Home Left

‘ଖାଲି ପେଟରେ କେହି ନିଦ୍ରା ନ ଯାଆନ୍ତୁ’

ନୂଆଦିଲ୍ଲୀ,୭ା୧୨(ପି.ଟି.): କେହି ଯେପରି ଖାଲି ପେଟରେ ନିଦ୍ରା ନ ଯାଆନ୍ତି, ତାହା ସୁନିଶ୍ଚିତ କରିବା ଆମ ସଂସ୍କୃତି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ରେ ଖାଦ୍ୟଶସ୍ୟ ଯେପରି ଶେଷ ବ୍ୟକ୍ତି ପାଖରେ ପହଞ୍ଚତ୍ବ ତାହା ଦେଖିବାକୁ…

ସହର ସଫେଇରେ ଦୁର୍ନୀତି

ଭୁବନେଶ୍ୱର,୭ା୧୨(ବ୍ୟୁରୋ): ସହରାଞ୍ଚଳ ବର୍ଜ୍ୟବସ୍ତୁ ଚିନ୍ତା ବଢ଼ାଇଛି। ସହରରୁ ଦୈନିକ ବାହାରୁ ଥିବା କୁଢ଼ କୁଢ଼ ଆବର୍ଜନା ଦୀର୍ଘ ଦିନ ଧରି ପାହାଡ଼ ଭଳି ଗଦା ହେଉଛି। ଏଭଳିସ୍ଥଳେ ବର୍ଜ୍ୟବସ୍ତୁ ପରିଚାଳନାରେ ହେଉଥିବା ଅନିୟମିତତା ଏବଂ ପୌରସଂସ୍ଥାର ଅପାରଗତାର ପର୍ଦ୍ଦାଫାଶ କରିଛନ୍ତି କମ୍ପ୍‌ଟ୍ରୋଲର…

ଆଜି ଭାରତ-ବାଂଲାଦେଶ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଢାକା,୭।୧୨: ଭାରତ ଏବଂ ବାଂଲାଦେଶ ୩ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆରେ ବୁଧବାର ଖେଳାଯିବ ପ୍ରଥମ ମ୍ୟାଚ୍‌ ପରାଜୟ ପରେ ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଦଳ ଏହି ମ୍ୟାଚରେ ବିଜୟ ହାସଲ କରିବାକୁ ଚେଷ୍ଟା କରିବ। ସିରିଜର ଦ୍ୱିତୀୟ…

ଲେଡି ଗାଗାଙ୍କ କୁକୁରକୁ ମାରିଥିଲେ ଗୁଳି, ଦୋଷୀଙ୍କୁ ମିଳିଲା ୨୧ ବର୍ଷର କାରାଦଣ୍ଡ

ହଲିଉଡ ଗାୟକ ଲେଡି ଗାଗାଙ୍କ କୁକୁରକୁ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ୨୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୨୧ରେ ଏହି ଘଟଣା ଘଟିଥିବା ବେଳେ ଏବେ ଏହାର ରାୟ ଆସିଛି। ଅଭିଯୁକ୍ତଜଣଙ୍କ ହେଲେ ଜେମ୍ସ ହାଓ୍ବାର୍ଡ ଜ୍ୟାକ୍‌ସନ। ଗତ ବର୍ଷ ଫେବୃୟାରୀରେ…

‘ତାରକ୍‌ ମେହେତା କା ଉଲଟା ଚଷମା’ ଛାଡ଼ିଲେ ‘ଟପ୍ପୁ’

ବମ୍ବେ: ଦୀର୍ଘ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି ‘ତାରକ ମେହେତାଙ୍କ ଉଲଟା ଚଷମା’। ହେଲେ ଜଣଙ୍କ ପରେ ଜଣେ ଅଭିନେତା ଶୋ’ରୁ ବିଦାୟ ନେଉଥିବା ଦେଖାଯାଉଛି। ଏବେ ଏହି ତାଲିକାରେ ‘ଟପ୍ପୁ’ ଭୂମିକାରେ ନଜର ଆସୁଥିବା ରାଜ୍‌ ଅନାଦକଟଙ୍କ ନାଁ…

ବିଗ୍‌ବସ୍‌ର ଦୁଇ ପ୍ରତିଯୋଗୀଙ୍କୁ ମିଳିଲା ଏକତା କପୁରଙ୍କ ବଡ଼ ଅଫର୍‌!

