ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଖୁବ୍ଶୀଘ୍ର ହେବ ପୂରଣ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୮।୧୨: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଏହି ନିର୍ଣ୍ଣାୟକ ବିଜୟ ପାଇଁ ହିମାଚଳ ପ୍ରଦେଶର ଲୋକଙ୍କୁ ଧନ୍ୟବାଦ। ସମସ୍ତ କଂଗ୍ରେସ କର୍ମୀ ଓ…
କୁଢ଼ନିରେ ଜେଡିୟୁକୁ ହରାଇଲା ଭାଜପା
ମୁଜଫରପୁର,୮।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚଳିତ ବର୍ଷ ଅଗଷ୍ଟ ଭାଜପା ସହ ମେଣ୍ଟ ଭାଙ୍ଗିବା ପରେ କୁଢ଼ନି ଉପନିର୍ବାଚନର ଫଳାଫଳ ଭାଜପା ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି। ଅନ୍ୟପଟେ ଉପନିର୍ବାଚନର ଫଳାଫଳ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକ…
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ପ୍ରତିଭା ସିଂହ
ଶିମଲା,୮ ।୧୨: ହିମାଚଳ ପ୍ରଦେଶ ନିର୍ବାଚନକୁ ନେଇ ମିଳିଥିବା ତାଜା ଖବର ଅନୁଯାୟୀ, କଂଗ୍ରେସକୁ ବହୁମତ ମିଳିଯାଇଛି । ତେଣୁ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି କହିଲେ ଚଳେ । ମିଳିଥିବା ସୂଚନା…
ବାଜିମାରିଲେ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ
ଅହମ୍ମଦାବାଦ୍,୮।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ଐତିହାସିକ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଜାମନଗର ଉତ୍ତର ଆସନରୁ ବାଜି ମାରିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ରିଭାବା ଜାଡେଜା। ରିଭାବା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏଏପିର…
ମା’ଙ୍କୁ ହରାଇଲେ ଅଭିନେତା ମନୋଜ ବାଜପେୟୀ
ବମ୍ବେ: ମା’ଙ୍କୁ ହରାଇଛନ୍ତି ବଲିଉଡ୍ ଅଭିନେତା ମନୋଜ ବାଜପେୟୀ। ଦୀର୍ଘଦିନ ଧରି ମା’ ଗୀତା ଦେବୀ ଅସୁସ୍ଥ ଥିବା ବେଳେ ଗୁରୁବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ତେବେ ବର୍ଷକ…
ଲେଡି ସିଙ୍ଘମ ହେବେ ଦୀପିକା
ବମ୍ବେ: ଲେଡି ସିଙ୍ଘମ୍ ହେବେ ଦୀପିକା ପାଦ୍ୟୁକୋନ। ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ଏଗେନ୍’ରେ ନଜର ଆସିବେ ସେ। ଏନେଇ ଘୋଷଣା ହେବା ପରେ ଦୀପିକାଙ୍କ ପ୍ରଶଂସକ ଖୁସିବ୍ୟକ୍ତ କରିଛନ୍ତି। ଆଉ ଏକ ଖୁସି ଖବର ହେଉଛି ଦୀପିକାଙ୍କ…
ଗୁଜରାଟରେ କଂଗ୍ରେସର ଶୋଚନୀୟ ପରାଜୟ: ଇସ୍ତଫା ଦେଲେ ପ୍ରଭାରୀ
ଅହମ୍ମଦାବାଦ୍,୮।୧୨: ଗୁଜରାଟରେ ଶୋଚନୀୟ ପରାଜୟର ପରେ ଗୁଜରାଟ କଂଗ୍ରେସ ପ୍ରଭାରୀ ଦାୟିତ୍ୱରେ ଥିବା ରଘୁ ଶର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଥିଲେ। ଗୁଜରାଟ ଦାୟିତ୍ୱରେ ଥିବା ରଘୁ ଶର୍ମା…
ଛାଡପତ୍ରର କିଛି ମାସ ପରେ ଏବେ ପ୍ରେମରେ ହନି ସିଂ, ଗର୍ଲଫ୍ରେଣ୍ଡଙ୍କ ସହ ଆସିଲେ ନଜର
ପ୍ରସିଦ୍ଧ ଗାୟକ ତଥା ରାପର ହନି ସିଂ ଚମତ୍କାର ରାପର ଷ୍ଟାଇଲ ଗୀତ ହେତୁ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଆଲୋଚନା ପରିସରକୁ ଆସନ୍ତି। ନିକଟରେ ହନି ସିଂ…
ୱେଷ୍ଟ ବ୍ୟାଙ୍କ ଆକ୍ରମଣରେ ୩ ପାଲେଷ୍ଟାଇନ ନାଗରିକଙ୍କୁ ନିହତ କଲା ଇସ୍ରାଏଲ ସେନା
ରାମଲ୍ଲା,୮ ।୧୨: ୱେଷ୍ଟ ବ୍ୟାଙ୍କର ସହର ରାମଲ୍ଲାରେ ଗୁରୁବାର ଇସ୍ରାଏଲ ସେନା, ସେନା ଶିବିର ଉପରେ ଆକ୍ରମଣ କରିଥିବା ୩ ପାଲେଷ୍ଟାଇନ ନାଗରିକଙ୍କୁ ନିହତ କରିଥିବା ଜଣାପଡିଛି । ଏ ସମ୍ପର୍କରେ ସୂଚନା ଇସ୍ରାଏଲ ଓ ପାଲେଷ୍ଟାଇନର ଅଧିକାରୀମାନେ ଦେଇଛନ୍ତି ।…
ବିଜୁ ସ୍ବାସ୍ଥ୍ୟ କାର୍ଡ ବଦଳିଥିବାରୁ ଚିକିତ୍ସା ସୁବିଧାରୁ ବଞ୍ଚିତ
ଲାଞ୍ଜିଗଡ,୮।୧୨(ଡି.ଏନ.ଏ.): ଅର୍ଥ ଅଭାବରୁ ଉଚ୍ଚ ଚିକିତ୍ସା ପାଇଁ ସାଜିଛି ବାଧକ। ଉଚ୍ଚ ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ। କୌଣସି ସଦୃଦୟ ବ୍ୟକ୍ତି କିମ୍ବା ସରକାରୀ ସହାୟତା ଯୋଗାଇ ଦେଲେ ମୋ ମୁଅ ଦୁକୁ ମାଝି (୧୨) ଭଲ ହୋଇଯିବ…
‘ମୁଁ ପ୍ରଚାରକୁ ଯାଇନାହିଁ, ପରାଜୟ ବିଷୟରେ କହିପାରିବି ନାହିଁ’
ଅହମ୍ମଦାବାଦ,୮।୧୨: ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ବହୁମତରେ ଭାଜପା ଗୁଜରାଟରେ ସରକାର ଗଠନ କରିବାକୁ ଯାଉଛି। ଏଠାରେ ଭାଜପା ନିଜର ୨୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ଏହି ନିର୍ବାଚନରେ କଂଗ୍ରେସର ଅବସ୍ଥା ଖରାପ ରହିଛି। କଂଗ୍ରେସ…
୮୭ତମ ଜନ୍ମଦିନ ପାଳୁଛନ୍ତି ଧର୍ମେନ୍ଦ୍ର, ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ହେମା ମାଳିନୀ
ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଆଜି ତାଙ୍କର ୮୭ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନରେ ବି-ଟାଉନ୍ର ସମସ୍ତ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। କିମ୍ବଦନ୍ତୀ ଅଭିନେତା ଭାରତୀୟ ସିନେମାକୁ ଅନେକ ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି। ଅଭିନେତ୍ରୀ…
Archives


