ଭିଜିଲାନ୍ସ ଜାଲରେ ଟିଟଲାଗଡ଼ ରେଞ୍ଜର
ବଲାଙ୍ଗୀର ଅଫିସ,୮।୧୨: ଭିଜିଲାନ୍ସ ଜାଲରେ ରେଞ୍ଜର। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲା ଟିଟିଲାଗଡ ଜଙ୍ଗଲ ବିଭାଗର ରେଞ୍ଜର ଶିବପ୍ରସାଦ ନାଏକଙ୍କ ବାସଭବନରେ ଗୁରୁବାର ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ସମ୍ବଲପୁର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର…
ମୈନପୁରୀରେ ଡିମ୍ପଲ ଆଗୁଆ
ମୈନପୁରୀ,୮।୧୨: ଉତ୍ତର ପ୍ରଦେଶର ମୈନପୁରୀ ଉପନିର୍ବାଚନ ପାଇଁ ଭୋଟ ଗଣନା ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ୧୦ ଗଣତି ପର୍ଯ୍ୟନ୍ତ ଭାଜପା ପ୍ରାର୍ଥୀ ରଘୁରାଜ ସିଂ ଶାକିଆଙ୍କ ବିପକ୍ଷରେ ଏସପି ପ୍ରାର୍ଥୀ ଡିମ୍ପଲ ଯାଦବ ୪୩ ହଜାରରୁ ଅଧିକ ଭୋଟ…
ଶର୍ମିଲା ଟାଗୋରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ହିନ୍ଦୀ ସିନେମାର ଭେଟେରାନ ଅଭିନେତ୍ରୀ ଶର୍ମିଲା ଟାଗୋର ଆଜି ୭୮ ବର୍ଷରେ ପଦାର୍ପଣ କରିଛନ୍ତି। କଶ୍ମୀର କି କଲି, ଅମର ପ୍ରେମ, ଆରାଧନା ଭଳି ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିବା ଶର୍ମିଲା ଆନ୍ଧ୍ରପ୍ରଦେଶର ଏକ ହିନ୍ଦୁ ବଙ୍ଗୀୟ ପରିବାରରେ ଜନ୍ମ ହୋଇଥିଲେ।…
ବିବାହ ଭୋଜିରେ ସରିଗଲା ଖାଦ୍ୟ, ବାସନ ବଜାଇ ଡିଜେର ତାଳେ ତାଳେ ନାଚିଲେ ଯୁବକ, ଭିଡିଓ ଦେଖିଲେ…
ସାଧାରଣତଃ ବିବାହ ପ୍ରୋସେଶନରେ ବରଯାତ୍ରୀମାନେ ଡିଜେର ତାଳେ ତାଳେ ନାଚିଥାନ୍ତି। କନ୍ୟା ଘରେ ପହଞ୍ଚିବା ପରେ ଭୋଜନର ବ୍ୟବସ୍ଥା ହୋଇଥାଏ। ମାତ୍ର ଏକ ବିବାହ ଭୋଜିରେ ଖାଦ୍ୟ ସରିଯିବାରୁ ଯୁବକମାନେ ଖାଲି ବାସନ ବଜାଇ ଡିଜେର ତାଳେ ତାଳେ ନାଚିଛନ୍ତି। ଯାହାର…
ଦଲାଲଙ୍କୁ ଧାନ ବିକି ଋଣ ଶୁଝୁଛନ୍ତି ଚାଷୀ
ଜଳେଶ୍ୱର, ୮ା୧୨(ଡି.ଏନ.ଏ.): ଉତ୍ତର ବାଲେଶ୍ୱରର ଭାତହାଣ୍ଡି କୁହାଯାଉଥିବା ଜଳେଶ୍ୱରର ପ୍ରାୟ ୪୦ଭାଗ ଜମିର ଧାନ ଅମଳ ସରିଲାଣି। କିନ୍ତୁ ଧାନମଣ୍ଡି ଖୋଲା ଯାଇ ନ ଥିବାରୁ ଚାଷୀମାନେ ଧାନର ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି । ଉପାନ୍ତ ଅଞ୍ଚଳରେ ପ୍ରତିଗାଁରେ ପଶ୍ଚିମବଙ୍ଗର…
ଭାରତକୁ ଲାଗିଲା ବଡ଼ ଝଟ୍କା
ଢାକା,୮।୧୨: ବାଂଲାଦେଶ ଗସ୍ତରେ ଭାରତୀୟ ଦଳକୁ ବଡ଼ ଝଟ୍କା ଲାଗିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବାରେ ସନ୍ଦେହ ରହିଛି। ଦ୍ୱିତୀୟ ଦିନିକିଆରେ ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିଲା। ସେ ଫିଲ୍ଡିଂ କରି ନ…
‘ରାମପୁରରେ ହୋଇନାହିଁ ନିର୍ବାଚନ, ଦ୍ୱିତୀୟଥର ଭୋଟିଂ ଜରୁରୀ’: ଫଳାଫଳ ଆସିବା ପୂର୍ବରୁ ଆସିମ ରାଜାଙ୍କ ବୟାନ
ଲକ୍ଷ୍ନୌ,୮ ।୧୨: ଉତ୍ତର ପ୍ରଦେଶର ରାମପୁର ଉପନିର୍ବାଚନକୁ ନେଇ ଭୋଟ ଗଣିତି ଗୁରୁବାର ସକାଳୁ ଆରମ୍ଭ ହୋଇଛି । ଏହା ପୂର୍ବରୁ ରାମପୁରର ସମାଜବାଦୀ ପାର୍ଟି ପ୍ରାର୍ଥୀ ଆସିମ ରାଜା ପ୍ରଶାସନ ଉପରେ ବଡ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି…
ଫଳାଫଳ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଦାବି, ଆମେ ଜିତିବୁ ୧୨୦ ଆସନ, ଫେଲ ମାରିବ ଏକଜିଟ ପୋଲ
ଅହମଦାବାଦ,୮ ।୧୨: ଗୁଜରାଟ ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ଅର୍ଥାତ୍ ୮ ଡିସେମ୍ବରରେ ଆସିବ । ଏଥିପାଇଁ ଗୁରୁବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲଟରୁ ଗଣତି ଆରମ୍ଭ ହେବା ସହ ଏହାପରେ ଇଭିଏମ…
କିଟ୍ ମହିଳା ଭଲିବଲ ଦଳକୁ ସର୍ବଭାରତୀୟ ଯୋଗ୍ୟତା
ଭୁବନେଶ୍ୱର, ୮।୧୨ (କ୍ରୀଡ଼ା ପ୍ରତିନିଧି): ବାଲେଶ୍ୱରର ଫକିର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଭଲିବଲ ଟୁର୍ନାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରି କିଟ୍ ବିଶ୍ୱବିଦ୍ୟାଳୟ ସର୍ବଭାରତୀୟ ଏବଂ ଖେଲୋ ଇଣ୍ଡିଆ ଭଲିବଲ ଚାମ୍ପିୟନଶିପ୍ ପାଇଁ ଯୋଗ୍ୟତା ଅର୍ଜନ…
ଇମ୍ରାନଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନଙ୍କୁ ଅନୁମତି ଦେଲେ ପାକ ସୁପ୍ରିମକୋର୍ଟ
ଇସଲାମାବାଦ,୮ ।୧୨: ପାକିସ୍ତାନ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ବାଚନ କମିଶନଙ୍କୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଅନ୍ୟ ନେତାଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି । ଦ ନ୍ୟୁଜ ଇଣ୍ଟନ୍ୟାଶନାଲ ଏହି ଖବର…
‘ସବୁ ବର୍ଗଙ୍କୁ ଗୁଣାତ୍ମକ ଶିକ୍ଷା ଦେବ ଏସ୍ବିଏଲ୍ସି’
ଭୁବନେଶ୍ୱର,୮।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ୍ ୟୁନିର୍ଭସିଟି (ସିୟୁ) ଏବଂ ସିନ୍ଧୁ ବ୍ରାଉନ୍ସ ଲର୍ନିଂ ସେଣ୍ଟର (ଏସ୍ବିଏଲ୍ସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଥିବା ଉଭୟ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସବୁ ବର୍ଗର ଲୋକଙ୍କୁ ଗୁଣାତ୍ମକ ମାନର ଇଂରାଜୀ…
ଜାତୀୟ ଜୁନିୟର ସଫ୍ଟ ଟେନିସରେ ଓଡ଼ିଶା ଭାଗନେବ
ଭୁବନେଶ୍ୱର, ୮।୧୨ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଚଳିତ ମାସ ୯ରୁ ୧୩ ପର୍ଯ୍ୟନ୍ତ ୧୭ତମ ଜାତୀୟ ଜୁନିୟର ସଫ୍ଟ ଟେନିସ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାପାଇଁ ମନୋନୀତ ଓଡ଼ିଶା ଦଳ ବୁଧବାର ଲକ୍ଷ୍ନୌ ଯାତ୍ରା କରିଛି।…
Archives