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ନାଗିନ୍‌’ ଗୋଟିଏ। ୨୦୧୫ରେ ଏହା ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଏହାର ୬ ସିଜନ୍‌ ଆସିଥିବା ବେଳେ ସବୁଗୁଡ଼ିକୁ ଦର୍ଶକଙ୍କ ଭଲପାଇବା ମିଳୁଛି। ଏଥିଯୋଗୁ ନିର୍ମାତା ତଥା ନିର୍ଦ୍ଦେଶକ ଏକତା କପୁର ‘ନାଗିନ-୭’…

ଲାଲୁଙ୍କ ସ୍ବାସ୍ଥାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୧୨: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବୃକକ୍‌ ପ୍ରତିରୋପଣ(କିଡନୀ ଟ୍ରାନ୍ସପ୍ଲାଣ୍ଟ) କରାଯାଇଛି। ସୋମବାର ସିଙ୍ଗାପୁରର ଏକ ଡାକ୍ତରଖାନାରେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ସେ ଏନେଇ…

ଅଙ୍ଗୁରର ଗୋଟିଏ ଦାନାକୁ ୩୫ ହଜାର, ପେନ୍ଥାର ଦାମ୍‌ ୯ ଲକ୍ଷ ଟଙ୍କା!

ବଜାରରେ ଅଙ୍ଗୁର କିଲୋପ୍ରତି ୧୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଥାଇପାରେ। ହେଲେ ଯଦି କୁହାଯାଏ ଅଙ୍ଗୁରର ଏକ ଦାନା ଲାଗି ୩୫ ହଜାର ଟଙ୍କା ଗଣିବାକୁ ପଡ଼ିବ, ତେବେ ଆପଣ ଚମକିବା ନିଶ୍ଚିତ। ହେଲେ ଏହା ସତ। ଦୁନିଆରେ ଏଭଳି…

୨୦୨୩ରେ ଚମକିବ ଏହି ୫ ରାଶି ବ୍ୟକ୍ତିଙ୍କ ଭାଗ୍ୟ; ପଦୋନ୍ନତି ସାଙ୍ଗକୁ ବଢ଼ିବ ଦରମା, ବ୍ୟବସାୟରେ ବି…

ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୨। ନୂତନ ବର୍ଷକୁ ନେଇ ଏବେଠାରୁ ବଢ଼ିଲାଣି ଉତ୍କଣ୍ଠା। ତେବେ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ବର୍ଷ ଅନେକ ରାଶିର ଲୋକଙ୍କ ପାଇଁ ଶୁଭଫଳ ଆଣି ଆସୁଛି। ବ୍ୟବସାୟ,ଚାକିରି ମାମଲାରେ ସେମାନେ ଉପରକୁ ଯିବେ।…

୨୦୨୩ ସୁଦ୍ଧା ଗୋଆରେ ଖୋଲିବ ୫ଶହ ସିନେମା ହଲ୍‌

ପଣଜୀ,୬।୧୨: ୨୦୨୩ ମାର୍ଚ୍ଚରେ ଭାରତର ଗ୍ରାମାଞ୍ଚଳର ଲୋକମାନେ ନିଜ ଗାଁରେ ସିନେମା ଉପଭୋଗ କରିପାରିବେ। ଏହି ଦିଗରେ ସରକାର ଆଉ ଏକ ପାଦ ଆଗକୁ ବଢ଼ାଇବା ସହ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ବର୍ଷ ସରକାର ସିଏସ୍‌ସି ମାଧ୍ୟମରେ ଗାଁରେ ସିନେମା…

ଶୀତଦିନେ ଖାଆନ୍ତୁ କମଳା

ଶୀତଦିନେ ବଜାରରେ କମଳା ସହଜରେ ଉପଲବ୍ଧ ହୋଇଥାଏ। ଏହା ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ। ଭିଟାମିନ ସିରେ ଭରପୂର କମଳା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ବ୍ୟତୀତ, କମଳା ଆପଣଙ୍କୁ ଶୀତ କାରଣରୁ ସୃଷ୍ଟି ହେଉଥିବା ସ୍ବାସ୍ଥ୍ୟସମସ୍ୟାକୁ ଦୂର…

ମଦ ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ପୁଣି ଥରେ ସମନ ପଠାଇଲା ସିବିଆଇ

ନୂଆଦିଲ୍ଲୀ,୬।୧୨: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ସିବିଆଇ ପୁଣି ଥରେ ସମନ କରିଛି। ଟିଆରଏସ୍‌ ଏମ୍‌ଏଲ୍‌ସିର କବିତାଙ୍କ ବୟାନ ରେକର୍ଡ ଡିସେମ୍ବର ୧୧ରେ ପୂର୍ବାହ୍ନ ୧୧ଟାରେ ତାଙ୍କ ହାଇଦ୍ରାବାଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri