ଟିଟିଲାଗଡ଼ରେ ଜିଏସ୍ଟି ଚଢ଼ାଉ
ଟିଟିଲାଗଡ଼,୨୯।୧୧(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ ୨ଟି ବ୍ୟବସାୟିକ ପ୍ରତିଷ୍ଠାନରେ ଜିଏସ୍ଟି ଟିମ୍ ପକ୍ଷରୁ ମଙ୍ଗଳବାର ଚଢ଼ାଉ କରାଯାଇଛି। ବଲାଙ୍ଗୀର ଓ କଳାହାଣ୍ଡି ଅଧିକାରୀ ସେରାମିକ୍, ଶୁକନ ଇନ୍ଫ୍ରାଟ୍ରେଡର କାର୍ଯ୍ୟାଳୟ ଗୋଦାମରେ କିଣାବିକା କାଗଜପତ୍ର ଯାଞ୍ଚ କରୁଛନ୍ତି। ଯାଞ୍ଚର ପ୍ରକ୍ରିୟା ଶେଷ ହେବା…
ଶିଶୁ ଓ ଅପସ୍ମାର
ଏପିଲେପ୍ସି ବା ଅପସ୍ମାର ଏକ ସ୍ନାୟୁଜନିତ ପ୍ରମୁଖ ରୋଗ ଯାହାକି ଜନ୍ମ ହେବା ପର ଶିଶୁଙ୍କଠାରୁ ଆରମ୍ଭକରି ବୟସ୍କ ଲୋକ ପର୍ଯ୍ୟନ୍ତ ସଭିଁଙ୍କଠାରେ ଦେଖାଯାଇଥାଏ। ଏହି ରୋଗ ଦେଖାଦେବା ମାତ୍ରେ ଅନେକେ ବିଭିନ୍ନ ଦେଶୀ ଚିକିତ୍ସାର ସାହାଯ୍ୟ ନେଇଥାନ୍ତି ଯାହାକି ରୋଗୀ…
ବାଥଟବ୍ରେ କିଆରାଙ୍କ ସହ ବିକ୍କିଙ୍କ ରୋମାନ୍ସ
ବମ୍ବେ: ସ୍ତ୍ରୀ ନୁହନ୍ତି, ବାଥ୍ଟବ୍ରେ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହ ରୋମାନ୍ସକୁ ନେଇ ଚର୍ଚ୍ଚାରେ ଅଭିନେତା ବିକ୍କି କୌଶଳ। ହେଲେ ସବୁକିଛି ତାଙ୍କର ଆଗାମୀ ଫିଲ୍ମ ‘ଗୋବିନ୍ଦା ନାମ ମେରା’ ଲାଗି। ଫିଲ୍ମରେ ଏହି ଅନ୍ସ୍କ୍ରିନ କପଲ୍ ବୋଲ୍ଡ ଦୃଶ୍ୟରେ ଅଭିନୟ…
ସାଢେ ୩ ମିନିଟ୍ରେ ପାସ୍ତା ପ୍ରସ୍ତୁତ ନ ହେବାରୁ କମ୍ପାନୀକୁ କୋର୍ଟକୁ ଟାଣିନେଲେ ମହିଳା
ଫାଷ୍ଟଫୁଡ କମ୍ପାନୀଗୁଡିକ ପ୍ରାୟତଃ ଦାବି କରନ୍ତି ଯେ ସେମାନଙ୍କର ଖାଦ୍ୟ ସୀମିତ ସମୟ ମଧ୍ୟରେ ପ୍ରସ୍ତୁତ ହୋଇପାରିବ, କିନ୍ତୁ ସଠିକ୍ ସମୟରେ ଏହା ନ ହେଲେ, ଗ୍ରାହକମାନେ ବହୁତ ଅସନ୍ତୁଷ୍ଟ ହୁଅନ୍ତି। ମାର୍କେଟିଂର ଏହି କୌଶଳ ବୋଧହୁଏ ଗ୍ରାହକଙ୍କୁ ପ୍ରଲୋଭିତ କରିବା…
ଆଖିରେ କଳା ଚଷମା, ମୁହଁରେ ମାସ୍କ ପିନ୍ଧି ୧୦ ଲକ୍ଷର ସୁନା ହାର ଲୁଟିନେଲେ ମହିଳା; ଭିଡିଓ ଦେଖିଲେ…
ଆଖିରେ କଳା ଚଷମା। ମୁହଁରେ ମାସ୍କ ପିନ୍ଧି ଅଭିନବ ଢ଼ଙ୍ଗରେ ମହିଳା ଚୋରି କରିନେଲେ ୧୦ ଲକ୍ଷ ମୂଲ୍ୟର ସୁନା ହାର। ଗୋରଖପୁରର ଗୋଲଘରରେ ଥିବା ଏକ ସୁନା ଦୋକାନରେ ଏଭଳି ଘଟଣା ଘଟିଛି। ମହିଳାଜଣଙ୍କ ଗ୍ରାହକ ସାଜି ଆସି ବେଶ…
ଶ୍ରଦ୍ଧା ହତ୍ୟା ଘଟଣା: ଡିସେମ୍ବର ୧ରେ ହେବ ଅଫତାବଙ୍କ ନାର୍କୋ ଟେଷ୍ଟ
ନୂଆଦିଲ୍ଲୀ,୨୯।୧୧: ଦିଲ୍ଲୀର ଏକ କୋର୍ଟ ରୋହିଣୀର ଫୋରେନ୍ସିକ ସାଇନ୍ସ ଲାବୋରେଟୋରୀରେ ଶ୍ରଦ୍ଧା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାୱାଲାଙ୍କ ନାର୍କୋ ଟେଷ୍ଟ କରିବାକୁ ଅନୁମତି ଦେଇଛନ୍ତି। ପୁନାୱାଲାଙ୍କ ଓକିଲ ଅବିନାଶ କୁମାର କହିଛନ୍ତି, ଅଭିଯୁକ୍ତଙ୍କୁ ଡିସେମ୍ବର ୧ ଏବଂ ଡିସେମ୍ବର…
ବୋହୂ ରିଭାବାଙ୍କୁ ଭୋଟ ନ ଦେବାକୁ ଜନସାଧାରଣଙ୍କୁ ନିବେଦନ କଲେ ଜାଡେଜାଙ୍କ ପିତା
