୨୦୨୦ ପରେ ଦେଶରେ ଆଜି ସବୁଠୁ କମ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୯।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୨୦ ପରେ ଦେଶରେ ଆଜି ସବୁଠୁ କମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧୫ ନୂଆ କରୋନା…
ଶୋଏବଙ୍କ ସହ ପ୍ରେମ ସମ୍ପର୍କକୁ ଏମିତି କହିଲେ ପାକିସ୍ତାନ ଅଭିନେତ୍ରୀ
ଆଜିକାଲି ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ମଧ୍ୟରେ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚା ହେଉଛି। ଶୋଏବଙ୍କ ନାମ ପାକିସ୍ତାନୀ ଅଭିନେତ୍ରୀ ତଥା ମଡେଲ ଆୟେଶା ଉମରଙ୍କ ସହ ଯୋଡାଯାଉଛି। ଏକ ଟିଭି ଶୋ’ର…
ଉଜୈନରେ ରାହୁଲ, ମହାକାଳେଶ୍ୱରଙ୍କୁ କରିବେ ଦର୍ଶନ
ଭୋପାଳ,୨୯।୧୧: ଗୋଟିଏ ପଟେ ଗୁଜୁରାଟ ବିଧାନସଭା ନିର୍ବାଚନ ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କଂଗ୍ରେସ ପାଇଁ ରାଜନୈତିକ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ତେବେ ସୋମବାର ମଧ୍ୟପ୍ରଦେଶ ଉଜୈନରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ପହଞ୍ଚିଛି। ଏହି ସମୟରେ ରାହୁଲ ଗାନ୍ଧୀ…
ଗୁଜରାଟରେ ବିଷାକ୍ତ ମଦ ନେଲା ୨ ଜୀବନ, ତଦନ୍ତ ଦାବି କଲେ ପରିବାର ଲୋକେ
ଅହମ୍ମଦାବାଦ,୨୯।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟ ଜୁନାଗଡ ଜିଲାରେ ଘଟିଛି ଅଘଟଣ। ବିଷାକ୍ତ ମଦ ପିଇ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏହାକୁ ନେଇ ରାଜନୀତିକ ବାତାବରଣ ସୃଷ୍ଟି ହୋଇଛି। ସୋମବାର ରାଫିକ ଘୋଗାରୀ ଏବଂ ତାଙ୍କ ସାଙ୍ଗ ମଦ୍ୟପାନ…
ସ୍ଥିତି ହରାଇଛି ଚଳଚ୍ଚିତ୍ର ପତ୍ରିକା
ଭୁବନେଶ୍ୱର,୨୯।୧୧(ବ୍ୟୁରୋ) ଶର୍ମିଷ୍ଠା ପାଣିଗ୍ରାହୀ: ସମୟ ଥିଲା ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ପଢ଼ିବାକୁ ସହରଠୁ ଗାଁ କାହିଁକେତେ ଉତ୍କଣ୍ଠା ପ୍ରକାଶ ପାଉଥିଲା। କେଉଁ ଗାଁକୁ ଜଣେ ଅଧେ ପାଖକୁ ଡାକରେ ପତ୍ରିକାଟିଏ ପହଞ୍ଚତ୍ବା ପରେ ଏଘରୁ ସେ ଘର, ଏଗାଁରୁ ସେ ଗାଁକୁ…
‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦୀୟ ମନ୍ତବ୍ୟ ଘଟଣା: କ୍ଷମା ମାଗିଲେ ଇସ୍ରାଏଲ ରାଷ୍ଟ୍ରଦୂତ
ନୂଆଦିଲ୍ଲୀ,୨୯।୧୧: ଇସ୍ରାଏଲ ଫିଲ୍ମ ନିର୍ମାତା ନାଦଭ ଲାପିଡଙ୍କ ‘ଦ କଶ୍ମୀର ଫାଇଲ୍ସ’ ଏକ ଅଶ୍ଳୀଳ ତଥା ପ୍ରୋପାଗଣ୍ଡା ଭିତ୍ତିକ ମନ୍ତବ୍ୟ ଦେଇ ଫସିଯାଇଛନ୍ତି। ଏହି ମନ୍ତବ୍ୟକୁ ନେଇ ବିବାଦ ବଢିବାରୁ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ ମଧ୍ୟ ଏଥିପାଇଁ ଭାରତକୁ କ୍ଷମା…
ଥାଲାସେମିଆ ପୀଡ଼ିତଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ନାହିଁ
