Posted inଜାତୀୟ

ନାଗାଲାଣ୍ଡ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିବେ ନଡ୍ଡା

ନୂଆଦିଲ୍ଲୀ,୧୪।୨: ଆସନ୍ତା ଫେବୃୟାରୀ ୨୭ରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ସବୁ ଦଳଙ୍କ ମଧ୍ୟରେ ପ୍ରସ୍ତୁତି ଜୋରଦାର ଚାଲିଛି। ତେବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଙ୍ଗଳବାର ଦୁଇ ଦିନିଆ ନାଗାଲାଣ୍ଡ ଏବଂ ମେଘାଳୟ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଜେ.ପି ନଡ୍ଡା ଅପରାହ୍ନରେ ନିର୍ବାଚନ ରାଲି କରିବା ସହ ଘୋଷଣାପତ୍ର ପ୍ରକାଶ କରିବେ। ଏଥିସହ ସମାବେଶକୁ ସମ୍ବୋଧିତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ଦଳର ଗଣମାଧ୍ୟମ ମୁଖ୍ୟ ଅନୀଲ ବାଲୁନି କହିଛନ୍ତି। ଏହି ରାଲିରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫ୍ୟୁ ରିଓ, ଉପମୁଖ୍ୟମନ୍ତ୍ରୀ ୟାନଥୁଙ୍ଗୋ ପାଟନ ଏବଂ ରାଜ୍ୟ ଭାଜପା ସଭାପତି ତେମଜେନ ଇମନା ଅଲାଙ୍ଗା ମଧ୍ୟ ଉପସ୍ଥିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

କୁତବ ମିନାରରେ ହେବ ପ୍ରତ୍ନତତ୍ତ୍ୱ ବିଭାଗର ଖନନ…

ନୂଆଦିଲ୍ଲୀ, ୨୨।୫ : ଦିଲ୍ଲୀର ସାକେତ କୋର୍ଟରେ କେନ୍ଦ୍ରୀୟ ସାଂସ୍କୃତିକ ମନ୍ତ୍ରଣାଳୟ କୁତବ ମିନାର ପରିସରରେ ଖନନ କରିବାକୁ ପ୍ରତ୍ନତତ୍ତ୍ୱ ବିଭାଗକୁ କହିଛି। ମନ୍ତ୍ରଣାଳୟ ମଧ୍ୟ...

ମଦୁରାଇରେ ମଲ୍ଲୀ ଫୁଲର ଦାମ୍‌ ୩ହଜାର ଟଙ୍କା

ମଦୁରାଇ,୩।୧୨: ତାମିଲନାଡୁର ମଦୁରାଇରେ ଏବେ ମଲ୍ଲୀ ଫୁଲର କିଲୋ ପିଛା ଦାମ୍‌ ୩ ହଜାର ଟଙ୍କା ଛୁଇଁଛି। ଅଦିନିଆ ବର୍ଷା ଯୋଗୁ ମଲ୍ଲୀ ଫୁଲର ଦରବୃଦ୍ଧି...

ଫାରୁକ ଅବଦୁଲ୍ଲାଙ୍କ ବୈଠକରେ ପହଞ୍ଚିଲେ ମୁଫତି

ଶ୍ରୀନଗର,୨୨ ।୮: ଜମ୍ମୁ-କଶ୍ମୀରରେ ନ୍ୟାଶନାଲ କଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ଘରେ ଶ୍ରୀନଗରରେ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଛି । ରାଜ୍ୟରେ ରହୁଥିବା ରାଜ୍ୟ ବାହାରର...

ଆମ୍ବେଦକରଙ୍କ ବାସଭବନରେ ଭଙ୍ଗାରୁଜା

ନୂଆଦିଲ୍ଲୀ,୯।୭: ସମ୍ବିଧାନ ପ୍ରଣେତା ଡଃ ବି. ଆର୍‌. ଅମ୍ବେଦକରଙ୍କ ମହାରାଷ୍ଟ୍ରର ଦାଦରସ୍ଥିତ ବାସଭବନ ‘ରାଜ୍‌ଗୃହ’ରେ କେତେକ ଦୁର୍ବୃତ୍ତ ମଙ୍ଗଳବାର ସନ୍ଧ୍ୟାରେ ପଶି ଭଙ୍ଗାରୁଜା କରିଛନ୍ତି। ସେଠାରେ...

ୟେଦୁରପ୍ପାଙ୍କୁ ମିଳିପାରନ୍ତି ୩ ଉପ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କୁ ୩ ଉପ ମୁଖ୍ୟମନ୍ତ୍ରୀ ମିଳି ପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି। ସୋମବାର ଏହାର ନିଷ୍ପତ୍ତି ନିଆଯିବ ବୋଲି...

ଜମାତ ସହ ସମ୍ପୃକ୍ତ ୪ ହଜାର ସଂକ୍ରମିତ

ନୂଆଦିଲ୍ଲୀ,୧୯।୪: ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ୧୪,୩୭୮ରେ ପହଞ୍ଚତ୍ଥିବାବେଳେ ସେଥିରୁ ୪୨୯୧ମାମଲା ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ଗତ ମାସରେ ଅନୁଷ୍ଠିତ ତବଲିଘି ଜମାତ ଧର୍ମସଭା ସହ ସମ୍ପୃକ୍ତ...

ଆଜିଠୁ କଶ୍ମୀରରେ ମୋବାଇଲ ଏସ୍‌ଏମ୍‌ଏସ୍‌ ସେବା

ଜମ୍ମୁ,୧ା୧: ମଙ୍ଗଳବାର ମଧ୍ୟରାତ୍ରରୁ ଜମ୍ମୁ-କଶ୍ମୀରରେ ମୋବାଇଲ ଏସ୍‌ଏମ୍‌ଏସ୍‌ ସେବା ସୁବିଧା ଉପଲବ୍ଧ ହୋଇଛି। ଏଥିସହ ସମସ୍ତ ସରକାରୀ ହସ୍ପିଟାଲରେ ବ୍ରୋଡବ୍ୟାଣ୍ଡ ଇଣ୍ଟରନେଟ ସେବାକୁ ପୁନଃ ଚାଲୁ...

ଆନ୍ଦୋଳନ ନାଁରେ ଦେଶର ଭିତ୍ତିଭୂମି ନଷ୍ଟ କରିବା ଜାତୀୟ ଦାୟିତ୍ୱ ନୁହେଁ: ମୋଦି

ପ୍ରୟାଗରାଜ,୨୯ ।୧୨: ମାଲଗାଡ଼ି ଚଳାଚଳ ପାଇଁ ତିଆରି ହୋଇଥିବା ଇଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର(ଇଡିଏଫ୍‌ସି)ର ପ୍ରୟାଗରାଜ ସ୍ଥିତ କଣ୍ଟ୍ରୋଲ ରୁମ ଓ ଲୁଧିଆନାରୁ ପଶ୍ଚିମବଙ୍ଗ ସ୍ଥିତ...

Advertisement
Archives

Model This Week