Posted inଜାତୀୟ

ବିପଦରେ ଐତିହାସିକ ଗେଟ ୱେ ଅଫ ଇଣ୍ଡିଆ!

ନୂଆଦିଲ୍ଲୀ,୯ ।୩: ମୁମ୍ବାଇ ସମୁଦ୍ର କୂଳରେ ଥିବା ଐତିହାସିକ ଗେଟ ୱେ ଅଫ ଇଣ୍ଡିଆ ଏବେ ବିପଦରେ । ଏହାର ନିର୍ମାଣ ପାଖାପାଖି ୧୦୦ ବର୍ଷ ପୁରୁଣା ହେବ । ୨୦୨୪ରେ ଏହା ୧୦୦ ବର୍ଷ ପୂରଣ କରିନେବ । ଏହା ପ୍ରତି ଆସିଥିବା ବିପଦକୁ ନେଇ ମହାରାଷ୍ଟ୍ରର ପ୍ରତ୍ନତତ୍ତ୍ୱ ବିଭାଗ ଏକ ଷ୍ଟ୍ରକ୍‌ଚରାଲ ଅଡିଟ ରିପୋର୍ଟ ପ୍ରସ୍ତୁତ କରିଛି । ଏହି ରିପୋର୍ଟରେ ଚମକାଇବା ଭଳି ତଥ୍ୟ ଦିଆଯାଇଛି ।
ରାଜ୍ୟ ପତ୍ନତତ୍ତ୍ୱ ବିଭାରର ରିପୋର୍ଟ ଅନୁଯାୟୀ, ଗେଟ ୱେ ଅଫ ଇଣ୍ଡିଆର ମୂଳଦୁଆ ଓ ପାଚେରିରେ ଫାଟ ସୃଷ୍ଟି ହେଉଛି । ଫଳରେ ଏହା ଦୁର୍ବଳ ହେବାରେ ଲାଗିଛି । ଏବେ ଏହାକୁ ମରାମତି କରିବା ଜରୁରୀ ହୋଇପଡିଛି । ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ମହାରାଷ୍ଟ୍ର ସରକାରଙ୍କୁ ଗେଟ ୱେ ଅଫ ଇଣ୍ଡିଆକୁ ମରାମତି କରିବାକୁ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ୧୯୨୪ରେ ଗେଟ ୱେ ଅଫ ଇଣ୍ଡିଆ ମୁମ୍ବାଇର ସମୁଦ୍ର କୂଳରେ ନିର୍ମାଣ କରାଯାଇଥିଲା । କୁହାଯାଏ କି ସେ ସମୟରେ କିଙ୍ଗ ଜର୍ଜ ପଞ୍ଚମଙ୍କ ସ୍ୱାଗତ ପାଇଁ ଏହାକୁ ନିର୍ମାଣ କରାଯାଇଥିଲା । କିଙ୍ଗ ଜର୍ଜ ପଞ୍ଚମ ତାଙ୍କ ଭାରତ ଗସ୍ତ ସମୟରେ ପ୍ରଥମେ ଏହି ଗେଟ ଦେଇ ପ୍ରବେଶ କରିଥିଲେ । ଇଂରେଜଙ୍କ ଶେଷ ଦଳ ବି ଏହି ଗେଟ ୱେ ଅଫ ଇଣ୍ଡିଆ ବାଟ ଦେଶ ଭାରତ ଛାଡି ଚାଲି ଯାଇଥିଲେ ବୋଲି କୁହାଯାଏ । ଆଉ ଭାରତ ବ୍ରିଟିଶ ମୁକ୍ତ ହୋଇ ସ୍ୱାଧିନତା ପାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?