Home Left

ମଥୁରାରୁ ନିର୍ବାଚନ ଲଢ଼ିବେ କଙ୍ଗନା? ଏମ୍‌ପି ହେମା କହିଲେ-ରାକ୍ଷୀ ସାଓ୍ବନ୍ତ ବି ଜିତିଯିବ…

ନୂଆଦିଲ୍ଲୀ,୨୪।୯: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ କଟାକ୍ଷ କରିଛନ୍ତି ଭେଟେରାନ ଅଭିନେତ୍ରୀ ହେମା ମାଳିନୀ। ମଥୁରା ଲୋକ ସଭା ଆସନରୁ କଙ୍ଗନା ଲଢ଼ିବା ପ୍ରସଙ୍ଗରେ ପଚରାଯିବାରେ ସେ କହିଛନ୍ତି ଯେ, ବହୁତ ଭଲ କଥା। ମୋ ବିଚାର କିନ୍ତୁ ଭଗବାନଙ୍କ ଉପରେ…

ଆଇପିଏଲ୍‌ରୁ ସନ୍ନ୍ୟାସ ନା କିଛି ବଡ଼ ଘୋଷଣା? ସେପ୍ଟେମ୍ବର ୨୫ରେ ଲାଇଭ୍‌ ଆସିବେ ଧୋନୀ

ନୂଆଦିଲ୍ଲୀ,୨୪।୯: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରଶଂସକଙ୍କ ଲାଗି କିଛି ନୂଆ ଏବଂ ବଡ଼ କରିବାକୁ ଯାଉଛନ୍ତି। ସେପ୍ଟେମ୍ବର ୨୫ ଅପରାହ୍ନ ୨ଟାରେ ସେ ଲାଇଭ୍‌ ଆସି ଜରୁରୀ ଘୋଷଣା କରିବେ ବୋଲି ଘୋଷଣା କରିଛନ୍ତି। ବିଶେଷକରି…

ବସଷ୍ଟାଣ୍ଡରୁ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ରସୁଲପୁର,୨୪।୯(ଡି.ଏନ୍‌.ଏ.): କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ କରି ୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଯାଜପୁର ରୋଡ଼ ଅଞ୍ଚଳର ଅଜୁ ଦାସ ।…

ସନ୍ଦେହ ଘେରରେ ଜିଲା ପରିଷଦ ସଭ୍ୟଙ୍କ ମୃତ୍ୟୁ, ମିଳିଥିବା ମୋବାଇଲ୍‌ ଖୋଲିବ କି ଗୁମର

ଭୁବନେଶ୍ୱର,୨୪।୯: ପୁରୀ ୧୧ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା ସନ୍ଦେହ ଘେରରେ ରହିଛି । ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଚର୍ଚ୍ଚା ହେଉଛି। ଜିଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ଦିତ୍ୱୀୟ ଥର ଲାଗି…

ଆୟକର ଅଧିକାରୀଙ୍କ ଘରେ ସିବିଆଇ ରେଡ୍‌

ଖୋର୍ଦ୍ଧା ଅଫିସ ,୨୪।୯: ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ପକ୍ଷରୁ ଶନିବାର ଚଢ଼ାଉ ହୋଇଛି। ସୁମନ ଖୋର୍ଦ୍ଧାର ଏକ ଜୁଏଲାରୀ ମାଲିକଙ୍କ ଠାରୁ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ସିବିଆଇ ଟିମ୍‌ ତାଙ୍କୁ…

ବିଦେଶ ଯାତ୍ରା ଲାଗି ଅନୁମତି ମିଳିଲାନି: ଭାଜପା ଉପରେ ବର୍ଷିଲେ ପଞ୍ଜାବ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ଏବେ ପଞ୍ଜାବର ଶକ୍ତି ମନ୍ତ୍ରୀ ଅମନ ଅରୋରାଙ୍କୁ ବିଦେଶ ଯାତ୍ରା ଲଗି କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମିଳିପାରିନାହିଁ। ଏହି ପ୍ରସଙ୍ଗରେ ଏବେ ଏଏପି ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ଭାଜପା…

