୍କ ମନ୍ତବ୍ୟ ଏକ ଭିନ୍ନ ବାର୍ତ୍ତ ଦେଇଛି। ଗ୍ରେଟା ଉକ୍ତ ସମ୍ମିଳନୀରେ ଉପସ୍ଥିତ…
ସିଆର୍ପିଏଫ୍, ଆର୍ଏଏଫ୍ରେ ମହିଳାଙ୍କୁ ଗୁରୁଦାୟିତ୍ୱ
ନୂଆଦିଲ୍ଳୀ, ୩।୧୧: ପ୍ରଥମ ଥର ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍ପିଏଫ୍) ର ଦୁଇ ମହିଳା ଅଫିସର ସୀମା ଧୁଣ୍ଡିଆ ଏବଂ ଆନି ଆବ୍ରାହମଙ୍କୁ ଇନ୍ସ୍ପେକ୍ଟର ଜେନେରାଏ (ଆଇଜି) ପଦ ମିଳିଛି। ଦୁହେଁ ୧୯୮୭ରେ ପ୍ରଥମ ଥର ପାଇଁ ଫୋର୍ସରେ…
ଡେଥ୍ ଓଭର ପାଇଁ ଅର୍ଶଦୀପଙ୍କୁ ପ୍ରସ୍ତୁତ କରୁଥିଲା ଟିମ୍ ଇଣ୍ଡିଆ:ରୋହିତ
ଆଡିଲେଡ୍,୨ା୧୧: ବାଲାଂଦେଶ ବିପକ୍ଷ ମ୍ୟାଚ୍ରେ ହିରୋ ପାଲଟିଛନ୍ତି ଅର୍ଶଦୀପ ସିଂ। ବିଶେଷକରି ଡେଥ୍ ଓଭରରେ ତାଙ୍କ ପ୍ରଭାବଶାଳୀ ବୋଲିଂ ଲାଗି ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କର ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଡେଥ୍ ବୋଲିଂ ପାଇଁ ଭାରତ ଅର୍ଶଦୀପ ସିଂଙ୍କୁ ପ୍ରସ୍ତୁତ…
୫୦୦ ଲୋକଙ୍କୁ ପକ୍କା ଘର ଦେଲେ ମୋଦି
ନୂଆଦିଲ୍ଲୀ,୨।୧୧:ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିଲ୍ଲୀର କାଲକାଜୀ ଅଞ୍ଚଳରେ ରହୁଥିବା ୫୦୦ ଲୋକଙ୍କୁ ପକ୍କା ଘର ଚାବି ହସ୍ତାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ ‘ଇନ-ସିଟୁ ସ୍ଲମ୍ ରିହାବିଲିଟେସନ ପ୍ରୋଜେକ୍ଟ’ ଅନ୍ତର୍ଗତ ଦିଲ୍ଲୀର କାଲକାଜୀରେ ୩,୦୩୪ ନୂତନ ନିର୍ମାଣ ହୋଇଥିବା ଫ୍ଲାଟକୁ ଏକ…
Archives