ଅହମ୍ମଦାବାଦ,୨୯।୧୧: ଗୁଜରାଟ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଆଜି ପ୍ରଚାରର ଶେଷ ଦିନ। ଏଥର ଉତ୍ତର ଜାମନଗର ଆସନରୁ ଭାଜପା କ୍ରିକେଟର୍ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବାଙ୍କୁ ଟିକେଟ ଦେଇଛି। ମଙ୍ଗଳବାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପିତା ଅନିରୁଦ୍ଧ ବୋହୂ…
ଡିସେମ୍ବର ୧ରୁ ମହଙ୍ଗା ହେବ ‘ହିରୋ’ର ଗାଡ଼ି
ନୂଆଦିଲ୍ଲୀ,୨୯।୧୧: ଭାରତର ବୃହତ୍ତମ ଦୁଇ ଚକିଆ ଉତ୍ପାଦନକାରୀ ହିରୋ ମୋଟୋକର୍ପ ଏହାର ସମସ୍ତ ଦୁଇ ଚକିଆ ଯାନର ମୂଲ୍ୟ ଡିସେମ୍ବର ୧ରୁ ବୃଦ୍ଧି କରିବାକୁ ଘୋଷଣା କରିଛି। ହିରୋ ଏହାର ଦୁଇ ଚକିଆ ଯାନର ମୂଲ୍ୟକୁ ୧,୫୦୦ ଟଙ୍କା ବୃଦ୍ଧି କରିବାକୁ…
ପରୀକ୍ଷା ଦେବାକୁ ଯାଉଥିଲେ: ଅଟୋ ଓଲଟି ୩ ଛାତ୍ରୀ ଗୁରୁତର, ୫ ଆହତ
ବଲାଙ୍ଗୀର ଅଫିସ, ୨୯।୧୧: ବଲାଙ୍ଗୀର ଜିଲା ପୁଇଁନ୍ତଳା ବ୍ଲକ ସଲତରପାଲି ଛକରେ ମଙ୍ଗଳବାର ଏକ ଅଟୋ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୩ ପରୀକ୍ଷାର୍ଥୀ ଗୁରୁତର ଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଜାମଗାଁରୁ ୧୪ଜଣ ଛାତ୍ରୀ ମାଟ୍ରିକ ସମେଟିଭ୍…
ଆସନ୍ତା ଜାନୁୟାରୀରେ ରିଲିଜ୍ ହେବ ବିକ୍ରମ ଗୋଖଲେଙ୍କ ଶେଷ ଫିଲ୍ମ
ମୁମ୍ବାଇ: ହିନ୍ଦୀ ତଥା ମରାଠୀ ଫିଲ୍ମର ଭେଟେରାନ ଅଭିନେତା ବିକ୍ରମ ଗୋଖଲେ ଦୁନିଆରୁ ବିଦାୟ ନେଇଛନ୍ତି। ହେଲେ ସେ ତାଙ୍କ ଫିଲ୍ମ ମାଧ୍ୟମରେ ସର୍ବଦା ସ୍ମରଣ ହୋଇ ରହିବେ। ତେବେ ବିକ୍ରମ ଗୋଖଲେଙ୍କ ମୃତ୍ୟୁର ୩ ଦିନ ପରେ ତାଙ୍କର ଶେଷ…
ଖାର୍ଗେଙ୍କୁ ଘେରିଲା ଭାଜପା, ପ୍ରଧାନମନ୍ତ୍ରୀଙ୍କୁ ନେଇ କରିଥିଲେ ଆପତ୍ତିଜନକ ଟିପ୍ପଣି
ନୂଆଦିଲ୍ଲୀ,୨୯ ।୧୧: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଆପତ୍ତିଜନକ ଟିପ୍ପଣିକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଖୁବ୍ ବର୍ଷିଛି । ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କ୍ଷମା ମଗିବାକୁ କହିଛନ୍ତି । ସମ୍ବିତ ପାତ୍ର…
ପେଟରୁ ବାହାରିଲା ୧.୨ କିଲୋଗ୍ରାମର ୧୮୭ କଏନ୍…
ବେଙ୍ଗାଲୁରୁ,୨୯।୧୧ : କର୍ନାଟକରେ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପେଟରୁ ୧.୨ କିଲୋଗ୍ରାମର ୧୮୭ କଏନ ବାହାରିଛି। ତାଙ୍କର ପେଟରେ ଯନ୍ତ୍ରଣା ହେଉଥିବାରୁ ସେ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ଅଲ୍ଟାସାଉଣ୍ଡ ପରେ ତାଙ୍କ ପେଟରେ ବହୁଗୁଡ଼ିଏ କଏନ…
Archives


