ପରେଶ ରାଓ୍ବଲଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କଲା ପୋଲିସ
କୋଲକାତା,୬।୧୨: ବଙ୍ଗାଳିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି ଭାଜପା ନେତା ତଥା ବଲିଉଡ୍ ଅଭିନେତା ପରେଶ ରାଓ୍ବଲ। ତାଙ୍କର ବିବାଦୀୟ ବୟାନକୁ ନେଇ କୋଲକାତା ପୋଲିସ ମଙ୍ଗଳବାର ପରେଶ ରାୱଲଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ଆଇପିସି…
ଧୋନୀ ନା ନେହେରା…. ଟି୨୦ ଟିମ୍ରୁ ଦ୍ରାବିଡ ହଟିଲେ କିଏ ହେବେ ଟିମ୍ ଇଣ୍ଡିଆ କୋଚ୍?
ନୂଆଦିଲ୍ଲୀ,୬।୧୨: ଟି୨୦ ବିଶ୍ୱକପ୍ ୨୦୨୨ରେ ପରାଜୟ ପରେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ହେବାର ଆଶଙ୍କା ବୃଦ୍ଧି ପାଇଛି। ବିସିସିଆଇ ଏହି ଫର୍ମାଟ ଲାଗି ନୂତନ ଅଧିନାୟକ ଏବଂ କୋଚ୍ ନିଯୁକ୍ତ କରିବ ବୋଲି କୁହାଯାଉଛି। ବର୍ତ୍ତମାନ ସମୟରେ ରାହୁଲ ଦ୍ରାବିଡ…
ଟାୟାର ପକାଇ ନିଆଁ ଲଗାଇଲେ ଦୁର୍ବୃତ୍ତ
ବାଲିଗୁଡ଼ା,୬।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଗୁଣ୍ଡିଚାମନ୍ଦିର ନିକଟସ୍ଥ କେରଳି ଟାୟାର ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ସୋମବାର ରାତିରେ ଦୋକାନ ବନ୍ଦ ଥିବା ବେଳେ କେହି ଦୁର୍ବୃତ୍ତ ବାରଣ୍ଡାରେ ଟାୟାର ରଖି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ…
ପ୍ୟାଡ୍ମ୍ୟାନ,ଟଏଲେଟ୍ ପରେ ପୁଣି ସାମାଜିକ ବାର୍ତ୍ତା ଦେବେ ଅକ୍ଷୟ, ଏହି ଦିନ ହେବ ରିଲିଜ୍
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିପାରିନାହିଁ। ତେବେ ଆସନ୍ତା ବର୍ଷ ଭଲ ହେବ ବୋଲି ଆଶା କରାଯାଉଛି। ସୁପରଷ୍ଟାର ପ୍ୟାଡ୍ମ୍ୟାନ ଏବଂ ଟଏଲେଟ: ଏକ ପ୍ରେମ କଥା ଭଳି ସାମାଜିକ ବାର୍ତ୍ତା ଚଳଚ୍ଚିତ୍ରରେ…
କ୍ରିକେଟରେ ଚମକିବାକୁ ପ୍ରସ୍ତୁତ ସେହ୍ବାଗଙ୍କ ପୁଅ, ଏହି ଟିମ୍ରେ ହେଲା ଚୟନ
ନୂଆଦିଲ୍ଲୀ,୬।୧୨: ନିଜ ସମୟରେ ଓପନର୍ ଭାବେ ବିସ୍ଫୋରକ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ରହିଆସୁଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହ୍ବାଗ। ତାଙ୍କୁ ବୋଲିଂ କରିବା ବେଳେ ବିରୋଧୀ ଟିମ୍ ବୋଲର୍ମାନେ ଚିନ୍ତାରେ ପଡ଼ିଯାଉଥିଲେ। ଏହି ଦିନକୁ ଅନେକ ବର୍ଷ ବିତିଗଲାଣି। ଅପରପକ୍ଷେ ସେହ୍ବାଗ…
ଅକ୍ଷୟଙ୍କ ପ୍ରଥମ ମରାଠି ଫିଲ୍ମର ଶୁଟିଂ ଆରମ୍ଭ
ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବେ ତାଙ୍କ ମରାଠି ଫିଲ୍ମକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ଅକ୍ଷୟ ଏହି ଫିଲ୍ମରେ ଛତ୍ରପତି ଶିବାଜୀ ଭୂମିକାରେ ଅଭିନୟ କରିଛନ୍ତି । ଏହାର ଶୁଟିଂ ଆଜିଠାରୁ ଅର୍ଥାତ୍ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଏହା…
