ବିରୂପା ସେତୁ ନିର୍ମାଣରେ ଅନିୟମିତତା
ଚଣ୍ଡିଖୋଲ,୨୯ା୧୧(ଡି.ଏନ୍.ଏ.): ଯାଜପୁର ଜିଲା ବରୁହାଁ-ବାଲିଚନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତାର ବିରୂପା ନଦୀର ରୁକୁଟିପାଟ ଓ ମାଣ୍ଡୁକା ମଝିରେ ସେତୁ ନିର୍ମାଣ କାମ ଚାଲିଛି। ତେବେ ଏହି ସେତୁ ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁ ଠିକାଦାର ନିର୍ମାଣରେ ଅନିୟମିତତା କରୁଥିବା…
ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ
ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଖୋଡତାଳ କରୁଛି। ତେବେ ମଙ୍ଗଳବାର ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ ଇଡିରେ ହାଜର ହୋଇଛନ୍ତି। ଇଡି ଅଫିସକୁ ଯିବା ସମୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରମୋଦ। ସେ…
ଅନ୍ତଃବସ୍ତ୍ର ପ୍ରସ୍ତୁତି କାରଖାନା ଦେଇଛି ପରିଚୟ
ରସୁଲପୁର,୨୮ା୧୧(ଡି.ଏନ୍.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଞ୍ଚତ୍ ପଞ୍ଚାୟତ ଡିଅକଇଞ୍ଚତ୍ ଗ୍ରାମର ୨୬ ବର୍ଷୀୟ ଯୁବକ ମଙ୍ଗୁଳି ବାରିକ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବ ଉଦ୍ୟୋଗୀ ଭାବେ ପରିଚିତ। ତାଙ୍କ ସଫଳତା ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ। ଅନ୍ତଃବସ୍ତ୍ର ତିଆରି…
୨୩ କୋଟିର ଶ୍ରମିକ କଲ୍ୟାଣ ପାଣ୍ଠି ହଡ଼ପ
ଯାଜପୁର ଅଫିସ,୨୯ା୧୧: ସୁକିନ୍ଦା ଖଣି ଅଞ୍ଚଳରେ କେତେକ ସଂଗଠନ ଏବଂ ଲୋଡିଂ ଠିକାଦାରଙ୍କ ଦ୍ୱାରା ଶ୍ରମିକମାନେ ଶୋଷଣର ଶିକାର ହୋଇଛନ୍ତି। କରୋନା ସମୟରେ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ଶ୍ରମିକଙ୍କ ସହାୟତା ପାଇଁ ସରକାର ଯୋଗାଇଥିବା ଶ୍ରମିକ କଲ୍ୟାଣ ପାଣ୍ଠିରୁ ପ୍ରାୟ ୨୩…
ଋତୁରାଜ ଗାଏକ୍ୱାଡ୍ଙ୍କ ବିଶ୍ୱ ରେକର୍ଡ
ଅହମ୍ମଦାବାଦ,୨୯ା୧୧(ପି.ଟି.):ବିଜୟ ହଜାରେ ଟ୍ରଫିରେ ଗୋଟିଏ ଓଭରରେ ୪୩ ରନ୍ ସଂଗ୍ରହ କରିବା ସହିତ ବିଶ୍ୱ ରେକର୍ଡ କରିଛନ୍ତି ମହାରାଷ୍ଟ୍ର ଅଧିନାୟକ ଋତୁରାଜ ଗାଏକ୍ୱାଡ୍। ସୋମବାର ଗୋଟିଏ ଓଭରରେ ୭ ଛକା ମାରିବା ସହିତ ଲିଷ୍ଟ ଏ ରେକର୍ଡ ନିଜ ନାମରେ କରିଛନ୍ତି।…
ନାହାନ୍ତି ଆବଶ୍ୟକ ଡାକ୍ତର, ସେବା ବିପର୍ଯ୍ୟସ୍ତ
ବିଞ୍ଝାରପୁର,୨୯ା୧୧(ଡି.ଏନ.ଏ.): ସରକାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆବଶ୍ୟକ ଡାକ୍ତର ନିଯୁକ୍ତ କରୁ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…
