Home Left

ପାକିସ୍ତାନକୁ ହରାଇଲା ଇଂଲଣ୍ଡ

ରାଓ୍ବଲପିଣ୍ଡି, ୬ା୧୨: ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚକୁ ଇଂଲଣ୍ଡ ୭୪ରନରେ ଜିତିନେଇଛି। ସୋମବାର ମ୍ୟାଚର ୫ମ ତଥା ଅନ୍ତିମ ଦିବସରେ ପାକିସ୍ତାନ ହାତରେ ୮ ଉଇକେଟ ଥାଇ ବିଜୟ ପାଇଁ ୨୬୩ ରନ ଆବଶ୍ୟକ କରୁଥିଲା। ଦଳ କିନ୍ତୁ…

ପେନାଲ୍ଟି ଶୁଟ୍‌ଆଉଟରେ କ୍ରୋଏସିଆ କ୍ୱାର୍ଟରରେ

ଦୋହା,୬ା୧୨: ଅଣ୍ଡରଡଗ୍‌ ଜାପାନ ବିପକ୍ଷ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ପେନାଲ୍ଟି ଶୁଟ ଆଉଟରେ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ୨୦୧୮ ସଂସ୍କରଣ ରନର୍ସଅପ୍‌ କ୍ରୋଏସିଆ। ନିର୍ଦ୍ଧାରିତ ସମୟରେ ମ୍ୟାଚଟି ୧-୧ରେ ରହିଥିଲା। ଅତିରିକ୍ତ ସମୟରେ ମଧ୍ୟ ଉଭୟ ଦଳ ପରସ୍ପରକୁ…

ସ୍କାଲୋନିଙ୍କ ଦୃଢ଼ ନିଷ୍ପତ୍ତି

ଲିଓନେଲ ସ୍କାଲୋନିଙ୍କ ଆର୍ଜେଣ୍ଟିନା ଏକ ବଡ଼ ବିଜୟ ସହ କାତାର ଫୁଟ୍‌ବଲ ବିଶ୍ୱକପ୍‌ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ସେମାନେ ଲୋଇସ୍‌ ଭାନ୍‌ ଗାଲ୍‌ (ନେଦରଲାଣ୍ଡ୍ସ କୋଚ୍‌)ଙ୍କ ଦଳ ସହିତ ମୁକାବିଲା କରିବେ। ଏହି ମ୍ୟାଚ ଲୁସେଲ ଷ୍ଟାଡିୟମରେ ଖେଳାଯିବ, ଯେଉଁଠାରେ…

ଭାରତକୁ ଲାଗିଲା ବଡ଼ ଝଟ୍‌କା

ଢାକା,୬।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ୧ ଉଇକେଟ୍‌ରେ ପରାଜୟର ସମ୍ମୁଖୀନ ହୋଇଥିଲା। ବାଂଲାଦେଶ ଗସ୍ତର ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ଟିମ ଇଣ୍ଡିଆକୁ ଆଉ ଏକ…

ବୃହତ ବିଜୟ ସହିତ କ୍ୱାର୍ଟରରେ ବ୍ରାଜିଲ

ଦୋହା,୬ା୧୨: ଫିଫା ବିଶ୍ୱକପର ରାଉଣ୍ଡ ଅଫ୍‌ ୧୬ ମୁକାବିଲାରେ ସୋମବାର ବୃହତ ବିଜୟ ହାସଲ କରିଛି ବ୍ରାଜିଲ। ଦଳ ୪-୧ରେ ଦକ୍ଷିଣ କୋରିଆକୁ ପରାସ୍ତ କରିବା ସହିତ କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି। ବ୍ରାଜିଲ ପକ୍ଷରୁ ଭିନିସିଅସ୍‌ ଜୁନିୟର(୭), ନେମାର(୧୩),…

ଶେୟାର ବଜାରରେ ଭିନ୍ନ ଫଳାଫଳ

ନୂଆଦିଲ୍ଲୀ,୬।୧୨: ଗତ କିଛି ଦିନ ହେବ ଷ୍ଟକ୍‌ ବଜାରର ଫଳାଫଳ ନିବେଶକଙ୍କୁ ଉତ୍ସାହିତ କରୁଥିଲା। ହେଲେ ବିଗତ ୨ଟି କାର୍ଯ୍ୟ ଦିବସ ନିବେଶକଙ୍କୁ ଆଶଙ୍କା ମଧ୍ୟରେ ରଖିଛି। ଏପରିକି ସୋମବାରର ଶେୟାର ବଜାର କାରବାର ଆଶା ଓ ଆଶଙ୍କା ମଧ୍ୟରେ ଶେଷ…

