ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ମୃତଦେହ, ପାଖରେ ରହିଛି ପ୍ଲାଷ୍ଟିକ୍‌ ବାଲ୍‌ଟି

କୋରାପୁଟ,୮ା୩(ସ୍ବ.ପ୍ର.): କୋରାପୁଟସ୍ଥିତ ଚନ୍ଦନ ପୋଖରୀ ନିକଟରେ ବୁଧବାର ଏକ ପରିବା ବିକାଳିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତକ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲା ଲମତାପୁଟ ବ୍ଲକର ମେଡିପୁଟ ଗ୍ରାମର ଅର୍ଜୁନ ଖିଲ (୪୫)। ସଦିଗ୍ଧ ଅବସ୍ଥାରେ ମୃତଦେହ ପଡ଼ିଥିବାରୁ ପରିବାର ଲୋକେ ପାଖରେ ଥିବା ଟଙ୍କାକୁ ନେବା ପାଇଁ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ ସୂଚନା ପାଇ କୋରାପୁଟ ଟାଉନ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ସେହିପରି ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ପୋଲିସ ଏସ୍‌ଡିପିଓ ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି। ମୃତଦେହ ନିକଟରେ ଏକ ପ୍ଲାଷ୍ଟିକ ବାଲ୍‌ଟି ରହିଛି। ଅର୍ଜୁନ ରାତିରେ ଶୌଚ ପାଇଁ ସ୍ଥାନୀୟ ଏକ ନାଳକୁ ଯାଇଥିବାବେଳେ ସେଠାରେ ତାଙ୍କ ଗୋଡ଼ ଖସି ପାହାଚରେ ମୁଣ୍ଡ ମାଡ଼ ହୋଇ ଗଭୀର ଆଘାତ ଯୋଗୁ ପ୍ରଚୁର ରକ୍ତ ସ୍ରାବ ହେବା ହୋଇଛି। କିଛି ଦୂର ଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଢ଼ାଦରରେ ଧାନ ବିହନ ବିକ୍ରି ଅଭିଯୋଗ

ଛତ୍ରପୁର,୨୧ା୬(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଚଢା ଦରରେ ଧାନ ବିହନ ବିକ୍ରି ଚାଲିଥିବା ଅଭିଯୋଗ ଆସିଛି। ପୂର୍ବରୁ ଘରୋଇ ଡିଲର ଓ ପ୍ରାଥମିକ ସମବାୟ ସେବା ସମିତିଗୁଡିକୁ...

ଦୁର୍ଦ୍ଦଶାରେ ପଶ୍ଚିମବାର୍ଡ ପଞ୍ଚାୟତବାସୀ

ଜଳେଶ୍ୱର,୨୬ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ୨୮ ପଞ୍ଚାୟତର ୧୪୯ ଗାଁ ଜଳବନ୍ଦୀ ହୋଇଥିବା ବେଳେ ପଶ୍ଚିମବାର୍ଡ ପଞ୍ଚାୟତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ହଜାର ହଜାର...

ବିଲରେ କାମ କରୁଥିବାବେଳେ ମହିଳାଙ୍କ ଜୀବନଗଲା

ହିଞ୍ଜିଳିକାଟୁ,୨୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଆଡ଼ପଡ଼ା ଫାଣ୍ଡି କରାଖଣ୍ଡି ଗ୍ରାମର ଜଣେ ମହିଳା ବିଲରେ କାମ କରୁଥିବାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପାଖରେ ଥିବା ଅନ୍ୟ...

ଭକ୍ତଙ୍କ ମେଳରେ ଗଡ଼ିବ ରଥ

ଅନୁଗୋଳ ଅଫିସ/ ଆଠମଲ୍ଲିକ,  ୧।୭  ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମନ୍ଦିର ସମ୍ମୁଖରେ ୩ ରଥ ପ୍ରସ୍ତୁତ ହୋଇ ରହିଛି।...

ଅଟୋଚାଳକରୁ ୟୁଟ୍ୟୁବ୍‌ ହିରୋ

କେନ୍ଦୁଝର, ୩।୧୨(ସ୍ବ.ପ୍ର.)-ୟୁଟ୍ୟୁବ୍‌ ଏବେ ଅନେକ ପ୍ରତିଭାଙ୍କ ପାଇଁ ବରଦାନ ପାଲଟି ଯାଇଛି। ଏଥିଯୋଗୁ ବହୁ ପ୍ରତିଭା ଲୋକଲୋଚନକୁ ଆସୁଛନ୍ତି, ଆଉ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ମିଳୁଛି...

ଗ୍ୟାସ୍‌ ଲିକ୍‌ରୁ ଘରପୋଡ଼ି: ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ଜଳିଗଲା

ଜଳେଶ୍ୱର, ୩୦।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଶିଖରପୁର ଗାଁର ଗୋପାଳ ଓଝାଙ୍କ ଘରେ ଶନିବାର ପୂର୍ବାହ୍ନରେ ଗ୍ୟାସ୍‌ ସିଲଣ୍ଡର ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ...

ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା: ସାଙ୍ଗକୁ ଦେଖାକରି ଫେରୁଥିବା ବେଳେ ଚାଲିଗଲା ଜୀବନ

ପାରଳାଖେମୁଣ୍ଡି,୩୦।୧: ଗଜପତି ଜିଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ଲାଞ୍ଜିପଦ- ଜିରାଙ୍ଗ ରାସ୍ତାରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ...

ଆଦର୍ଶ ପଞ୍ଚାୟତଭାବେ ବାଲିବିଲି ପୁରସ୍କୃତ

ବରୀ, ୯ା୯(ସ୍ବ.ପ୍ର.)- ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ଓ ଆମ ଗାଁ ଆମ ବିକାଶ ଯୋଜନାର ସଫଳତା ପାଇଁ ବରୀ ବ୍ଲକ ଅଧୀନ ବାଲିବିଲି ପଞ୍ଚାୟତକୁ...

Advertisement
Archives

Model This Week