Posted inଜାତୀୟ

୩୦ ଲକ୍ଷ କି.ମି. ସାଇକେଲ ଚଳାଇ ଗିନିଜ୍‌ ରେକର୍ଡ

ଜୟପୁର,୧୪ା୩: ସାଇକେଲରେ ସର୍ବାଧିକ ପଥ ଅତିକ୍ରମ କରିଥିବା ରାଜସ୍ଥାନ ବାରମେରର ନରପତ୍‌ ସିଂ ରାଜପୁରୋହିତ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ରାଜପୁରୋହିତ ୨୦୧୯ ଜାନୁୟାରୀରେ ଜମ୍ମୁରୁ ନିଜର ସାଇକେଲ ଯାତ୍ରା ଆରମ୍ଭ କରି ୨୦୨୨ ଏପ୍ରିଲରେ ଜୟପୁରରେ ଶେଷ କରିଥିଲେ। ସେ ମୋଟ ୩୦,୧୨୧.୬୪ କିଲୋମିଟର ସାଇକେଲ ଯାତ୍ରା କରିଛନ୍ତି, ଯାହାକି ବର୍ତ୍ତମାନ ସୁଦ୍ଧା ଦୀର୍ଘତମ ସାଇକେଲ ଚାଳନା। ସେ ଦେଶର ୨୯ଟି ରାଜ୍ୟ ଦେଇ ସାଇକେଲ ଚଳାଇଥିଲେ। କୋଭିଡ୍‌ ମହାମାରୀ ଯୋଗୁ ଯାତ୍ରାକୁ ତାମିଲନାଡୁରେ ୪ ମାସ ସ୍ଥଗିତ ରଖିଥିଲେ। ଯାତ୍ରା ସମୟରେ ସେ ୯୩ ହଜାର ଚାରା ରୋପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଦେଶରେ ୧୮,୮୫୫ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୯।୧: ଦେଶରେ ଆଜି ଦିନକରେ ଆଉ ୧୮ ହଜାର ୮୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧...

‘ଅପରେଶନ ଦୋସ୍ତ’

ନୂଆଦିଲ୍ଲୀ, ୯।୨: ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ତୁର୍କୀ ଓ ସିରିଆକୁ ଭାରତ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଛି। କେନ୍ଦ୍ର ସରକାର ‘ଅପରେଶନ୍‌ ଦୋସ୍ତ’...

ଆମ୍ବେଦକରଙ୍କୁ ମନେପକାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୪: ଆଜି ଦେଶର ସମ୍ବିଧାନ ରଚୟତା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ୧୩୦ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ...

ଅମରନାଥ ଯାତ୍ରା ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି ପାକିସ୍ତାନ

ଜମ୍ମୁ,୧୩ ।୩: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ୨ ବର୍ଷରୁ ଅଧିକ ସମୟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ଘାଟିରେ ଆତଙ୍କବାଦୀ ଆକ୍ରମଣ ମଧ୍ୟ...

ଧୋନୀଙ୍କ ଫାର୍ମ ପାଇଁ ମିଳିଲାନି କଡ଼କନାଥ କୁକୁଡ଼ା

ଇନ୍ଦୋର,୧୩।୧: ଭାରତର ୧୦ଟି ରାଜ୍ୟରେ ବାର୍ଡ ଫ୍ଲୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ବାର୍ଡ ଫ୍ଲୁ ଯୋଗୁ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଚିନ୍ତା ବଢ଼ିବାରେ...

ପ୍ରିୟଙ୍କାଙ୍କୁ ୟୁପି ପୋଲିସର ଦୁର୍ବ୍ୟବହାର

ଲକ୍ଷ୍ନୌ,୨୯ା୧୨: ସିଏଏ ଏବଂ ଏନ୍‌ଆର୍‌ସି ବିରୋଧୀ ବିକ୍ଷୋଭ ବେଳେ ଗିରଫ ହୋଇଥିବା ପୂର୍ବତନ ଆଇପିଏସ୍‌ ଅଫିସର ତଥା ସାମାଜିକ କର୍ମୀ ଏସ୍‌.ଆର୍‌. ଦାରାପୁରୀଙ୍କ ପରିବାରଙ୍କୁ ଭେଟିବାକୁ...

କଂଗ୍ରେସ ନୂଆ ଅଧ୍ୟକ୍ଷ ରିମୋଟ ଦ୍ୱାରା ପରିଚାଳିତ ହେବେ ମନ୍ତବ୍ୟକୁ ଖଣ୍ଡନ କଲେ ରାହୁଲ…

ନୂଆଦିଲ୍ଲୀ,୮।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କରିଛନ୍ତି ଯେ ଗାନ୍ଧୀ ପରିବାର ଦଳର ପରବର୍ତ୍ତୀ ଅଧ୍ୟକ୍ଷଙ୍କୁ ରିମୋଟରେ ପରିଚାଳିତ କରିବେ ବୋଲି ପ୍ରଚାର...

କ୍ୟାମେରା ନ ଥିବାରୁ ପଗଡି ପିନ୍ଧିବାକୁ ମନା କଲେ ରାହୁଲ ଗାନ୍ଧୀ: ଭାଜପାର ଟାର୍ଗେଟ୍‌

ଅମୃତସର,୧୨।୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ପଞ୍ଜାବ ଦେଇ ଯାଉଛି। ପଞ୍ଜାବରେ ଯାତ୍ରା କରୁଥିବା ସମୟରେ ରାହୁଲ ଗାନ୍ଧୀ ପଗଡି...

Advertisement
Archives

Model This Week