ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ବାସଭବନରେ ପହଞ୍ଚିଲା ପୋଲିସ

ଇସଲାମାବାଦ,୧୬।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ଲାଗି ଗୁରୁବାର ପୋଲିସ ଲାହୋରସ୍ଥିତ ବାସଭବନରେ ପହଞ୍ଚିିଛି। ଏଥିସହିତ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ସମର୍ଥକମାନେ କଣ୍ଟେନର ରଖି ପାର୍ଟି ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ବାସଭବନର ପ୍ରବେଶ ଦ୍ୱାର ବନ୍ଦ କରିଦେଇଛନ୍ତି। ତେବେ ପୋଲିସ ଇମ୍ରାନ ଖାନଙ୍କ ଘରଠାରୁ କିଛି ଦୂରରେ ଠିଆ ହୋଇଥିବା ଜଣାପଡିଛି।
ତୋସାଖାନା ମାମଲାରେ ଗିରଫ ୱାରେଣ୍ଟକୁ ସ୍ଥଗିତ ରଖିବାକୁ ଇମ୍ରାନ ଖାନଙ୍କ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ମାର୍ଚ୍ଚ ୧୮ ରେ ଇମ୍ରାନଙ୍କୁ ଗିରଫ କରି ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ଗୁରୁବାର ଅତିରିକ୍ତ ଜିଲା ତଥା ସେସନ୍ସ କୋର୍ଟ ବିଚାରପତି କହିଛନ୍ତି ଯେ, ଯଦି ଇମ୍ରାନ ଖାନ କୋର୍ଟରେ ଆତ୍ମସମର୍ପଣ କରନ୍ତି ତେବେ ସେ ପୋଲିସକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ନିମନ୍ତ୍ରଣରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ, ୨୫ା୧: ଭାରତ ଓ ଇସ୍ରାଏଲ ମଧ୍ୟରେ କୂଟନତୈକ ସମ୍ପର୍କର ୩୦ ବର୍ଷ ପୂର୍ତ୍ତି ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟାଲି ବେନେଟ୍‌ ଭାରତ ଆସିପାରନ୍ତି। ଏ...

୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ଓ୍ବାଶିଂଟନ୍‌,୫।୧: ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ଆମାଜନ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରୁଛି। ଖର୍ଚ୍ଚ ହ୍ରାସ କରିବାକୁ କମ୍ପାନୀ ଏହି ପଦକ୍ଷେପ ନେଉଛି। କମ୍ପାନୀର...

କାବୁଲ ବିସ୍ଫୋରଣର ପ୍ରତିଶୋଧ ନେଲା ଆମେରିକା

ଓ୍ବାଶିଂଟନ,୨୮।୮: ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନ ବନ୍ଦର ନିକଟରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା ଇସ୍‌ଲାମିକ ଷ୍ଟେଟ୍‌-ଖୋରାସାନ (ଆଇଏସ୍‌-କେ)। ଆମେରିକା ପକ୍ଷରୁ...

ଇମ୍ରାନଙ୍କ ଦଳ ସମସ୍ତ ବିଧାନସଭାରୁ ଦେବେ ଇସ୍ତଫା, ଘୋଷଣା କଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୭ ।୧୧: ପିଟିଆଇର ଅଧ୍ୟକ୍ଷ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଘୋଷଣା କରିଛନ୍ତି କି ତାଙ୍କ ଦଳ ସମସ୍ତ ବିଧାନସଭାରୁ ଇସ୍ତଫା ଦେବାକୁ...

ଏରିକ୍‌ ଭାରତରେ ଆମେରିକା ରାଷ୍ଟ୍ରଦୂତ

ଓ୍ବାଶିଂଟନ୍‌, ୧୧ା୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଶୁକ୍ରବାର ଲସ୍‌ ଏଞ୍ଜେଲ୍ସ ମେୟର ଏରିକ୍‌ ଗାରସେଟିଙ୍କୁ ଭାରତରେ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ...

ଇଟାଲୀକୁ ଟପି ୪ର୍ଥ ସ୍ଥାନରେ ରୁଷିଆ

ଓ୍ବାଶିଂଟନ/ମସ୍କୋ/ଲଣ୍ଡନ, ୧୨ା୫: ବିଗିିଡ଼ିବାରେ ଲାଗିଛି କରୋନା ସ୍ଥିତି। ବିଶ୍ୱକୁ ଥରହର କରି ଆତଙ୍କର ବାତାବରଣ ସୃଷ୍ଟିକରିଛି ଏହି ମହାମାରୀ ଭୂତାଣୁ। ସୋମବାର ସୁଦ୍ଧା ବିଶ୍ୱରେ ସଂକ୍ରମିତଙ୍କ...

କରୋନାଭାଇରସର ନୂଆ ନାଁ ରଖିଲା ଚାଇନା

ବେଜିଂ,୮।୨: କରୋନାଭାଇରସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଚାଇନାରେ କରୋନାଭାଇରସରେ ମୃତ୍ୟୁସଂଖ୍ୟା ଏବେସୁଦ୍ଧା ୭୨୨ ଛୁଇଁଲାଣି। ଏହାସହ ୩୪ ହଜାରରୁ ଊର୍ଦ୍ଧ୍ୱ...

ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମି ବିଧ୍ୱସ୍ତ

କିଭ୍‌/ମସ୍କୋ,୧୯ା୧୦: ୟୁକ୍ରେନ୍‌ ଆକାଶରେ ଘୂରୁଛି ଆମତ୍ଘାତୀ ଡ୍ରୋନ୍‌। ରୁଷିଆ ଦ୍ୱାରା ବ୍ୟବହୃତ ଏହି ଅତ୍ୟାଧୁନିକ ବିଦେଶୀ ଅସ୍ତ୍ର ୟୁକ୍ରେନୀୟ ଭୂଖଣ୍ଡର ଶକ୍ତି ଓ ଜଳ ଭିତ୍ତିଭୂମିକୁ...

Advertisement
Archives

Model This Week