‘ମୁଁ ଯେବେ ମୁହଁ ଖୋଲିବି, ରାଜ୍ୟ ବଦଳିବ‘
ଭୁବନେଶ୍ୱର,୬।୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣା ନୂଆ ମୋଡ ନେଉଛି। ମଙ୍ଗଳବାର ରିମାଣ୍ଡରେ ଯିବା ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ଅର୍ଚ୍ଚନା ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ମାତ୍ର ୩୦ ମିନିଟ୍ରେ ପ୍ରମାଣ ସହ ଏକ୍ସକ୍ଲୁସିଭ ତଥ୍ୟ ଦେବି। ମୁଁ…
ଇମ୍ରାନଙ୍କ ରାସ୍ତାରେ ଚାଲୁଛନ୍ତି ଶହବାଜ ସରକାର, ରୁଷିଆଠାରୁ ପାକିସ୍ତାନ କିଣିବ ଶସ୍ତା ତେଲ
ଇସଲାମାବାଦ,୬ ।୧୨: ପାକିସ୍ତାନର ଶହବାଜ ଶରିଫ ସରକାର ପେଟ୍ରୋଲ, ଡିଜେଲ ଏବଂ ଅଶୋଧିତ ତୈଳ ରିହାତି ମୂଲ୍ୟରେ କିଣିବା ପାଇଁ ଚୁକ୍ତି କରି ସାରିଛି । ଏହି ପଦକ୍ଷେପକୁ ଶାସକ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ(ପିଡିଏମ) ଏକ ବଡ ନୀତି ପରିବର୍ତ୍ତନ…
୧୦ ତାରିଖ ବେଳକୁ ଏହି ସବୁ ଜିଲାରେ ବର୍ଷା!
ଭୁବନେଶ୍ୱର,୬।୧୨(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।…
ଭୀମା କୋରେଗାଓଁ ହିଂସା ମାମଲା: ହାଇକୋର୍ଟରେ କ୍ଷମା ମାଗିଲେ ବିବେକ ଅଗ୍ନିହୋତ୍ରୀ
ନୂଆଦିଲ୍ଲୀ,୬।୧୨: ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କର ୨୦୧୮ର ଅଭିଯୋଗ ପାଇଁ ଦିଲ୍ଲୀ ହାଇକୋର୍ଟରେ ନିଃସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି। ଭୀମା କୋରେଗାଓଁ ହିଂସା ମାମଲାରେ କର୍ମକର୍ତ୍ତା ଗୌତମ ନବଲାଖାଙ୍କୁ ଆଶ୍ୱସ୍ତି ପ୍ରଦାନରେ ଜଷ୍ଟିସ ଏସ୍ ମୁରଲିଧର ପକ୍ଷପାତିତା…
ରୋହିଣୀଙ୍କୁ ଖୁବ୍ ପ୍ରଶଂସା କଲେ ଭାଜପା ନେତା ଗିରିରାଜ ସିଂହ
ନୂଆଦିଲ୍ଲୀ,୬ ।୧୨: ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କର ସୋମବାର ଅର୍ଥତ୍ ୫ ଡିସେମ୍ବର ୨୦୨୨ରେ ସିଙ୍ଗାପୁରରେ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ତେବେ ଲାଲୁଙ୍କୁ ଆଉ କେହି ନୁହେଁ ବରଂ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ କିଡ୍ନୀ…
ଖେରୀ ହିଂସା ମାମଲା: ଆଶିଷ ମିଶ୍ରାଙ୍କ ସମେତ ୧୪ଜଣଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କଲା ପୋଲିସ
ଲକ୍ଷ୍ନୌ,୬।୧୨: ଉତ୍ତରପ୍ରଦେଶ ଲଖିମପୁର ଖେରୀର ବହୁଚର୍ଚ୍ଚିତ ତିକୁନିଆ ହିଂସା ମାମଲାରେ ମଙ୍ଗଳବାର କୋର୍ଟରେ ଆଶିଷ ମିଶ୍ରାଙ୍କ ସମେତ ୧୪ଜଣ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଚାର୍ଜଶିଟ୍ ଦାଖଲ କରିଛି। ଏଥିରେ ସେମାନଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ସମେତ ଅନେକ ଧାରା…
Archives


