ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ
‘ଚିୟର୍ସ’ ଏବଂ ‘ଡ୍ରପ ଡେଡ ଗର୍ଜିୟସ’ର ତାରକା ର୍କିଷ୍ଟି ଏଲିଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ଗତ କିଛିଦିନ ହେବ କର୍କଟ ରୋଗ ସହ ଲଢୁଥିଲେ। ଏଲିଙ୍କ ଦୁଇ ସନ୍ତାନ ଲିଲି ଏବଂ ଓ୍ବିଲିୟମ ଟ୍ରୁ ଷ୍ଟିଭେନସନ୍…
ଯୁବକଙ୍କୁ ଛୁରାମାଡ଼, ଦୁର୍ବୃତ୍ତ ଫେରାର
ବଡବିଲ,୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ପୁରୁଣା ବସଷ୍ଟାଣ୍ଡସ୍ଥିତ ଏକ ଚା’ ଦୋକାନରେ ମଙ୍ଗଳବାର ଜଣେ ଯୁବକଙ୍କୁ ଛୁରାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ଗୁରୁତର ଯୁବକ ଜଣକ ହେଲେ ବଡବିଲ ନିଉ ମାର୍କେଟ ଅଞ୍ଚଳରେ ରହୁଥିବା ଏମଡି ଆକବର। ଆକବରଙ୍କୁ…
ଖୁବ୍ଶୀଘ୍ର ଓଟିଟିରେ ରିଲିଜ୍ ହେବ ‘ବିକ୍ରମ ଭେଧା’
ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ଭେଧା’ ସେପ୍ଟେମ୍ବର ୩୦ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ୨୦୧୭ରେ ରିଲିଜ୍ ହୋଇଥିବା ଏକ ତାମିଲ ଫିଲ୍ମର ରିମେକ୍ ଅଟେ। ହେଲେ ବଲିଉଡ ରିମେକ୍ରେ…
ଆଜି ସର୍ବଦଳୀୟ ବୈଠକ, ଯୋଗଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୬।୧୨: ପାର୍ଲାମେଣ୍ଟର ଶୀତ ଅଧିବେଶନ ୭ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ କେନ୍ଦ୍ର ସରକାର ମଙ୍ଗଳବାର ସର୍ବଦଳୀୟ ବୈଠକ ଡକାଇଛନ୍ତି। ବୈଠକରେ ଅଧିବେଶନ କାର୍ଯ୍ୟସୂଚୀ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଏହା ବ୍ୟତୀତ ଲୋକ ସଭା ବାଚସ୍ପତି ଓମ୍…
ଟିଏମ୍ସି ମୁଖପାତ୍ର ଗିରଫ
ଜୟପୁର,୬।୧୨: ଗୁଜରାଟ ପୋଲିସ ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ତଥା ମମତା ବାନାର୍ଜୀଙ୍କ ନିକଟ ସାକେଟ ଗୋଖଲେଙ୍କୁ ଗିରଫ କରିଛି। ଗିରଫ ସମ୍ପର୍କରେ ସୂଚନା ଟିଏମସି ନେତା ତଥା ରାଜ୍ୟ ସଭା ଏମ୍ପି ଡେରେକ ଓ’ବ୍ରାଇନ ଦେଇଛନ୍ତି। ସେ କହିଛନ୍ତି, ସାକେଟ…
ରାଜରାସ୍ତାରେ ୨୪ ଟିକିଆ ହାତୀପଲ, ଅଟକିଲା ଗାଡ଼ି
କେନ୍ଦୁଝର,୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ପିପିଳିଆଠାରେ ସୋମବାର ୨୪ ଟିକିଆ ହାତୀପଲ ରାସ୍ତା ପାର ହେଉ ଥିବାରୁ କିଛି ସମୟ ଧରି ଏନ୍ଏଚ ୨୦ରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ଏହି ଦଳରେ ଛୁଆ ହାତୀ ମଧ୍ୟ ଥିଲେ।…
ଉଷା ଆପ୍ରେ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ
