Home Left

ଯାତ୍ରୀ ବିଶ୍ରାମାଗାର ବିପଦପୂର୍ଣ୍ଣ

ଗୋପବନ୍ଧୁ ନଗର,୪ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ଓ ଖୁଣ୍ଟା ବ୍ଲକ ସୀମା ତଥା ବାଲେଶ୍ୱରରୁ ବାରିପଦା-୍‌ଉଦଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଧାନଘେରା ଛକଠାରେ ନିର୍ମାଣ ହୋଇଥିବା ଯାତ୍ରୀ ବିଶ୍ରାମାଗାର ବିପଦସଙ୍କୁଳ ହୋଇ ପଡ଼ିଛି। ବର୍ଷ ତଳେ ନିର୍ମାଣ ହୋଇଥିବା…

ଗୁଜରାଟ ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଏଏପି

ନୂଆଦିଲ୍ଲୀ,୪।୧୧: ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନ। ତେବେ ଗୁରୁବାର ନିର୍ବାଚନର ତାରିଖ ଘୋଷଣା ହେବାର ଗୋଟିଏ ଦିନ ପରେ ଅର୍ଥାତ୍‌ ଶୁକ୍ରବାର ଏଏପି ମୁଖ୍ୟ ଅରବିନ୍ଦ କେଜିର୍‌ଓ୍ବାଲ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ,…

ଚାଷରେ ଅଗ୍ରଗତି କରୁଛନ୍ତିି ମହିଳା

ଚମ୍ପୁଆ,୪ା୧୧(ଡି.ଏନ୍‌.ଏ): ବଜାର ଓ ସଂରକ୍ଷଣ ଅଭାବରୁ ଚାଷୀ ଉପତ୍ାଦିତ ସାମଗ୍ରୀର ମୂଲ୍ୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଫଳରେ ଅନେକ ଚାଷୀ କ୍ଷତି ସହି ଚାଷ ପ୍ରତି ମୁହଁ ଫେରାଉଛନ୍ତି। ଏଭଳି ସମୟରେ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍‌ ମହେଶ୍ୱରପୁର ଗ୍ରାମର ବାବା…

ଭର୍ଚୁଆଲରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ଆଠଗଡ,୪।୧୧(ସ୍ବ.ପ୍ର.): ଆଜି ପଞ୍ଚକ ପ୍ରଥମ ଦିନରେ ବାବା ଧବଳେଶ୍ୱରଙ୍କୁ ଏଲ୍‌ଇଡିରେ ଦର୍ଶନ କରୁଛନ୍ତି ଭକ୍ତ। ଝୁଲା ପୋଲକୁ ବିପଦସଙ୍କୁଳ ଦର୍ଶାଇ ପୀଠ ଚାରିପଟେ ୧୪୪ ଧାରା ଜାରି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଏଲ୍‌ଇଡି ବ୍ୟବସ୍ଥା କରାଯାଇଛି। ଏହାସହ ଶ୍ରଦ୍ଧାଳୁଙ୍କ ଭିଡକୁ…

କ୍ଷେତରେ ଗୋରୁ ଛାଡ଼ିଦେଲେ ଚାଷୀ

ତେଲକୋଇ,୪ା୧୧(ଡି.ଏନ.ଏ): ଧାନ ଥୋଡ଼ ଧରୁଥିବା ବେଳେ ବର୍ଷା ଏକ ପ୍ରକାର ଉଭାନ୍‌ ହୋଇଯାଇଛି। ଫଳରେ ଧାନଗଛ ଶୁଖି ମରିଗଲାଣି। ବର୍ଷକର ପରିଶ୍ରମ ଏବେ ମାଟିରେ ମିଶିବାକୁ ବସିଛି। ଚାଷୀ ଉପାୟଶୂନ୍ୟ ହୋଇ କ୍ଷେତରେ ଗୋରୁ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି। ଗୁରୁବାର…

କର୍ମଚାରୀଙ୍କୁ ଟୁଇଟର୍‌ ପକ୍ଷରୁ ନିର୍ଦ୍ଦେଶ: ଯଦି ଅଫିସ୍‌ ଆସୁଛ, ତେବେ ଘରକୁ ଫେରିଯାଅ

ନ୍ୟୁୟର୍କ,୪।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର କିଣିବା ପରେ ଖର୍ଚ୍ଚ ହ୍ରାସ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜିଠାରୁ ଟୁଇଟରରେ କର୍ମଚାରୀଙ୍କ ଛଟେଇ ଆରମ୍ଭ ହୋଇଛି। କମ୍ପାନୀର ଭିତ୍ତିଭୂମି ଖର୍ଚ୍ଚ ହ୍ରାସ କରି ମସ୍କ ପ୍ରାୟ ୮୨…

ବିକାଶ ଅପେକ୍ଷାରେ ‘ସୀତାକୁଣ୍ଡ’

ବାରିପଦା ଅଫିସ,୪ା୧୧: ପ୍ରାକୃତିକ ପରିବେଶ ଭରା ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ। ଏହାର ଚତୁଃପାର୍ଶ୍ୱରେ ଥିବା ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ସୀତାକୁଣ୍ଡ ଜଳପ୍ରପାତ ଅନ୍ୟତମ। ଶାମାଖଣ୍ଟା ବ୍ଲକ ଅଧୀନ ଶିମିଳିପାଳ ପାଦଦେଶ ଲୁଲୁଙ୍ଗ ନିକଟରେ ରହିଛି ଏହି ଜଳପ୍ରପାତ। ପ୍ରାକୃତିକ ସବୁଜିମାରେ…

ସ୍କୁଟି ଭିତରେ ଲୁଚି ରହିଥିଲା ବିଷଧର ସାପ

ସୋସିଆଲ ମିଡିଆରେ କିଛି ନା କିଛି ଫଟୋ,ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର ହୋଇଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଶେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଷଧର ସାପ…

୭ବର୍ଷ ହେଲା ଓଭରବ୍ରିଜ୍‌ କାମ ସରୁନି

ଜଟଣୀ,୪ା୧୧(ଡି.ଏନ୍‌.ଏ.): ଜଟଣୀର ବହୁପ୍ରତୀକ୍ଷିତ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଓ ବିଳମ୍ବ ପ୍ରତିବାଦରେ ଗୁରୁବାର ଜଟଣୀ ନାଗରିକ କମିଟି ପକ୍ଷରୁ ସୀତାରାମ ଛକଠାରେ ଦୁଇଦିନିଆ ଗଣଧାରଣା ଓ ଅନଶନ କରାଯାଇଛି। ନାଗରିକ କମିଟିର ସଭାପତି ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ଉକ୍ତ କମିଟି…

ସ୍କୁଲ ବନ୍ଦ କରିବାକୁ ଅପିଲ୍‌

ନୂଆଦିଲ୍ଲୀ,୪।୧୧: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ଆମ ଆଦମୀ ପାର୍ଟିକୁ ଘେରି ରହି ସ୍କୁଲ ବନ୍ଦ କରିବାକୁ ଅପିଲ୍‌ କରିଛି। କେବଳ ଏତିକି ନୁହେଁ, ଶୁକ୍ରବାର ସକାଳେ ଏକ ଖବରଦାତା…

ଆଜି ରାଜ୍ୟରୁ ୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୬,୨୩୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯ ଜଣ ଚିହ୍ନଟ ହୋଇଥିବା…

ଧାନରେ ଜଗନ୍ନାଥଙ୍କ ପ୍ରତିକୃତି କଲେ ଚନ୍ଦନ

ବୋଲଗଡ଼,୪ା୧୧(ଡି.ଏନ୍‌.ଏ.): ଧାନରେ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି କରି ଚର୍ଚ୍ଚାକୁ ଆସିଛନ୍ତି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଧୀନ ମର୍ଦ୍ଦାବାଡି ଗ୍ରାମର ଚନ୍ଦନ ପଶ୍ଚିମକବାଟ। ସେ ପରମାନନ୍ଦ ମହାବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର ହୋଇଥିବା ବେଳେ ଯେକୌଣସି ଚିତ୍ରକୁ ଦେଖି ଅବିକଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri