ତପୋବନ ରାସ୍ତା ଶୋଚନୀୟ
ଢେଙ୍କାନାଳ ଅଫିସ, ୨୮।୯: ମହିମା ଧର୍ମର ଅନ୍ତୁଡ଼ିଶାଳ ତଥା ମହିମା ଗୋସାଇଁଙ୍କ ଆତ୍ମଯୋଗ ସାଧନାର ପୀଠସ୍ଥଳ କପିଳାସ ଅଭୟାରଣ୍ୟ ଭିତରେ ଥିବା ତପୋବନ ପୀଠ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଗାଡ଼ି ଯାତାୟାତ ତ ଦୂରର କଥା ପାଦରେ ଚାଲିକରି ଯିବା ବି…
ନିମ୍ନମାନର ଖାଦ୍ୟକୁ ନା
ଢେଙ୍କାନାଳ ଅଫିସ, ୨୮।୯: ପାର୍ବଣ ଋତୁ ହେଉଛି ବ୍ୟବସାୟର ସମୟ। ବ୍ୟବସାୟୀମାନେ ଏହି ଦୁଇମାସକୁ କରିଥାଆନ୍ତ ଅପେକ୍ଷା। ଅଧିକ ଲାଭ ମନାଭାବ ହେଉ କି ସଚେତନତାର ଅଭାବ ଅନେକ ସମୟରେ ସେମାନେ ଭୁଲିଯାଆନ୍ତି ଖାଦ୍ୟ ନିରାପତ୍ତା। ପାଟିକୁ ସ୍ବାଦିଷ୍ଟ ଲାଗୁଥିଲେ ମଧ୍ୟ…
ଭିଜିଲାନ୍ସ ଜାଲରେ ଜିଆର୍ଏସ୍
ଗୋପାଳପୁର,୨୮ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଇନ୍ଦ୍ରାକ୍ଷୀ ପଞ୍ଚାୟତର ଜିଆର୍ଏସ୍ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜିଆର୍ଏସ୍ ସି.ଏଚ. ଚାନ୍ଦ୍ରେୟା ଏକ ପୋଖରୀ କାମର ବିଲ ପାସ୍ କରାଇବା ପାଇଁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ…
ସ୍ବାସ୍ଥ୍ୟ ଅଧିକାରୀଙ୍କ ନିଶା ସେବନ ଭିଡିଓ ଭାଇରାଲ
ବ୍ରହ୍ମପୁର ଅଫିସ,୨୮।୯: ସରକାର ହସ୍ପିଟାଲରେ ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଅନେକ ବିଭାଗ ଖୋଲିଛନ୍ତି। ହେଲେ ହସ୍ପିଟାଲ ଭିତରେ ଥିବା ନିଜ କାର୍ଯ୍ୟାଳୟରେ ଜଣେ ସ୍ବାସ୍ଥ୍ୟ ଅଧିକାରୀ ନିଶା ସେବନ କରୁଥିବା ଭିଡିଓ ଭାଇରାଲ ହୋଇଛି। ପରେ ଜଣେ…
ପୋଲିସ, ଅବକାରୀ କର୍ମଚାରୀଙ୍କୁ ପନିକି ଦେଖାଇଲେ ମହିଳା
ପାରଳାଖେମୁଣ୍ଡି,୨୮ା୯(ଡି.ଏନ୍.ଏ.): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲବାରସିଂ ଗାଁରେ ମଙ୍ଗଳବାର ମଦ ଚଢ଼ାଉ କରିବାକୁ ଯାଇଥିବା ଅବକାରୀ କର୍ମଚାରୀ ଓ ପୋଲିସକୁ ଜଣେ ମହିଳା ପନିକି ଦେଖାଇଛନ୍ତି। ଘର ଭିତରେ ରହି ମହିଳା ଜଣକ ଗେଟ୍କୁ ବନ୍ଦ କରିବା ସହ…
ନର୍ଡ ଷ୍ଟ୍ରିମ୍ରେ ଗ୍ୟାସ୍ ଲିକ୍
ଷ୍ଟକ୍ହୋମ୍, ୨୮।୯: ରୁଷିଆର ୟୁକ୍ରେନ୍ ଆକ୍ରମଣ ପରଠୁ ପାଶ୍ଚାତ୍ୟ ଦେଶଗୁଡ଼ିକ ମସ୍କୋ ଉପରେ କଟକଣା ଜାରି କରିବାରେ ଲାଗିଛନ୍ତି। ରୁଷିଆ ସହ ତିକ୍ତତା ବଢ଼ି ଚାଲିଥିବାବେଳେ ମସ୍କୋରୁ ଗ୍ୟାସ୍ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଧିକାଂଶ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଉଦ୍ୟମ କରୁଛନ୍ତି।…