ବ୍ରହ୍ମପୁର ଅଫିସ,୬ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) ଅଧୀନରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଯୋଜନାରେ ପଟ୍ଟା ପ୍ରଦାନ କରାଯିବ। ଏ ନେଇ ବିଏମସି ପକ୍ଷରୁ ଗତ ୧୦ତାରିଖରେ ଡ୍ରୋନ ସର୍ଭେ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ଡ୍ରୋନ ମାଧ୍ୟମରେ…
ସ୍କୁଲ ଖୋଲିବା ଦାବି ନେଇ ରାସ୍ତାରେ ଛାତ୍ରୀଛାତ୍ର
ଫୁଲବାଣୀ ଅଫିସ, ୬ା୧୨: କମ୍ ସଂଖ୍ୟା ପିଲା ଥିବା ବିଦ୍ୟାଳୟକୁ ବନ୍ଦ କରାଯାଇ ପାଖ ବିଦ୍ୟାଳୟରେ ମିଶାଯାଉଛିା କନ୍ଧମାଳ ଜିଲାରେ ବହୁ ଦୁର୍ଗମ ଅଞ୍ଚଳ ରହିଛି। ପିଲାମାନଙ୍କୁ ପାହାଡ ନଦୀ ପାର ହୋଇ ବିଦ୍ୟାଳୟକୁ ଯିବାକୁ ପଡୁଛି। ସରକାର ଯେଉଁ ବିଦ୍ୟାଳୟ…
କାର୍ଯ୍ୟରେ ଅବହେଳା, ୭ ବ୍ଲକ କର୍ମଚାରୀଙ୍କ ଦରମା ବନ୍ଦ
ଭଞ୍ଜନଗର, ୬ା୧୨(ଡି.ଏନ୍.ଏ): ଭଞ୍ଜନଗର ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସୋମବାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଜଳସମ୍ପଦ ବିଭାଗ ଡାକ ବଙ୍ଗଳାଠାରେ ସମୀକ୍ଷା କରିଛନ୍ତି। ଏହି ସମୟରେ ବିଡିଓ ଶଶିଭୂଷଣ ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମଘନ…
ଏଭରେଷ୍ଟ ବେସ୍ କ୍ୟାମ୍ପରେ ସର୍ବକନିଷ୍ଠ
କାଠମାଣ୍ଡୁ: ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସବୁ ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ସିଙ୍ଗାପୁରର ୬ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଓମ୍ ମଦନ ଗାର୍ଗ। ପର୍ବତାରୋହଣରେ ରୁଚି ରଖୁଥିବା ଓମ୍ ଏଭରେଷ୍ଟ ବେସ୍ କ୍ୟାମ୍ପ ଚଢ଼ି ଏବେ ଚର୍ଚ୍ଚା ସାଉଁଟିଛନ୍ତି। ନେପାଳରେ…
‘ମନ ମୁତାବକ କାମ ମିଳୁନି’
ମୁମ୍ବାଇ: ମନ ମୁତାବକ କାମ ମିଳୁ ନ ଥିବା କହିଛନ୍ତି ହିନ୍ଦୀ ଜଗତର ନାମକରା ଅଭିନେତ୍ରୀ ସ୍ବରା ଭାସ୍କର। ନିକଟରେ ସେ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି ଯେ, ଇଣ୍ଡଷ୍ଟ୍ରିରେ ସେ ଜଣେ ଦକ୍ଷ ଓ ଅଭିଜ୍ଞ ସମ୍ପନ୍ନ କଳାକାର ହୋଇଥିଲେ…
ବିଦେଶରେ ଚାକିରି ଛାଡି ବଲିଉଡରେ ପାଦ ରଖିଥିଲେ ଶେଖର କପୁର
ମୁମ୍ବାଇ: ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଶେଖର କପୁର ଡିସେମ୍ବର ୬ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ୧୯୪୫ରେ ଲାହୋରରେ ଜନ୍ମ ନେଇଥିଲେ ଶେଖର । ଉଚ୍ଚଶିକ୍ଷା ପରେ ଲଣ୍ଡନରେ ଚାର୍ଟାଡ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ । ହେଲେ ଏହି…
Archives