ପୁରୀ ଅଫିସ, ୨୯ା୧୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥାଲାସେମିଆ ପିଡ଼ିତ ଶିଶୁଙ୍କ ମାଗଣାରେ ଅସ୍ଥିମଜା ପ୍ରତିରୋପଣ ଅସ୍ତ୍ରୋପଚାର (ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଅପରେଶନ) ସହ ଅନ୍ୟ ସୁବିଧା ଯୋଗାଇବା ଦାବିରେ ସୋମବାର ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ପଦଯାତ୍ରାରେ ଆସି…
ମୁକୁଳା ଡ୍ରେନ୍ ପାଇଁ ବଢୁଛି ଦୁର୍ଘଟଣା
ନିରାକାରପୁର,୨୯।୧୧(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ବଜାରର ବର୍ଷା ପାଣି ନିଷ୍କାସନ ପାଇଁ ଗେଟ ବଜାର ରେଳବାଇ ଫାଟକ ନିକଟରୁ ନରେନ୍ଦ୍ରପୁର ପର୍ଯ୍ୟନ୍ତ ଏକ ଡ୍ରେନ୍ ନିର୍ମାଣ କରାଯାଇଛି। ଅନେକ ସ୍ଥାନରେ ଡ୍ରେନ ଉପରେ ସ୍ଲାବ୍ ନ ଥିବାରୁ ଦୈନିକ ଛୋଟବଡ଼…
ଭାରତରେ ଅନୁପ୍ରବେଶ କରୁଥିଲା ପାକିସ୍ତାନ ଡ୍ରୋନ: ଖସାଇଲେ ଭାରତୀୟ ଯବାନ
ଅମୃତସର,୨୯।୧୧: ଭାରତରେ ପାକିସ୍ତାନ ପାର୍ଶ୍ୱରୁ ଆସୁଥିବା ଡ୍ରୋନର ଅନୁପ୍ରବେଶ ଜାରି ରହିଛି। ପଞ୍ଜାବର ଅମୃତସରରେ ପାକିସ୍ତାନରୁ ଭାରତୀୟ ଅଞ୍ଚଳକୁ ପ୍ରବେଶ କରୁଥିବା ସନ୍ଦିଗ୍ଧ ଡ୍ରୋନକୁ ସୀମା ସୁରକ୍ଷା ବାହିନୀ କର୍ମଚାରୀ ଗୁଳି ଚଳାଇଥିଲା। ବିଏସଏଫ ପକ୍ଷରୁ କୁହାଯାଇଛି, ସୀମାରେ ପୋଷ୍ଟ କରାଯାଇଥିବା…
କମ୍ପାନୀର ବରିଷ୍ଠ ଉପସଭାପତି ହରିୟାଣାରୁ ଗିରଫ
ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ରାଜଧାନୀର ୨ଟି ଘରୋଇ ହସ୍ପିଟାଲକୁ ଆମ୍ବୁଲାନ୍ସ ଦେବା ଓ ସେଥିରେ ସରଞ୍ଜାମ ଲଗାଇବା ଆଳରେ ଠକେଇ କରିଥିବା ଏକ ସଂସ୍ଥା ‘ଏମ୍/ଏସ୍ ବାଫ୍ନା ହେଲ୍ଥ କେୟାର ପ୍ରାଇଭେଟ ଲିମିଟେଡ’ର ଉପ ସଭାପତିଙ୍କୁ ହରିୟାଣାରୁ ଶୁକ୍ରବାର ଖଣ୍ଡଗିରି ଥାନା ପୋଲିସ ଗିରଫ…
ଶ୍ରଦ୍ଧାଞ୍ଜଳିଙ୍କ ଆକାଉଣ୍ଟରେ ୧୦ ଲକ୍ଷ କାରବାର
ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରହସ୍ୟମୟୀ ବ୍ଲାକ୍ମେଲର୍ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ଦିଗରେ ଅଧିକ ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆର୍ଥିକ କାରବାର ଓ କଳା ସାମ୍ରାଜ୍ୟର ଗୋପନ ପେଡ଼ି ଖୋଲୁଥିବା ଇଡିକୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ବଡ଼ବଡ଼ିଆଙ୍କୁ…
ଶାଶୁଘର ସମ୍ମୁଖରେ ଧାରଣାଦେଲେ ବୋହୂ
ସାଲେପୁର,୨୯।୧୧(ଡି.ଏନ୍.ଏ.): ଜଣେ ବୋହୂ ଶାଶୁଘର ସମ୍ମୁଖରେ ଧାରଣାରେ ବସିବା ଓ ସମ୍ପୃକ୍ତ ବୋହୂକୁ ସମର୍ଥନ କରି ଉକ୍ତ ଗ୍ରାମର ଏସ୍ଏଚ୍ଜି ମହିଳା ଧାରଣାରେ ବସିବା ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ସାଲେପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ସନାତନ ମହାରଣାଙ୍କ…
Archives