୫ ଲକ୍ଷ କୋଟି ଟଙ୍କା ଟପିଲା ଏସ୍‌ବିଆଇ ପିବିଏ

ଭୁବନେଶ୍ୱର,୯।୧୨: ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ ଇଣ୍ଡିଆ (ଏସ୍‌ବିଆଇ)ର ପର୍ସନାଲ୍‌ ବ୍ୟାଙ୍କିଙ୍ଗ୍‌ ଆଡଭାନ୍ସ୍‌ (ପିବିଏ) ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିବା ଜଣାପଡିଛି। ଏପରିକି ବ୍ୟାଙ୍କ୍‌ ମାତ୍ର ୧୨ ମାସ ମଧ୍ୟରେ ଏକ ଲକ୍ଷ…

କମ୍ପାନୀରେ ଛଟେଇ ପ୍ରକ୍ରିୟା ଜାରି, ଏବେ ପେପ୍‌ସିକୋ କରୁଛି ଯୋଜନା

ନୂଆଦିଲ୍ଲୀ,୬ ।୧୨: ଟୁଇଟର, ଅମେଜନ, ଫେସବୁକ ପରେ ଏବେ ପେପସିକୋ କମ୍ପାନୀ କର୍ମଚାରୀ ଛଟେଇ କରିବାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି । ୱାଲ ଷ୍ଟ୍ରିଟ ଜର୍ନାଲର ସୂଚନା ଅନୁଯାୟୀ, ପେପସିକୋ ଇଙ୍କ ତା’ର ନ୍ୟୁୟର୍କ ହେଡ ଅଫିସର ସ୍ନାକ…

ମୁଖ୍ୟ ଶାସନ ସଚିବ ଫୋନ ନ ଉଠାଇବାରୁ ରାଗିଲେ ମୁଖ୍ୟମନ୍ତ୍ରୀ

ପାଟନା,୬।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉଗ୍ର ରୂପ ଦେଖିବାକୁ ମିଳିଛି। ମୁଖ୍ୟ ଶାସନ ସଚିବ ଅମିର ସୁଭାନୀ ଫୋନ କଲ ନ ଉଠାଇବାରୁ ନୀତୀଶ ତାଙ୍କ ଉପରେ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ସୋମବାର ଜନତା ଦରବାରରେ ଲୋକଙ୍କ ସମସ୍ୟା ଶୁଣୁଥିଲେ। ଏହି…

ରେନ୍ୟୁ ପାୱାର ସହ ଜେଏସ୍‌ଏଲ୍‌ର ଚୁକ୍ତିନାମା

ନୂଆଦିଲ୍ଲୀ,୬।୧୨: ଦେଶର ପ୍ରମୁଖ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍‌ଏଲ୍‌) ସହ ନବୀକରଣଯୋଗ୍ୟ ଶକ୍ତି କମ୍ପାନୀ ରେନ୍ୟୁ ପାୱାରର ନିକଟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ଚୁକ୍ତିନାମା ସ୍ବାକ୍ଷର ହୋଇଯାଇଛି। ଏପରିକି ଯାଜପୁର ପ୍ଲାଣ୍ଟକୁ ଶକ୍ତି ଯୋଗାଣ ପାଇଁ…

ସରିଲା ପଦ୍ମପୁର ଉପନିର୍ବାଚନ: ରେକର୍ଡ ୮୧.୨୯ ପ୍ରତିଶତ ମତଦାନ

ବରଗଡ ଅଫିସ, ୬।୧୨: ବରଗଡ ଜିଲା ପଦ୍ମପୁର ଉପନିର୍ବାଚନ ସୋମବାର ଶେଷ ହୋଇଛି । ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଅର୍ଥାତ୍‌ ୮୧.୨୯ ପ୍ରତିଶତ ମତଦାନ ହୋଇଛି। ଏହି ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର…

ଜି୨୦ ଲୋଗୋରେ ରହୁ ଭିନ୍ନ ପ୍ରତୀକ

ନୂଆଦିଲ୍ଲୀ,୬।୧୨: ୨୦୨୩ ବର୍ଷ ଲାଗି ଭାରତ ଜି୨୦ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି। ଆସନ୍ତା ବର୍ଷ ହେବାକୁ ଥିବା ଜି୨୦ ସମିଟ୍‌ ଲାଗି ରଣନୀତି ପ୍ରସ୍ତୁତି ନିମନ୍ତେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ରାଷ୍ଟ୍ରପତି ଭବନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri