ବଜାର ଯାଇ ପରିବା କିଣୁଛି କୁକୁର
କୁକୁରମାନେ ବିଶ୍ୱାସୀ ହେବା ସହ ଚାଲାକ ମଧ୍ୟ। ସେଥିପାଇଁ ତ ମାଲିକଙ୍କ କଥା ସେ ବୁଝିବା ସହ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି। ଏହି କ୍ରମରେ ଏକ କୁକୁର ମାଲିକଙ୍କ ପାଇଁ ବଜାରରୁ ପନିପରିବା କିଣି ଏବେ ଚର୍ଚ୍ଚାରେ ରହିଛି।…
ପୁଣି ଭାରତକୁ ପାକିସ୍ତାନର ଧମକ, ‘ଏସିଆ କପ୍ ସ୍ଥାନାନ୍ତରିତ ହେଲେ…’
ନୂଆଦିଲ୍ଲୀ,୩।୧୨: ଏସିଆ କପ୍ ୨୦୨୩କୁ ନେଇ ପୁଣିଥରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ଧମକ ଦେଇଛି ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ପିସିବି)। ଭାରତୀୟ ଟିମ୍ ଯଦି ପାକିସ୍ତାନ ଆସିବ ନାହିଁ, ତାହା ହେଲେ ନ ଆସୁ। ମାତ୍ର ଯଦି ଏସିଆ କପ୍କୁ…
‘ରନ୍ ମେଶିନ’ ପାଲଟିଲେ ଋତୁରାଜ…
ଅହମ୍ମଦାବାଦ,୩।୧୨: ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ମହାରାଷ୍ଟ୍ରର ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକଓ୍ବାଡ। ଏଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦଳ ପକ୍ଷରୁ ଖେଳି ସେ ୧୩୧ ବଲ୍ରେ ୧୦୮ ରନ୍ର ଇନିଂସ ଖେଳିଛନ୍ତି। ଟୁର୍ନାମେଣ୍ଟରେ ଏହା ଋତୁରାଜଙ୍କ କ୍ରମାଗତ ତୃତୀୟ ଶତକ। ଏହାପୂର୍ବରୁ…
ଆଶାକର୍ମୀଙ୍କ କାର୍ଯ୍ୟବନ୍ଦ, ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ
ସୋରଡ଼ା,୩ା୧୨(ଡି.ଏନ୍.ଏ.): ରାଜ୍ୟ ଆଶାକର୍ମୀ ସଂଘ ନିଷ୍ପତ୍ତି କ୍ରମେ ୭ ଦଫା ଦାବି ପୂରଣ ପାଇଁ ସରକାରଙ୍କୁ ୨୧.୧୧.୨୦୨୨ରେ ଦାବିପତ୍ର ପ୍ରଦାନ କରାଯାଇଥିଲା ଏବଂ ୨୯.୧୧.୨୦୨୨ରେ ବିଧାନସଭା ସମ୍ମୁଖରେ ଧାରଣା ଦିଆଯାଇଥିଲା। କିନ୍ତୁ କୌଣସି ସମାଧାନ ହୋଇପାରି ନ ଥିଲା। ପୁଣି ରାଜ୍ୟ…
ଭୟଙ୍କର ରୋଗରେ ପୀଡ଼ିତ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସାମନ୍ଥା ରୁଥ୍ପ୍ରଭୁଙ୍କ ପରେ ଏବେ ଆଉ ଜଣେ ତେଲୁଗୁ ଅଭିନେତ୍ରୀ ଭୟଙ୍କର ରୋଗରେ ପୀଡ଼ିତ। ଯିଏ କି ନିକଟରେ ‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ ଗାନ୍ଧୀଙ୍କ ସହ ଖୁସିରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଏହି ଅଭିନେତ୍ରୀଙ୍କ ନାଁ…
ବାଲାଂଦେଶ ବିପକ୍ଷ ସିରିଜ୍ ପୂର୍ବରୁ ଭାରତୀୟ ଟିମକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୩।୧୨: ବାଲାଂଦେଶ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପୂର୍ବରୁୁ ଭାରତୀୟ ଟିମ୍କୁ ଲାଗିଛି ବଡ ଝଟ୍କା। ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି ଆହତ ହୋଇଥିବା କାରଣରୁ ଏହି ସିରିଜରୁ ବାଦ୍ ପଡ଼ିଛନ୍ତି। ତାଙ୍କ ବାମ କାନ୍ଧରେ ଆଘାତ…
