ଚାଇନା-ଆରବ ଶିଖର ବୈଠକରେ ଯୋଗଦେବାକୁ ସୌଦି ଆରବ ଯିବେ ଜିନପିଙ୍ଗ
ବେଜିଂ,୬ ।୧୨: ଚାଇନା ଓ ସୌଦି ଆରବ ସହ ଆମେରିକାର ଶତ୍ରୁତା ବଢିଚାଲିଥିବା ବେଳେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଗୁରୁବାର ରିୟାଦ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେ ସୌଦି ଆରବର ରାଜଧାନୀ ରିୟାଦରେ ଚାଇନା-ଆରବ ଶିଖର ସମ୍ମିଳନୀରେ ଭାଗ…
ଶୁଣାଣି ବନ୍ଦ କଲେ ମହିଳା କମିଶନ, ଦୀପିକା ନିରାଶ
ଭୁବନେଶ୍ୱର,୬।୧୨(ବ୍ୟୁରୋ): ବ୍ରହ୍ମପୁର ବଡବଜାର ଦେଶୀ ବେହେରା ସାହିର କେ ଦୀପିକା-କେ ଦୀନେଶ ବିବାହ ବିବାଦ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ମହିଳା କମିଶନରେ ଆପୋସ ସମାଧାନ ହୋଇପାରୁ ନାହିଁ। ସୋମବାର ଦୀପିକା ୫ମ ଥର ପାଇଁ କମିଶନଙ୍କ ନିକଟରେ…
ବାବ୍ରୀ ମସଜିଦ ଧ୍ୱଂସର ବର୍ଷ ପୂର୍ତ୍ତିକୁ ନେଇ ଅଯୋଧ୍ୟାରେ ହାଇ ଆଲର୍ଟ, ମଥୁରାରେ କଡା ସୁରକ୍ଷା ସହ ନଜର ରଖିବ ଡ୍ରୋନ୍
ଲକ୍ଷ୍ନୌ,୬ ।୧୨: ଠିକ୍ ଆଜିର ଦିିନରେ ୧୯୯୨ରେ ବାବ୍ରୀ ମସଜିଦ ଧ୍ୱଂସ କରି ଦିଆଯାଇଥିଲା । ଉତ୍ତର ପ୍ରଦେଶର ଅଯୋଧ୍ୟାରେ ୬ ଡିସେମ୍ବର ଅର୍ଥାତ୍ ବାବ୍ରୀ ମସଜିଦ ଧ୍ୱଂସର ବର୍ଷ ପୂର୍ତ୍ତିକୁ ଦେଖି ହାଇ ଆଲର୍ଟ ଘୋଷଣା କରାଯାଇଛି । କେବଳ…
ବର୍ଷକୁ ୬୪,୦୦୦ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ
ବେଜିଂ, ୬।୧୨: ପ୍ରଦୂଷିତ ବାୟୁରେ ଥିବା କ୍ଷୁଦ୍ର କଣିକା ଚାଇନାରେ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁର ପ୍ରମୁଖ କାରଣ ପାଲଟିଛି। ସାଇଣ୍ଟିଫିକ୍ ଜର୍ନାଲ ନେଚର କମ୍ୟୁନିକେଶନରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ଅନୁସାରେ, ବାୟୁ ପ୍ରଦୂଷଣ କାରଣରୁ ଚାଇନାରେ ପ୍ରତିବର୍ଷ ୬୪,୦୦୦ ଗର୍ଭସ୍ଥ ଶିଶୁଙ୍କ…
ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି ଜୈବ ବିବିଧତା
କେନ୍ଦ୍ରାପଡ଼ା ଅଫିସ, ୬ା୧୨:ରାଜନଗର ପେଣ୍ଠ ବେଳାଭୂମିରେ ଗତ ୧ ତାରିଖରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜାତୀୟ ଉଦ୍ୟାନ ଭିତରକନିକା ଇକୋ ରିଟ୍ରିଟ୍ ଆରମ୍ଭ ହୋଇଛି। ଏଥିସହ ଶୀତଋତୁର ଆରମ୍ଭରୁ ବିଦେଶାଗତ ପକ୍ଷୀଙ୍କ ସମାହାର ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।…
ଭାରତ-ଜର୍ମାନୀ ଗତିଶୀଳତା ଚୁକ୍ତି ସ୍ବାକ୍ଷର
ନୂଆଦିଲ୍ଲୀ,୫।୧୨: ଭାରତ ଏବଂ ଜର୍ମାନୀ ମଧ୍ୟରେ ସୋମବାର ଗତିଶୀଳତା ସହଯୋଗିତା ଚୁକ୍ତି ସ୍ବାକ୍ଷର ହୋଇଛି। ଏଥିସହିତ ୟୁକ୍ରେନ୍ ଯୁଦ୍ଧ, ଆଫଗାନିସ୍ତାନ ସ୍ଥିତି ଏବଂ ପାକିସ୍ତାନରୁ ସୀମାପାର ଆତଙ୍କବାଦ ଆଦି ପ୍ରମୁଖ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ଉପରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର…
‘ମୁକ୍ତା’ ଯୋଜନାରେ ବଦଳିବ ସହରର ଚିତ୍ର
ଭୁବନେଶ୍ୱର, ୬।୧୨ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ‘ମୁକ୍ତା’ ଯୋଜନାରେ ବଦଳିବ ସହରର ଚିତ୍ର। ମୁକ୍ତାକାଶ ଜିମ୍ ସହିତ ପିଲାଙ୍କ ପାଇଁ ପାର୍କ, କମ୍ୟୁନିଟି ସେଣ୍ଟର ଠାରୁ ଆରମ୍ଭ କରି ପୋଖରୀ ମରାମତି, ରାସ୍ତା, ସୌନ୍ଦର୍ଯ୍ୟକରଣ ଆଦି କରାଯିବ। ଏନେଇ ସୋମବାର…
ଠାକୁର ଅନୁକୂଳଚନ୍ଦ୍ରଙ୍କୁ ପରମାତ୍ମା ଘୋଷଣା ଆବେଦନ ଖାରଜ
ନୂଆଦିଲ୍ଲୀ,୬।୧୨: ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କୁ ‘ପରମାତ୍ମା’ ଘୋଷଣା କରିବା ଲାଗି ଦାଏର ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଏଥିସହିତ ଆବେଦନକାରୀଙ୍କ ଉପରେ ସର୍ବୋଚ୍ଚ ଅଦାଲତ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ଭାରତ ଏକ ଧର୍ମନିରପେକ୍ଷ…
ପ୍ରେମିକା ଘରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
ଭୁବନେଶ୍ୱର, ୬।୧୨(ବ୍ୟୁରୋ):ପ୍ରେମିକା ଘରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିଛି। ରାଜଧାନୀ ଭୁବନେଶ୍ୱରର ସାଲିଆ ସାହିରେ ରବିବାର ଏଭଳି ଘଟଣା ସାମ୍ନାକୁ ଆସିଛି। ମୃତକ ଦ୍ୱୟ ହେଲେ ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ଚିତ୍ରସେନ ଗୌଡ଼ (୨୦)…
ଜାତୀୟ ରାଜପଥରୁ ୫୦ ଫୁଟ ଯାଏ ହଟିବ ଜବରଦଖଲ
ଭୁବନେଶ୍ୱର,୬।୧୨(ବ୍ୟୁରୋ): ହକି ବିଶ୍ୱ କପ୍କୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ କରାଯାଉଛି। ତେବେ ଏଥିରେ ଜବରଦଖଲ ବାଧକ ସାଜୁଥିବାରୁ ଉଚ୍ଛେଦ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି। ଏଥିସହ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ରାଜପଥରୁ ୫୦ ଫୁଟ ଯାଏ…
ୟୁକ୍ରେନ୍ ଉପରେ ୭୦ ମିଶାଇଲ ମାଡ଼
ମସ୍କୋ,୬।୧୨: ରୁଷୀୟ ତୈଳକୁ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ବ୍ୟାରେଲ ପିଛା ୬୦ ଡଲାରରେ ସୀମିତ ରଖି ମସ୍କୋକୁ ଆର୍ଥିକ ଝଟକା ଦେଇଛନ୍ତି। ଏହି ପଦକ୍ଷେପକୁ ନେଇ କ୍ଷୁବ୍ଧ ରୁଷିଆର ସାମରିକ ବଳ ସୋମବାର ୟୁକ୍ରେନ୍ ଉପରେ ଘନଘନ ମିଶାଇଲ୍ ମାଡ଼ କରିଛି। ରୁଷିଆ…
ମହିଳା ଭେଣ୍ଡିଂ ଜୋନ୍ ଆଶା ମଉଳିଲା
ଭୁବନେଶ୍ୱର,୬।୧୨(ବ୍ୟୁରୋ):ବକେୟା ବିଲ୍ ପାଉ ନ ଥିବାରୁ ଠିକା ସଂସ୍ଥାଗୁଡ଼ିକ ମନଇଚ୍ଛା କାମ କରୁଛନ୍ତି। ଫଳରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ବହୁ ପ୍ରକଳ୍ପ ଆଗେଇ ପାରୁନାହିଁ। ଏପରିକି କିଛି ପ୍ରକଳ୍ପ ଆରମ୍ଭରୁ ତ ଆଉ କିଛି ଅଧାରୁ ବନ୍ଦ ହୋଇ ରହିଛି,…
Archives


