Home Left

ଟେଣ୍ଡର ପରେ ବି ରାସ୍ତା ମରାମତି ନାମରେ ଲୁଟ୍‌

ଚଣ୍ଡିଖୋଲ, ୩ା୧୧ (ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୈରୀଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଯାଇଛି। ତେବେ ଏହି ଟେଣ୍ଡର କାମ ଆରମ୍ଭ ପୂର୍ବରୁ ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ମରାମତି ନାମରେ…

‘ବିଦେଶରେ ଥାଇ ମୁମ୍ବାଇକୁ ଖୁବ୍‌ ମିସ୍‌ କରୁଥିଲି’

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିକଟରେ ଭାରତ ଫେରିଛନ୍ତି। ନିକ୍‌ ଜୋନାସଙ୍କୁ ବିବାହ କରିବା ପରେ ଲସ୍‌ ଏଞ୍ଜେଲସରେ ରହୁଥିବା ପ୍ରିୟଙ୍କା ୩ ବର୍ଷ ପରେ ନିଜ ଦେଶକୁ ଫେରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ…

ଟସ୍‌ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ…

ମେଲବୋର୍ନ,୩।୧୧ : ଟି-୨୦ ବିଶ୍ୱକପର ୩୬ ତମ ମ୍ୟାଚରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଗୁରୁବାର ମୁହାଁମୁହିଁ ହୋଇଛନ୍ତି। ସିଡନୀରେ ଖେଳାଯାଉଥିବା ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ବାବର ଆଜମ୍‌ଙ୍କ ନେତୃତ୍ୱରେ…

ମେଡିକାଲ ବାରଣ୍ଡାରେ ପ୍ରସବ କଲେ ମହିଳା

ଟିକିରି,୩ା୧୧(ଡି.ଏନ୍‌.ଏ.): ଗର୍ଭବତୀ ମହିଳାଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ସେହି ଯୋଜନାରୁ ମଧ୍ୟ କିଛି ଗର୍ଭବତୀ ବଞ୍ଚିତ ହେଉଥିବା ବେଳେ ଆଉ କିଛି ଗର୍ଭବତୀ ଖଟିଆରେ ବୁହା ହେଉଛନ୍ତି ତ ଆଉ କେଉଁଠି ଚଉକିରେ। ଏମିତି ଏକ ଅଭାବନୀୟ…

ମାତ୍ର ୧୧ ସେେକେଣ୍ଡରେ ହରିଣକୁ ଗିଳିଦେଲା ଅଜଗର: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୁଏ, ଯାହା ବେଶ୍‌ ଆଶ୍ଚର୍ଯ୍ୟଜନକ ହୋଇଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଏକ ଅଜଗର ସାପ ଆଖି ପିଛୁଳାକେ ପୁରା ହରିଣକୁ ଗିଳି ଦେଇଥିଲା। ଏହି ଭିଡିଓର ପ୍ରତ୍ୟେକ…

ପୋଲିଂ କର୍ମଚାରୀଙ୍କ ଜୀବନ ଗଲା

ଭଦ୍ରକ ଅଫିସ,୩ା୧୧: ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ କର୍ମଚାରୀ ନଟବର ମୁଣ୍ଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ଭଦ୍ରକ ଜିଲାର ବାଗୁରାଇରେ ବୋଲି ଜଣାପଡ଼ିଛି। ନଟବରଙ୍କୁ ଧାମନଗରର ୧୩୯ ନମ୍ବର ବୁଥ୍‌ରେ ପୋଲିଂ କର୍ମଚାରୀ ଭାବେ ନିୟୋଜିତ କରାଯାଇଥିଲା। ବୁଧବାର…

ପିଲାଙ୍କୁ କରାଟେ ଶିଖାଇଲେ ରାହୁଲ ଗାନ୍ଧୀ

ହାଇଦ୍ରାବାଦ୍‌,୩।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଏବେ ତେଲେଙ୍ଗାନାରେ ଚାଳିଛି। ଏହି ଯାତ୍ରା ଗୁରୁବାର ରୁଦ୍ରାରାମ ଗ୍ରାମରୁ ଆରମ୍ଭ ହୋଇଥିଲା। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହ ବହୁ ସଂଖ୍ୟାରେ କାର୍ଯ୍ୟକାର୍ତ୍ତା ଉପସ୍ଥିତ ଥିଲେ। ଏଥି ସହିତ…

କିଙ୍ଗଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଏକାଠି ହୋଇଥିଲେ ଲକ୍ଷଲକ୍ଷ ପ୍ରଶଂସକ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ ନଭେମ୍ବର ୨ ଅର୍ଥାତ୍‌ ଗତକାଲି ତାଙ୍କର ଜନ୍ମଦିନ ପାଳନ କରିଥିଲେ। ଏହି ଖାସ୍‌ ଦିନରେ କିଙ୍ଗ୍‌ଖାନ୍‌ ପ୍ରଶଂସକମାନଙ୍କୁ ବେଶ୍‌ ଖୁସି ବି କରିଥିଲେ। ଗୁରୁବାର ତାଙ୍କର ଏହି ଖୁସି ମୁହୂର୍ତ୍ତର ଫଟୋ ଭାଇରାଲ ହେଉଛି।…

ବିବାହ କଲେ ଦୁଇ ସୁନ୍ଦରୀ

ବୁଏନୋସ ଆଇରେସ,୩।୧୧: ମିସ ଆର୍ଜେଣ୍ଟିନା ମାରିଆନା ଭାରେଲା ଏବଂ ମିସ ପୁଏର୍ଟୋ ରିକୋ ଫାବିଓଲା ଭାଲେଣ୍ଟାଇନ ନିଜ ସମ୍ପର୍କକୁ ନେଇ ବଡ଼ ଖୁଲାସା କରିଛନ୍ତି। ଦୁହେଁ ଦଗତ ଦୁଇ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ। ଏବେ ସେମାନଙ୍କ ସମ୍ପର୍କକୁ ଏକ…

ଚେତାବନୀ ଦେଲେ ବାଇଡେନ

ନ୍ୟୁୟର୍କ,୩।୧୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଥିବା ଏବଂ ରାଜନୈତିକ ହିଂସା ବିସ୍ତାର କରୁଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି। ହ୍ବାଇଟ ହାଉସରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି, ଆମେରିକାର ଗଣତନ୍ତ୍ର…

କମିଲା ରୋନାଲଡୋ, କୋହଲିଙ୍କ ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ,୩।୧୦: ସୋସିଆଲ ମିଡିଆ ଆପ ଇନଷ୍ଟାଗ୍ରାମରେ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ବିରାଟ କୋହଲିଙ୍କ ଫଲୋଅର୍ସ ସଂଖ୍ୟା କମିଯାଇଛି। ବୈଷୟିକ ତ୍ରୁଟି ଯୋଗୁ ଉଭୟଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ହ୍ରାସ ପାଇଛି। ଏହି ବୈଷୟିକ ତ୍ରୁଟି ହେତୁ ଲୋକମାନେ ସେମାନଙ୍କର ପୋଷ୍ଟ ଏବଂ…

ବଜାରରେ ମିଳୁଛି ପ୍ରିଣ୍ଟେଡ୍‌ ସିଙ୍ଗଡ଼ା, କୋଡ୍‌ ଓ୍ବାର୍ଡ ଜାଣିଲେ…

ସିଙ୍ଗଡ଼ାର ନାଁ କାହାକୁ ବା ଅଜଣା। ଅନେକ ସହର ଅଛି, ଯାହାକି କେବଳ ସିଙ୍ଗଡ଼ା ପାଇଁ ପ୍ରସିଦ୍ଧ। ପୂର୍ବରୁ ସିଙ୍ଗଡ଼ାରେ କେବଳ ଆଳୁ-ମଟର ପୂର ଭାବେ ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ବଦଳୁଥିବା ସମୟରେ ଏହାର ପୂର ମଧ୍ୟ ବଦଳି ଯାଇଛି। ଆଜିକାଲି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri