Home Left

ବ୍ୟୁଟି ପାଇଁ ମେନ୍‌ଷ୍ଟୁରାଲ୍‌ ମାସ୍କିଂ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଟ୍ରେଣ୍ଡ ଚାଲିଥିବା ଦେଖିବାକୁ ମିଳେ। ବର୍ତ୍ତମାନ ସୋସିଆଲ ମିଡିଆରେ ମେନ୍‌ଷ୍ଟୁରାଲ୍‌ ମାସ୍କିଂ ଭଳି ହାସଟ୍ୟାଗର ଟ୍ରେଣ୍ଡ ଦେଖିବାକୁ ମିଳିଛି। ଏଥିରେ ୧୧ ଲକ୍ଷ ଲୋକ ସାମିଲ ହୋଇଥିବା ଜଣାପଡିଛି, ଯାହା ସମସ୍ତଙ୍କୁ…

‘ଉତ୍ପାଦନ,ବଜାର ଉପଯୋଗିତାକୁ ଗୁରୁତ୍ୱ’

ଭୁବନେଶ୍ୱର,୮।୧୨: ବର୍ତ୍ତମାନ ସମୟରେ ଗୋପାଳନ ସଂଖ୍ୟା ହ୍ରାସ ପାଉଥିବାରୁ ଅନେକ ପ୍ରକାର ସମସ୍ୟା ଦେଖାଦେଉଛି। ବିଶେଷ କରି ଗୋସମ୍ପଦ ଓ ଉତ୍ପାଦର ପରିମାଣର ହ୍ରାସ ପାଇବାରେ ଲାଗିଛି। ଏପରିକି ଗୋପାଳନ ସହ ଦୁଗ୍ଧ ଉତ୍ପାଦନ ଓ ବଜାର ଉପଯୋଗିତାକୁ ଗୁରୁତ୍ୱ ଦେବାକୁ…

‘ନୂଆ ପ୍ଲାଟ୍‌ଫର୍ମ ସହ ଦର୍ଶକଙ୍କ ଆଦୃତି ପାଇଛି’

ଭୁବନେଶ୍ୱର ,୮।୧୨: ଚଳିତ ବର୍ଷ ଦୀପାବଳି ଅବସରରେ ‘ଜୀ-ସାର୍ଥକ’ ପକ୍ଷରୁ ଆୟୋଜିତ ‘ଦୀପାବଳିରେ ସୁନାର ବର୍ଷା’ ପ୍ରତିଯୋଗିତାର ବିଜେତାମାନଙ୍କୁ ନିକଟରେ ପୁରସ୍କୃତ କରାଯାଇଛି। ଏପରିକି ସ୍ଥାନୀୟ ପାହାଳଠାରେ ଜୀ-ସାର୍ଥକର କର୍ପୋରେଟ ଅଫିସ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଭାଗ୍ୟଶାଳୀ…

‘ଆଇଏଲ୍‌ବିଏସ୍‌ ସହ ଜିଓ ଟ୍ରୁ-୫ଜିର ସହଯୋଗିତା’

ମୁମ୍ବାଇ,୮।୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଜିଓ ଟ୍ରୁ-୫ଜି ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ ବିଲିଆରି ସାଇନ୍‌ସେସ୍‌ (ଆଇବିଏଲ୍‌ଏସ୍‌) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ ହୋଇଯାଇଛି। ବିଶେଷକରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ସାଙ୍ଗକୁ ଟେକ୍ନୋଲୋଜି ଜରିଆରେ…

‘ଆଇଫୋନ୍‌ ନିର୍ମାଣର ହବ୍‌ ହେବ ଭାରତ’

ନୂଆଦିଲ୍ଲୀ,୮।୧୨: ବିଶ୍ୱର ପ୍ରମୁଖ ତଥା ପ୍ରିମିୟମ ବର୍ଗର ସ୍ମାର୍ଟଫୋନ୍‌ ନିର୍ମାତା ‘ଆଇଫୋନ୍‌’ ଖୁବ୍‌ଶୀଘ୍ର ତା’ର ରଣନୀତି ପରିବର୍ତ୍ତନକରି ଭାରତକୁ ଅଗ୍ରାଧିକାର ଦେବ ବୋଲି ଜଣାପଡ଼ିଛି। କାରଣ ବିଗତ ୨ ବର୍ଷ ହେବ କୋଭିଡ୍‌ କଟକଣା ଓ ଅନ୍ୟନ୍ୟା ସମସ୍ୟା ଯୋଗୁ କମ୍ପାନୀ…

ମିଶନ ଶକ୍ତି ସହ ଫ୍ଲିପ୍‌କାର୍ଟର ରାଜିନାମା

ଭୁବନେଶ୍ୱର, ୮।୧୨: ଦେଶର ପ୍ରମୁଖ ଇ-କମର୍ସ ସଂସ୍ଥା ଫ୍ଲିପ୍‌କାର୍ଟ ଏବଂ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି),କାରିଗର ଏବଂ ବୁଣାକାରମାନଙ୍କୁ ସ୍ଥାୟୀ…

ଶୁଭ୍ରାଂଶୁ ସେନାପତି ଅଧିନାୟକ

କଟକ ଅଫିସ, ୮ା୧୨: ଆଗାମୀ ରଣଜୀ ଟ୍ରଫି ସିଜନକୁ ଦୃଷ୍ଟିରେ ରଖି ୨ଟି ମ୍ୟାଚ ପାଇଁ ଓଡ଼ିଶା କ୍ରିକେଟ ଦଳ ଘୋଷଣା କରାଯାଇଛି। ବୁଧବାର ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ସିନିୟର ଚୟନ କମିଟି ବୈଠକ ବସି ୧୭ ଜଣିଆ ଦଳ…

ଆୟୁର୍ବେଦ କଂଗ୍ରେସରେ ପ୍ରଥମଥର ଡବ୍ଲୁଏଚଓ, ବିଶ୍ୱରେ ହେବ ପରିଚିତ

ନୂଆଦିଲ୍ଲୀ,୮ ।୧୨: ଭାରତରେ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ପ୍ରତିଷ୍ଠା କରିବା ପରେ ପାରମ୍ପରିକ ଔଷଧ ପ୍ରତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ଆଗ୍ରହ ବୃଦ୍ଧି ପାଇଛି । ତେବେ ବିଶ୍ୱ ଆୟୁର୍ବେଦ କଂଗ୍ରେସରେ ପ୍ରଥମଥର ଲାଗି ଡବ୍ଲୁଏଚଓ ଅଂଶଗ୍ରହଣ କରୁଥିବାରୁ ଏଭଳି ଆଗ୍ରହ…

ଗଛରେ ବାଘର ଝୁଲନ୍ତା ମୃତଦେହ

ଭୋପାଳ, ୮।୧୨: ମଧ୍ୟପ୍ରଦେଶ ବିକ୍ରମପୁରର ପାନ୍ନା ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନରେ ଝୁଲନ୍ତା ଅବସ୍ଥାରେ ଏକ ବାଘର ମୃତଦେହ ମିଳିଛି। ଅଣ୍ଡିରା ବାଘର ବୟସ ୨ ବର୍ଷ ହୋଇଥିବାବେଳେ ପାନ୍ନାରେ ଏଭଳି ପ୍ରଥମ ଘଟଣା ଘଟିଥିବା କୁହାଯାଉଛି। ବନ ବିଭାଗ ପକ୍ଷରୁ ଘଟଣାର…

ଭଣ୍ଡବାବାଙ୍କ ୨୦ ସ୍ତ୍ରୀଙ୍କ ମଧ୍ୟରେ ନିଜ ଝିଅ

ନ୍ୟୁୟର୍କ,୮।୧୨: କେତେଜଣ ଅନ୍ଧ ଅନୁଗାମୀଙ୍କୁ ନେଇ ନିଜକୁ ନିଜେ ବାବା ବୋଲାଉଥିଲେ। ଯୌନ ପିପାସା ମେଣ୍ଟାଇବା ପାଇଁ ବହୁ ବିବାହ କଲେ। ତାଙ୍କ ୨୦ ସ୍ତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭଣ୍ଡବାବାଙ୍କ ନିଜ ନାବାଳିକା ଝିଅ। ଏହି ୪୬ ବର୍ଷୀୟ ଆତ୍ମଘୋଷିତ…

କ୍ଲାଉଡରେ ଥିବା ଡାଟାର ସୁରକ୍ଷା ବୃଦ୍ଧି କରିବାକୁ ଘୋଷଣା କଲା ଏପଲ

ୱାଶିଂଟନ,୮ ।୧୨: ଯେଉଁ ବ୍ୟବହାରକାରୀମାନେ କ୍ଲାଉଡରେ ଡାଟା ସଂରକ୍ଷଣ କରୁଛନ୍ତି ସେସବୁ ଡାଟାର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବାକୁ ଏପଲ ବୁଧବାର ଘୋଷଣା କରିଛି । ଏହି ପଦକ୍ଷେପ ଦ୍ୱାରା ହ୍ୟାକରଙ୍କ ଯୋଜନାରେ ବାଧା ଉପୁଜିପାରେ । ଆଜିକାଲି ସାଇବର ଆକ୍ରମଣ…

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ତଳକୁ ଖସିପାରନ୍ତି ଏଲନ ମସ୍କ

ୱାଶିଂଟନ,୮ ।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଏକ ନମ୍ବରରେ ଥିବା ଏଲନ ମସ୍କ ଏବେ ଏହାକୁ ହରାଇ ପାରନ୍ତି ବୋଲି କୁହାଯାଉଛି । ଫୋର୍ବସ ଦ୍ୱାରା ଧନୀ ବ୍ୟକ୍ତିଙ୍କ ତାଲିକା ଅନୁସାରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରର ନୂଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri