ସତୀଶଙ୍କ ଅନ୍ତିମ ଇଚ୍ଛା ପୂରଣ କରିବେ ପୁତୁରା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମାର୍ଚ୍ଚ ୯ରେ ପରଲୋକ ଘଟିଛି। ସ୍ବର୍ଗତ ଅଭିନେତାଙ୍କ ପୁତୁରା ନିଶାନ୍ତ ତାଙ୍କର ସମସ୍ତ ଶେଷ ରୀତିନୀତି କରିଥିଲେ। ଇତି ମଧ୍ୟରେ ନିଶାନ୍ତ ସତୀଶ କୌଶିକଙ୍କ ଶେଷ ଇଚ୍ଛା କ’ଣ ଥିଲା,ତାହା ସେ ଖୁଲାସା କରିଛନ୍ତି। ଏଥିସହିତ ନିଶାନ୍ତ ସତୀଶଙ୍କ ଶେଷ ଇଚ୍ଛା ମଧ୍ୟ ପୂରଣ କରିବେ ବୋଲି କହିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ସତୀଶ କୌଶିକଙ୍କ ପୁତୁରା ନିଶାନ୍ତ କୌଶିକ ତାଙ୍କର ଶେଷ ଇଚ୍ଛା ପ୍ରକାଶ କରିଛନ୍ତି। ନିଶାନ୍ତ କହିଛନ୍ତି, ସତୀଶଙ୍କ ସ୍ବପ୍ନ ଏକ ବହୁତ ବଡ ଷ୍ଟୁଡିଓ ଥିଲା। ବର୍ତ୍ତମାନ ସେ ବୋନି କପୁର ଏବଂ ଅନୁପମ ଖେରଙ୍କ ସାହାଯ୍ୟରେ ତାଙ୍କ ଶେଷ ଇଚ୍ଛା ପୂରଣ କରିବେ। ଏହି ଦୁଇଜଣ ତାଙ୍କ ପରିବାର ପରି। ନିଶାନ୍ତ ଏହା ମଧ୍ୟ କହିଛନ୍ତି ଯେ, ସତୀଶ ୨୦୨୧ରେ ଫିଲ୍ମ ‘କାଗଜ’ର ସିକ୍ୱେଲ ତିଆରି କରୁଥିଲେ। ଚଳଚ୍ଚିତ୍ରର ସମ୍ପାଦନା କାର୍ଯ୍ୟ ଚାଲିଥିଲା। ବର୍ତ୍ତମାନ ଯେତେବେଳେ ସତୀଶ ଏହି ଦୁନିଆରେ ନାହାଁନ୍ତି, ନିଶାନ୍ତ ମଧ୍ୟ ଏହି କାର୍ଯ୍ୟ ସମାପ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ଏହି ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଦୀର୍ଘଦିନ ଧରି ଅସୁସ୍ଥତା ହେତୁ ଅଭିନେତା ଅରୁଣ ବର୍ମାଙ୍କ ଭୋପାଳରେ ଦେହାନ୍ତ ହୋଇଛି। ଭୋପାଳର ପିପୁଲ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅରୁଣ ଗୁରୁବାର ଶେଷ...

ଅଭିନେତାଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ ଲାଗିଗଲା ନିଆଁ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର୍‌ ପ୍ରଭାସ ୪୩ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ଆନ୍ଧ୍ରପ୍ରଦେଶର ଏକ ସିନେମା ହଲ୍‌ରେ ଫ୍ୟାନ୍‌ମାନେ ପ୍ରଭାସଙ୍କ ଜନ୍ମଦିନ ପାଳନ କରୁଥିବା...

‘ଦୋସ୍ତାନା-୨’ରେ ଜାହ୍ନବୀଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତା

ନିଜର ପ୍ରଥମ ସିନେମା ‘ଧଡକ’ରେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର ଦର୍ଶକଙ୍କୁ ପ୍ରଭାବିତ କରି ଖୁବ ପ୍ରଶଂସା ସାଉଁଟିଥିଲେ। ଏବେ ସେ କରଣ ଜୋହରଙ୍କ ଆଗାମୀ...

ରିମେକ୍‌ ଯୋଗୁ ବରବାଦ ହୋଇଛି ବଲିଉଡ୍‌, ନିଜକୁ ଦୋଷୀ ବୋଲି କହିଲେ କରନ୍‌

ବମ୍ବେ: ଦିନ ଥିଲା ବଲିଉଡ୍‌ ସିନେମା ନିଜର ସ୍ବତନ୍ତ୍ରତା ଲାଗି ପରିଚିତି ଲାଭ କରିଥିଲା। ହେଲେ ବିଗତ କିଛି ଦିନରୁ ବଲିଉଡ୍‌ ଦର୍ଶକଙ୍କ ମନ ଜିଣିବାରେ...

ଦ୍ୱିତୀୟଥର କରୋନା ଆକ୍ରାନ୍ତ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଲୋକପ୍ରିୟ ଟିଭି ଧାରାବାହିକ ଅନୁପମାରେ ଡକ୍ଟର ମୋନା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ପାରୁଲ ଚୌଧରୀ ପୁଣିଥରେ କରୋନା ଆକ୍ରାନ୍ତ ହୋଇଛନ୍ତି। ପାରୁଲଙ୍କ ସହ ତାଙ୍କ...

ଗୋଟିଏ ଫିଲ୍ମ କରିବାକୁ ଏତିକି କୋଟି ଟଙ୍କା ଦାବି କରନ୍ତି ଜ୍ୟାକ୍‌ଲିନ

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ ଦର୍ଶକଙ୍କୁ ଅନେକ ଫିଲ୍ମ ଭେଟି ଦେଇଛନ୍ତି। ଏହି ଶ୍ରୀଲଙ୍କା ସୁନ୍ଦରୀ ଗୋଟିଏ ଫିଲ୍ମ କରିବା ପାଇଁ ୬ କୋଟିରୁ ଅଧିକ...

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ତବସୁମ୍‌

ବମ୍ବେ: ଆଉ ନାହାନ୍ତି ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ତବସୁମ୍‌। ୭୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଶୁକ୍ରବାର ରାତିରେ ତାଙ୍କର ହୃଦଘାତ ହୋଇଥିଲା।...

ହେମାଙ୍କୁ ବିବାହ କରି ବି କୌଣସି ଅଭିନେତ୍ରୀଙ୍କୁ ଘରର ବୋହୂ କରିବାକୁ ଚାହିଁ ନ ଥିଲେ ଧର୍ମେନ୍ଦ୍ର; ଏପରି ଭାଙ୍ଗିଥିଲା ବବିଙ୍କ ହୃଦୟ…

ବମ୍ବେ: ଦିନ ଥିଲା ଭାଇଙ୍କ ବନ୍ଧୁଙ୍କୁ ଭଲପାଇ ବସିଥିଲେ। ହେଲେ ପ୍ରେମ ତାର ଶେଷ ଠିକଣାରେ ପହଞ୍ଚିପାରିଲା ନାହିଁ। ଆମେ କଥା ହେଉଛୁ ଦେଓଲ ପରିବାରର...

Advertisement
Archives

Model This Week