ଆରମ୍ଭରୁ ଗୃହ ମୁଲତବୀ
ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଆଜି ବି ଗୃହ ଅଚଳ। ଶିକ୍ଷକଙ୍କ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ପ୍ରବଳ ହଟ୍ଟଗୋଳ ଏବଂ ନାରାବାଜି କରିଥିଲେ। ବାଚସ୍ପତିଙ୍କ ରୁଲିଂ କାର୍ଯ୍ୟକାରୀ ନ ହେବାରୁ ବିରୋଧୀଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିଥିଲା । ଶେଷରେ ବାଚସ୍ପତି ବିକ୍ରମ କେଶରୀ…
ଅବାଧ ବାଲି ଚାଲାଣ: ନଦୀବନ୍ଧ ଦୁର୍ବଳ
ଆଳି,୨୯ା୧୧(ଡି.ଏନ୍.ଏ.): ରାଜ୍ୟ ସରକାର ନଦୀ ଗ୍ରାସରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ନିମନ୍ତେ ତଟବନ୍ଧ ବିଭାଗ ପକ୍ଷରୁ ଅର୍ଥ ଖର୍ଚ୍ଚକରି ନଦୀବନ୍ଧ ସୁଦୃଢ଼ କରାଯାଉଛି। ବାଲି ବ୍ୟବସାୟୀମାନେ ବନ୍ଧ କାଟି ନଦୀରୁ ଅହରହ ବାଲି ବୋଝେଇ ଗାଡ଼ି ନେଉଛନ୍ତି। ଫଳରେ ନଦୀବନ୍ଧ…
ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ତେବେ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ। ହେଲେ କେଉଁ ସବୁ ପ୍ରସ୍ତାବ ଉପରେ ମୋହର ବାଜିବ…
ମୃତଦେହ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୯।୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆଠାରେ ବାଣ ବିସ୍ଫୋରଣ ବିଭିଷିକାରେ ରବିବାର ବିଳମ୍ବିତ ରାତିରେ ଦ୍ୱିତୀୟ ମୁଣ୍ଡ ଗଡିଛି । ସହରର ୧୨ ନଂ. ୱାର୍ଡ ଜୟିପୁରା ଗ୍ରାମର ଜୁମା ଖାନଙ୍କ ପୁଅ ପିଣ୍ଟୁ ଖାନଙ୍କ ମୃତ୍ୟୁ…
ଟ୍ରକ୍କୁ ପଛପଟୁ ପିଟିଲା ବସ୍: ଜଣେ ମୃତ, ୫ ଆହତ
ନୟାଗଡ଼ ଅଫିସ,୨୯।୧୧: ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଇଟାମାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ରାସ୍ତାକଡରେ ଥିବା ଟ୍ରକ୍କୁ ପଛପଟୁ ପିଟିଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ…
୨୦୨୩ ଶେଷ ସୁଦ୍ଧା ୮୦,୦୦୦ଅଙ୍କ ଛୁଇଁବ ସେନ୍ସେକ୍ସ
ନୂଆଦିଲ୍ଲୀ,୨୯।୧୧:ଭାରତୀୟ ଶେୟାର ବଜାରର କାରବାର ଓ ନିବେଶ ଆସନ୍ତା ବର୍ଷ ପ୍ରାୟ ୩୦% ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ଏପରିକି ଚଳିତ ବର୍ଷ ଠାରୁ ଆସନ୍ତା ବର୍ଷର ନିବେଶ ମଧ୍ୟ ବୃଦ୍ଧି ଘଟିବ ବୋଲି ବ୍ରୋକରେଜ ହାଉସ ମୋର୍ଗନ ଷ୍ଟେନଲୀ…
Archives