ଅଢ଼େଇ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତଙ୍କୁ ଛେଚିଲେ ଗ୍ରାମବାସୀ

ବଡ଼ବିଲ,୨୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଚଟେଇ ହଟିଂ ଅଞ୍ଚଳରେ ଶନିବାର ଏକ ଲଜ୍ଜାକର ଘଟଣା ଘଟିଛି। ଜଣେ ଅଢ଼େଇ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର ଉଦ୍ୟମ କରି ଖସି ପଳାଉଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଧରି ନିର୍ଧୂମ…

ଫେଡରରଙ୍କ ଲାଗି ନାଡାଲଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ,୨୪।୯: ରୋଜର ଫେଡରରଙ୍କ ଲାଗି ରାଫେଲ ନାଡାଲଙ୍କ ଆଖିରେ ଲୁହ। ଲାଭର କପ୍‌ରେ କ୍ୟାରିୟରର ଶେଷ ଟେନିସ୍‌ ମ୍ୟାଚ୍‌ ଖେଳୁଥିବା ବେଳେ ଏଭଳି କିଛି ଦୃଶ୍ୟ କ୍ରୀଡ଼ାପ୍ରେମୀଙ୍କୁ ଭାବବିହ୍ବଳ କରିଛି। ଟେନିସ୍‌ କୋର୍ଟରେ ପରସ୍ପରର ଚୀର ପ୍ରତିଦ୍ୱନ୍ଦ୍ୱୀ ସତ୍ତ୍ୱେ ଫେଡରରଙ୍କ ଲାଗି…

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୦୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪ା୯(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୨୨,୫୦୪ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଅପେକ୍ଷାର ଅନ୍ତ! ଅକ୍ଟୋବର ପହିଲାରୁ ଆରମ୍ଭ ହେବ ୫ଜି ସେବା

ନୂଆଦିଲ୍ଲୀ,୨୪।୯: ୫ଜିକୁ ନେଇ ଅପେକ୍ଷାର ହେବାକୁ ଯାଉଛି ଅନ୍ତ। ଆସନ୍ତା ମାସ ଅର୍ଥାତ ଅକ୍ଟୋବରରେ ଭାରତରେ ୫ଜି ସେବା ରୋଲ୍‌ଆଉଟ୍‌ ହେବ। ଟେଲିକମ୍‌ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବରୁ ଏ ବିଷୟରେ ସୂଚନା ଦେଇଛନ୍ତି। ଏବେ ଏହାର ତାରିଖ ମଧ୍ୟ ସ୍ଥିର…

ବାନ୍ଧବୀ ଅମୃତାଙ୍କ ଫଟୋ ଶେୟାର କରି କରୀନା ଲେଖିଲେ ଏମିତି

ମୁମ୍ବାଇ: କରୀନା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶନିବାର ଏକ ଫଟୋ ଶେୟାର କରିଛନ୍ତି। ଯାହାକୁ ନେଇ ପ୍ରଶଂସକ ମହଲରେ ଖୁବ୍‌ ଚର୍ଚ୍ଚା। ଏହି ଫଟୋରେ କରୀନା ତାଙ୍କ ବାନ୍ଧବୀ ଅମୃତା ଆରୋରା ଏବଂ ମେକଅପ କଳାକାର ମଲ୍ଲିକା ଭଟ୍ଟଙ୍କ ସହ ବସି ହସୁଥିବାର…

ଆଗାମୀ ବିଶ୍ୱକପ୍‌ରେ ଓପନିଂ କରିବେ କୋହଲି? ପ୍ରଶ୍ନ ଶୁଣି ରାଗିଗଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୪।୯: ଟି-୨୦ ବିଶ୍ୱକପ୍‌ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି। ଏହାପୂର୍ବରୁ ସମସ୍ତ ଦଳ ସେମାନଙ୍କ ସ୍କ୍ବାର୍ଡ ଘୋଷଣା କରିଛନ୍ତି। ତେବେ ବିଶ୍ୱକପ୍‌ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ଖେଳୁଛି। ଦଳର ଖେଳାଳିମାନେ ଭଲ ପ୍ରଦର୍ଶନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri