ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୧ ଜୀବନ
ଭୋପାଳ,୪।୧୧: ମଧ୍ୟପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବେଟୁଲ ଜିଲାର ଜାଲାର ପୋଲିସ ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ବସ ଏବଂ କାର ମଧ୍ୟରେ…
ଓଲିଉଡ୍ରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ‘ଦମନ’
ଭୁବନେଶ୍ୱର,୪।୧୧(ବ୍ୟୁରୋ): ବହୁ ପ୍ରତିକ୍ଷାର ଅନ୍ତ ପରେ ଏଥର ଫିଲ୍ମ ଫ୍ରାଇଡେ’ ଶୁକ୍ରବାରରେ ଶୁଭମୁକ୍ତି କରୁଛି ଓଡ଼ିଆ ଚଳଚ୍ଚିତ୍ର ‘ଦମନ’। ବର୍ତ୍ତମାନ ଓଡ଼ିଆ ସିନେମାର ସ୍ଥିତି ଠିକ୍ ନ ଥିବାବେଳେ ମୌଳିକ କଥାବସ୍ତୁ ଉପରେ ଆଧାରିତ ଏହି ଫିଲ୍ମ ଓଲିଉଡରେ ବୈପ୍ଳବିକ ପରିବର୍ତ୍ତନ…
ଲଳିତ ଦାସ ରାଜ୍ୟ ପ୍ରିଣ୍ଟିଂ ପ୍ରେସ୍ ନିର୍ଦ୍ଦେଶକ
ଭୁବନେଶ୍ୱର,୪ା୧୧(ବ୍ୟୁରୋ): ୧୯୯୨ ବ୍ୟାଚ୍ ଓଡ଼ିଆ ଆଇପିଏସ୍ ଅଫିସର ଲଳିତ ଦାସଙ୍କୁ କଟକସ୍ଥିତ ରାଜ୍ୟ ପ୍ରିଣ୍ଟିଂ, ଷ୍ଟେସନେରି ଓ ପବ୍ଲିକେଶନ୍ ନିର୍ଦ୍ଦେଶକ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଏ ନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଦୀର୍ଘ…
୨୬ ବର୍ଷ ସାନ ଅଙ୍କିତାଙ୍କୁ ବିବାହ ପୂର୍ବରୁ ଆଉ କେତେଜଣ ଅଭିନେତ୍ରୀଙ୍କ ସହ ମିଲିନ୍ଦଙ୍କର ଥିଲା ରିଲେଶନ
ମୁମ୍ବାଇ: ଲକ୍ଷେ ଦିଲର ଧଡକନ ଦେଶର ‘ଆଇନ ମ୍ୟାନ’ ମିଲିନ୍ଦ ସୋମନ ତାଙ୍କର ୫୭ତମ ଜନ୍ମଦିନ ପାଳନ କରୁଛନ୍ତି । ବୟସକୁ ଏକ ନମ୍ବର ବୋଲି ଧରିନେଇଥିବା ମିଲିନ୍ଦଙ୍କ ଫିଟନେସର ଅନେକ ପ୍ରଶଂସକ ରହିଛନ୍ତି । ହେଲେ ଯୁବତୀମାନଙ୍କ ମଧ୍ୟରେ ତାଙ୍କ…
ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ
ପୁରୀ ଅଫିସ,୪ା୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶୁକ୍ରବାରଠାରୁ ଶ୍ରୀକ୍ଷେତ୍ର ସମେତ ଶ୍ରୀମନ୍ଦିରରେ ପଞ୍ଚକ ନୀତି ଆରମ୍ଭ ହେବ। ପଞ୍ଚକର ପ୍ରଥମ ଦିନ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ଅନୁଷ୍ଠିତ ହେବ। ଅବକାଶ…
ରାହିଲଙ୍କ ପାଇଁ ୮ ବର୍ଷ ପ୍ରତୀକ୍ଷାର ଅବସାନ
ଭୁବନେଶ୍ୱର, ୪।୧୧ (କ୍ରୀଡ଼ା ପ୍ରତିନିଧି):ମହମ୍ମଦ ରାହିଲ ମୌସିନଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ ଅବିସ୍ମରଣୀୟ ହୋଇଛି। ଏହାର କାରଣ ମଧ୍ୟ ଅନେକ। ଅକ୍ଟୋବର ୨୮ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷ ହକି ପ୍ରୋ ଲିଗ୍ ମ୍ୟାଚରେ ସେ ଏଠାରେ ଭାରତ ପକ୍ଷରୁ ସିନିୟର ସ୍ତରରେ…