ଭିଏସ୍ଏଚ୍ଓଆର୍ଏଡିଏସ୍ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୮।୯: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍ଡିଓ) ଦ୍ୱାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସ୍ଏଚ୍ଓଆର୍ଏଡିଏସ୍) କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ ହୋଇଛି। ମଙ୍ଗଳବାର ଚାନ୍ଦିପୁରସ୍ଥିତ ଲଞ୍ଚପ୍ୟାଡ୍ରୁ ଭୂପୃଷ୍ଠରେ ରଖାଯାଇଥିବା ଏକ…
ଅସୁନ୍ଦରୀ କହିବାରୁ ସ୍ବାମୀଙ୍କୁ ହାଣିଲେ ସ୍ତ୍ରୀ
ରାୟପୁର, ୨୮।୯: ଛତିଶଗଡ଼ ଦୁର୍ଗ ଜିଲା ଆମଲେଶ୍ୱର ଗ୍ରାମରେ ସଙ୍ଗୀତା ସ୍ବାମୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି। ସଙ୍ଗୀତାଙ୍କ ରଙ୍ଗକୁ ନେଇ ସ୍ବାମୀ ଅନନ୍ତ କଟାକ୍ଷ କରୁଥିଲେ। ଅନେକ ସମୟରେ ତାଙ୍କୁ ଅସୁନ୍ଦରୀ କହିବା ସହ କାଳୀ ବୋଲି ସମ୍ବୋଧନ କରୁଥିଲେ।…
ଆପାର୍ଟମେଣ୍ଟ କ୍ରେତାଙ୍କୁ ମିଳିବ ସୁରକ୍ଷା
ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆପାର୍ଟମେଣ୍ଟ କିଣୁଥିବା କ୍ରେତାଙ୍କୁ ମିଳିବ ସୁରକ୍ଷା। ରାଜ୍ୟ ସରକାର ଓଡ଼ିଶା ରିୟଲ ଇଷ୍ଟେଟ (ରେଗୁଲେଶନ ଆଣ୍ଡ ଡେଭଲପ୍ମେଣ୍ଟ) ରୁଲ୍ସ-୨୦୧୭ର ସଂଶୋଧନ କରିଛନ୍ତି। ଓଡ଼ିଶା ରିୟଲ ଇଷ୍ଟେଟ(ରେଗୁଲେଶନ ଆଣ୍ଡ ଡେଭଲପ୍ମେଣ୍ଟ) ସଂଶୋଧିତ ରୁଲ୍ସ-୨୦୨୨ କାର୍ଯ୍ୟକାରୀ ହେବ। ସଂଶୋଧନ ରୁଲ୍ସ ଅନୁଯାୟୀ ନିର୍ମାତା…
ମୂର୍ତ୍ତି ଭାଙ୍ଗିଲେ ୨ ବୁର୍ଖା ପରିହିତା ମହିଳା
ହାଇଦ୍ରାବାଦ,୨୮।୯: ହାଇଦ୍ରାବାଦର ଚିନ୍ତଳବସ୍ତିରେ ଥିବା ପୂଜା ମଣ୍ଡପରେ ମଙ୍ଗଳବାର ଦୁଇ ବୁର୍ଖାପିନ୍ଧା ମହିଳା ଦୁର୍ଗାମୂର୍ତ୍ତି ଭାଙ୍ଗିଦେଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ପିଛା କରି ଧରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ। ସୈଫାବାଦ ପୋଲିସ ଉଭୟଙ୍କୁ ଗିରଫ କରିଛି। ଦୁର୍ଗାମୂର୍ତ୍ତି ଭାଙ୍ଗିବା ପୂର୍ବରୁ…
ବୁର୍ଖା ନ ପିନ୍ଧିବାରୁ ସ୍ତ୍ରୀଙ୍କୁ ହତ୍ୟା
ମୁମ୍ବାଇ,୨୮।୯: ବୁର୍ଖା ପିନ୍ଧିବାକୁ ମନା କରିବାରୁ ମୁମ୍ବାଇର ଇକ୍ବାଲ ଶେଖ୍ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ସ୍ତ୍ରୀ ରୁପାଲି ହିନ୍ଦୁ ସମ୍ପ୍ରଦାୟର ହୋଇଥିବାବେଳେ ତିନି ବର୍ଷ ପୂର୍ବେ ସେ ଇକ୍ବାଲଙ୍କୁ ବିବାହ କରିଥିଲେ। ବୁର୍ଖା ପିନ୍ଧିବା ତଥା ଇସ୍ଲାମିକ ଚାଳିଚଳନ ଗ୍ରହଣ…
ସାଟେଲାଇଟ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନଭୋଜନ ମିଳୁନି
ଭଞ୍ଜନଗର,୨୮।୯(ଡି.ଏନ.ଏ): ଗତବର୍ଷ ରାଜ୍ୟ ସରକାର ଯେଉଁ ବିଦ୍ୟାଳୟରେ ୨୦ରୁ କମ୍ ଛାତ୍ରୀଛାତ୍ର ଅଛନ୍ତି ଏବଂ ଏକ କି.ମି. ମଧ୍ୟରେ ଦୁଇଟି ସ୍କୁଲ ଥିଲେ ଗୋଟିଏକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ନିୟମ ଯୋଗୁ ରାଜ୍ୟରେ ଏଭଳି ହଜାର ହଜାର…
Archives