୧୯୦ ବର୍ଷରେ ପାଦଦେଲା ପୃଥିବୀର ସର୍ବ ପୁରାତନ କଇଁଛ ଜୋନାଥନ…
ସେଣ୍ଟ ହେଲେନା,୩।୧୨ : ଆନୁଷ୍ଠାନିକ ଭାବରେ ପୃଥିବୀର ସର୍ବ ପୁରାତନ କଇଁଛ ଜୋନାଥନ ୧୯୦ ବର୍ଷରେ ପାଦ ଦେଇଛି। ଗିନିଜ ୱାଲର୍ଡ ରେକର୍ଡ ଏହାକୁ ପୁରାତନ କଇଁଛର ଆଖ୍ୟା ଦେଇଛି। ଜୋନାଥନ ସେଚେଲ୍ସର ଏକ ବିଶାଳ କଇଁଛ। ନେପୋଲିଅନଙ୍କ ମୃତ୍ୟୁ ପରେ…
ବିବାହ ପାଇଁ ନିଜ ଧର୍ମ ଛାଡ଼ିଛନ୍ତି ଏସବୁ ଅଭିନେତ୍ରୀ
ମୁମ୍ବାଇ: କୁହାଯାଏ, ପ୍ରେମରେ ଜାତି, ଧର୍ମ, ବର୍ଣ୍ଣ ଦେଖାଯାଏ ନାହିଁ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଅନେକ ଜଣାଶୁଣା ସେଲିବ୍ରିଟି ଅଛନ୍ତି, ଯେଉଁମାନେ ବାସ୍ତବ ଜୀବନରେ ଜାତି, ଧର୍ମ ନିର୍ବିଶେଷରେ ନିଜ ଜୀବନ ସାଥୀ ବାଛିଛନ୍ତି। ଏପରି କିଛି ବଲିଉଡ୍ ଅଭିନେତ୍ରୀଙ୍କ ବିଷୟରେ…
ସମ୍ପୂର୍ଣ୍ଣ ୟୁରୋପରେ ଥିବା ୟୁକ୍ରେନ ଦୂତାବାସକୁ ପଠାଯାଉଛି ରକ୍ତାକ୍ତ ପ୍ୟାକେଟ, ଚିଠି ସହ ମିଳୁଛି ପ୍ରାଣୀଙ୍କ ଆଖି
କ୍ୱିଭ,୩ ।୧୨: ରୁଷିଆ-ୟୁକ୍ରେନ୍ ମଧ୍ୟରେ ପ୍ରାୟ ୧୦ ମାସ ହେବ ଯୁଦ୍ଧ ଲାଗି ରହିଛି । ଏଥିରେ ଉଭୟ ଦେଶର ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଥିଲେ ବି କେହି ପଛକୁ ହଟିବାକୁ ଚାହୁଁ ନାହାନ୍ତି । ରୁଷିଆ ଆକ୍ରମଣରେ ୟୁକ୍ରେନର…
ବିବାହର ୧୮ ବର୍ଷ ପରେ ପ୍ୟାରେଣ୍ଟସ ହେଲେ ଏହି କପଲ
ମୁମ୍ବାଇ: ଶାହାରୁଖ ଖାଁ ଓ ମହିମା ଚୌଧୁରୀ ଷ୍ଟାରର ମୁଭି ‘ପରଦେଶ’ରେ ରାଜୀବ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଅପୂର୍ବ ଅଗ୍ନିହୋତ୍ରୀ ଏବେ ପିତା ହୋଇଛନ୍ତି । ନିକଟରେ ଅଭିନେତା ତାଙ୍କ ଜନ୍ମଦିନରେ ଏହି ଖୁସି ଖବର ଦେଇଥିଲେ ।…
ହାତୀ ଟ୍ରାକିଂ ପାଇଁ ଅତ୍ୟାଧୁନିକ ଥର୍ମାଲ ଡ୍ରୋନ୍ ବ୍ୟବହାର
କେନ୍ଦୁଝର,୩।୧୨(ସ୍ବ.ପ୍ର.): ହାତୀ ଚିହ୍ନଟ ପାଇଁ କେନ୍ଦୁଝରରେ ଅତ୍ୟାଧୁନିକ ଡ୍ରୋନ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ଥର୍ମାଲ ଡ୍ରୋନ ରାତିରେ ହାତୀର ଗତିବିଧିକୁ ଅନୁଧ୍ୟାନ କରିବା ସହିତ ହାତୀର ଶରୀର ତାପମାତ୍ରାକୁ ୧୦୦ ମିଟର ଉଚ୍ଚତାରୁ ସଂଗ୍ରହ କରିପାରିବା କ୍ଷମତା ରହିଛି ।…
ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ମିଳିବ ପ୍ରଶିକ୍ଷଣ ସୁବିଧା
କର୍ଲାମୁଣ୍ଡା,୩।୧୨(ଡି.ଏନ୍.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟଠାରେ ଶନିବାର ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ବ୍ଲକ ଅନ୍ତର୍ନିବେଶୀ ଶିକ୍ଷାସାଧନ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏଥିରେ ବିଡିଓ ସୁଚରିତା ମୁଗ୍ରୀ, ବିଇଓ ତପିମଣି ଜାନୀ, ଏବିଇଓ ସହଦେ ସୁନା…
Archives