ସିଏମ୍ସି,ଓଏଚ୍ପିସି, ଜଗନ୍ନାଥ ବିଶ୍ୱବିଦ୍ୟାଳୟ ପାଇଁ ଆରମ୍ଭ ହେଲା ଇ-ଅଫିସ
ଭୁବନେଶ୍ବର,୪ା୧୧(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର କଟକ ମହାନଗର ନିଗମ (ସିଏମ୍ସି), ଓଡ଼ିଶା ଜଳବିଦ୍ୟୁତ୍ ନିଗମ (ଓଏଚ୍ପିସି) ଏବଂ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ନିମନ୍ତେ ଇ-ଅଫିସ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ଲୋକସେବା ଭବନ ସଭାଗୃହରୁ ଏହି…
ପ୍ରେମିକା ଗାଲରେ ପ୍ରେମିକ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ ଟାଟୁ କରିବା ଏକ ଫ୍ୟାଶନ ପାଲଟିଗଲାଣି। ତେବେ ଅନେକେ ନିଜ ଦେହରେ ବିଭିନ୍ନ ପ୍ରକାରର ଟାଟୁ କରୁଥିବା ଦେଖିବାକୁ ମିଳୁଛି। ପ୍ରେମୀ ଯୁଗଳ ମଧ୍ୟ ପରସ୍ପରଙ୍କ ନାମ ଲେଖୁଛନ୍ତି। ତେବେ ଏଠାରେ ଏକ ଅଜବ…
‘ଭାରତକୁ ହରାଇଲେ ଜିମ୍ବାଓ୍ବେ ଖେଳାଳିଙ୍କୁ ବାହାହେବି’
ନୂଆଦିଲ୍ଲୀ: ଏବେ ଟି-୨୦ ବିଶ୍ୱ କପ୍ ଚାଲୁଥିବାବେଳେ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ବିବାଦୀୟ ଟୁଇଟ୍ ସାମ୍ନାକୁ ଆସିଛି। ଅଭିନେତ୍ରୀ ଶେହର ସିନୱାରୀ ତାଙ୍କ ଟୁଇଟ୍ରେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବାବଦରେ ଟିପ୍ପଣୀ ଦେଇଛନ୍ତି। ସେ ଲେଖିଛନ୍ତି,…
ଜିଓ ୫ଜି କୁ ‘କ୍ଲାଉଡ୍ ନେଟିଭ୍ ଆୱାର୍ଡ’
ମୁମ୍ବାଇ,୪।୧୧:ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ଜିଓକୁ ଆଉ ଏକ ସମ୍ମାନ ମିଳିଛି। ଏପରିକି ଲଣ୍ଡନଠାରେ ଆୟୋଜିତ ୱାର୍ଲଡ୍ କମ୍ୟୁନିକେଶନ ଆୱାର୍ଡର ୨୪ତମ ସଂସ୍କରଣରେ ଜିଓ ୫ ଜି ପ୍ଲାଟ୍ଫର୍ମସକୁ ‘କ୍ଲାଉଡ୍ ନେଟିଭ୍ ଆୱାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ଟେଲିକମ୍ ଶିଳ୍ପରେ କାର୍ଯ୍ୟ…
ଜେଏସ୍ଏଲ୍ର ୨ୟ ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୪।୧୧:ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ପରିଚାଳନା ବୋର୍ଡର ସୁପାରିସକ୍ରମେ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ପରିଚାଳନା ବୈଠକରେ ଗତ ୩ ମାସର ଅଣ ସମୀକ୍ଷିତ ଆର୍ଥିକ…
ଏଲାୟନ୍ସ ଏୟାର ବିମାନର ପରୀକ୍ଷାମୂଳକ ଉଡାନ ଆଜି
ଝାରସୁଗୁଡ଼ା ଅଫିସ,୪।୧୧: ଝାରସୁଗୁଡ଼ା ଭିଏସ୍ଏସ୍ (ବୀର ସୁରେନ୍ଦ୍ର ସାଏ)ବିମାନ ବନ୍ଦର ଦେଇ ଚଳାଚଳ କରୁଥିବା ଏକମାତ୍ର ସ୍ପାଇସଜେଟ ବିମାନ ଯାତ୍ରୀଙ୍କ ଚାହିଦା ମେଣ୍ଟାଇ ପାରୁ ନ ଥିବାବେଳେ ଅତିରିକ୍ତ ବିମାନ ଚଳାଚଳ କରିବାର ଆବଶ୍ୟକତା ରହିଥିଲା। ଏହାକୁ ଦୃଷ୍ଟିରେ ରଖି ନଭେମ୍ବର…
Archives


