Home Left

ବିନା ହାତ ଥିବା ନବଜାତ ଶିଶୁ: ବାପା କହିଲେ, ମୁଁ ଖୁସି ଅଛି

ଭୋପାଳ,୬।୧୨: ମଧ୍ୟପ୍ରଦେଶର ବଡଓ୍ବାନି ଜିଲାରେ ଏଭଳି ଏକ ଶିଶୁକନ୍ୟା ଜନ୍ମ ହୋଇଛି ଯାହାର ହାତ ନାହିଁ। ଶିଶୁଟି ସୁସ୍ଥ ଥିବା ବେଳେ ତାଙ୍କର ଓଜନ ୨ କିଲୋ ୯୦୦ଗ୍ରାମ୍‌ ରହିଛି। ବଂଶାନୁକ୍ରମ କିମ୍ବା ପ୍ରସବ ସମୟରେ ସଂକ୍ରମଣ ଯୋଗୁ ଏଭଳି ହୋଇଥାଇପାରେ…

ବିଜ୍‌ନେସମ୍ୟାନ୍‌ଙ୍କ ସହ ନିର୍ବନ୍ଧ କଲେ ଦିବ୍ୟା, ୯ ମାସ ପୂର୍ବରୁ ବରୁଣଙ୍କ ସହ କରିଥିଲେ ବ୍ରେକ୍‌ଅପ

ବିଗ୍‌ ବସ୍‌ ଓଟିଟି ବିଜେତା ଦିବ୍ୟା ଅଗ୍ରଓ୍ବାଲ ତାଙ୍କର ନୂତନ ସମ୍ପର୍କ ବିଷୟରେ ଘୋଷଣା କରିଛନ୍ତି। ତାଙ୍କର ୩୦ତମ ଜନ୍ମଦିନ ଅବସରରେ ତାଙ୍କ ପ୍ରେମିକ ତଥା ବ୍ୟବସାୟୀ ଅପୂର୍ବ ପଡଗାଓଁକରଙ୍କ ସହ ନିର୍ବନ୍ଧ କରିଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ…

ବିବାହ ପୂର୍ବରୁ ସମ୍ପର୍କ, ଲିଭ୍‌-ଇନ୍‌ ରିଲେଶନ୍‌ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ଜାକର୍ତ୍ତା,୬।୧୨: ଇଣ୍ଡୋନେସିଆରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଏବଂ ବିବାହ ନ କରି ଲିଭ୍‌-ଇନ୍‌ରେ ରହିବାକୁ ନେଇ ପ୍ରତିବନ୍ଧକ ଲଗାଯାଇଛି। ମଙ୍ଗଳବାର ଇଣ୍ଡୋନେସିଆ ସଂସଦ ଏକ ନୂତନ ନିୟମ ପ୍ରଣୟନ କରି ବିବାହ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଏବଂ ଲିଭ୍‌-ଇନ୍‌…

ଆର୍‌ଆର୍‌ଆର୍‌କୁ ମିଳିଲା ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ ଆଓ୍ବାର୍ଡ

ମୁମ୍ବାଇ: ଦେଶ ନୁହେଁ ଅନ୍ତର୍ଜୀତରୟ ସ୍ତରରେ ମଧ୍ୟ ଏସ୍‌ଏସ୍‌ ରାଜାମୌଳିଙ୍କ ନିର୍ଦ୍ଦେଶିତ ଫିଲ୍ମ ଆର୍‌ଆର୍‌ଆର୍‌କୁ ଏକ ନୂଆ ସଫଳତାର ଶିଢ଼ି ଚଢ଼ିଛି। ଦିନକୁ ଦିନ ଏହା ସଫଳତାର ଏକ ନୂଆ କାହାଣୀ ସୃଷ୍ଟି କରୁଛି। ଏହି ଫିଲ୍ମକୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ…

ଅନ୍ଧାରରେ ୩ ନାବାଳକଙ୍କ ଭବିଷ୍ୟତ

ଖଡ଼ିଆଳ,୬।୧୨(ଡି.ଏନ.ଏ.): ମା’ ମାନସିକ ରୋଗୀ। ୩ ନାବାଳକ ପୁଅଙ୍କ ଭବିଷ୍ୟତ କିପରି ଗଠନ କରିବେ ସେ ନେଇ ଚିନ୍ତାରେ ବାପା। ଏପରି ଏକ ଦୁଃଖଦ ଘଟଣାରେ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୂଳିଆଁସିକୁଆଁ ଗ୍ରାମରେ। ଗ୍ରାମର ହିରାଧର…

ପିସି ନ ଦେଲେ କାମ ହେଉନି

ଦଶମନ୍ତପୁର, ୬ା୧୨ ( ଡି.ଏନ.ଏ):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପିସି କାରବାର ଖୁଲୁମଖୋଲା ଭାବେ ଚାଲିଛି। ଯେ କୌଣସି କାର୍ଯ୍ୟରେ ପିସି ନ ଦେଲେ କିଛି ହେଉନି। ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ କରିଥିବା ଠିକାଦାରଙ୍କ ଅର୍ଥରୁ ୧୦ ପ୍ରତିଶତ…

ଆଫଗାନିସ୍ତାନରେ ବିସ୍ଫୋରଣ: ୫ ମୃତ

କାବୁଲ,୬।୧୨: ଉତ୍ତର ଆଫଗାନିସ୍ତାନର ବାଲଖ ପ୍ରଦେଶରେ ଏକ ତୈଳ କମ୍ପାନୀର କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉତ୍ତର ବାଲଖ…

୧୪୫ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମଥର ଘଟିଲା ଏମିତି

ରାଉଲପିଣ୍ଡି,୬।୧୨: ଇଂଲଣ୍ଡ ଦଳ ୧୭ ବର୍ଷ ପରେ ପାକିସ୍ତାନରେ ଏକ ଟେଷ୍ଟ ସିରିଜ ଖେଳୁଛି। ବିଜୟ ସହ ଇଂଲଣ୍ଡ ଯାତ୍ରା ଆରମ୍ଭ କରିଛି। ରାୱଲପିଣ୍ଡିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୭୪ ରନରେ ଇଂଲଣ୍ଡ ଜିତିଥିଲା। ବେନ ଷ୍ଟୋକ୍ସଙ୍କ ଦ୍ୱାରା ଅଧିନାୟକତ୍ୱ ହୋଇଥିବା…

ଦେଶରେ ଆଜି ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୬।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୨ ଜଣ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଛନ୍ତି। ନୂତନ…

କଟନୀ ଛଟନୀରେ ଚାଲିଛି ଧାନ କିଣା

ନୂଆପଡ଼ା ଅଫିସ,୬।୧୨: ନୂଆପଡା ଜିଲାରେ ଚାଷୀ ସୁବିଧାରେ ଧାନ ବିକ୍ରୟ କରି ଉଚିତ ପାଉଣା ପାଇବା ପାଇଁ ନଭେମ୍ବର ୩୦ରୁ ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯାଇଛି। ଜିଲାରେ ୨୬ଟି ପ୍ରାଥମିକ କୃଷି ସମବାୟ ସମିତିରୁ ୫୭ଟି ଓ ସ୍ବୟଂ…

ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ, ଗୋଟିଏ ରାତିରେ ପୋଡ଼ିଦେଲେ ୩ ଦୋକାନ

କୋଟଗଡ, ୬।୧୨(ଡି଼.ଏନ୍‌.ଏ): କନ୍ଧମାଳ ଜିଲା ବାଲିଗୁଡା ନୂଆଁସାହି ନିକଟ ବଜାରରେ ଦୁର୍ବୃତ୍ତମାନେ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ଗୋଟିଏ ରାତିରେ ୩ଟି ଦୋକାନ ପୋଡି ଦେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଗୋଟିଏ ଜଳଖିଆ ଦୋକାନ, ପରିବା ଦୋକାନ ଓ ଗୋଟିଏ ଟାୟାର ଦୋକାନ…

୫୧ ଗୃହରକ୍ଷୀଙ୍କୁ ପୁରସ୍କୃତ କଲେ ଏସ୍‌ପି

ଛତ୍ରପୁର, ୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ପୋଲିସ ପଡ଼ିଆରେ ଗୃହରକ୍ଷୀ ବାହିନୀର ୬୦ତମ ପ୍ରତିଷ୍ଠା ଦିବସ ଜିଲା ଗୃହବାହିନୀ ସଂସ୍ଥା ପକ୍ଷରୁ ପାଳିତ ହୋଇଯାଇଛି। ଏଥିରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅନୁଷ୍ଠିତ ପରେଡରେ ଅଭିବାଦନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri