ବାଲିପଠା ନାହିଁ, ଆସିଲେନି ବିଦେଶୀ ପକ୍ଷୀ
ନୟାଗଡ଼ ଅଫିସ/ ଗଣିଆ,୧୬ା୧୨(ଡି.ଏନ୍.ଏ.): ନୟାଗଡ଼,ବୌଦ୍ଧ, କଟକ ଓ ଅନୁଗୋଳ ଜିଲାର ଅଂଶ ବିଶେଷକୁ ନେଇ ଗଠିତ ସାତକୋଶିଆ ଅଭୟାରଣ୍ୟ ଦେଇ ପ୍ରବାହିତ ମହାନଦୀର ସୁନାଖଣିଆ ଓ ବଡମୂଳରେ ଚଳିତ ବର୍ଷ ଇଣ୍ଡିଆନ ସ୍କିମରଙ୍କ ସମେତ ବିଦେଶାଗତ ପକ୍ଷୀଙ୍କ ଦେଖିବାକୁ ମିଳିନି। ଇଣ୍ଡିଆନ…
ଘାସ କାଟିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୬।୧୨: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଏବେ ରାଜସ୍ଥାନରେ ଚାଲିଛି। ପଦଯାତ୍ରାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୌସାସ୍ଥିତ ୟତ୍ର ମାର୍ଗ ନିକଟରେ ଥିବା ଏକ କୃଷକଙ୍କ ଘରେ କିଛି ସମୟ ଅଟକି ଯାଇଥିଲେ। ଏହି ସମୟ ମଧ୍ୟରେ ସେ ଏକ…
ନିମାପଡ଼ାକୁ ସବ୍ଡିଭିଜନ ମାନ୍ୟତା ଦାବି ତେଜୁଛି
ଗୋପ,୧୬।୧୨(ଡି.ଏନ୍.ଏ.): ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ୧୯୭୬ ମସିହାରେ ନବ ଦାଶ କମିଶନ ବସାଇ ଜିଲା ସଂଖ୍ୟା ବୃଦ୍ଧି ସହ ସବ୍ଡିଭିଜନ ସଂଖ୍ୟା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ। ଆଇନଶୃଙ୍ଖଳା ଦୃଷ୍ଟିରୁ ସବ୍ଡିଭିଜନ ସଂଖ୍ୟା ଜନସଂଖ୍ୟା ଅନୁସାରେ ବୃଦ୍ଧି କରିବାକୁ କମିଶନରେ…
ମୋ ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ
ଗୋପ,୧୬।୧୨(ଡି.ଏନ୍.ଏ.): ଗୋପ ବ୍ଲକ ନାଗପୁର ପଞ୍ଚାୟତର ନାରୁଅ ଗ୍ରାମରେ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍ଜିଏନ୍ଆର୍ଇଜିଏସ୍)ରେ ଅନ୍ତର୍ଭୁକ୍ତ ୬ଟି ମୋ ପୋଖରୀ ଖୋଳାରେ ଦୁର୍ନୀତି ହେବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗକ୍ରମେ ଗୁରୁବାର ରାଜ୍ୟସ୍ତରୀୟ ଏକ ୬ଜଣିଆ…
ଘରେ ଶ୍ୱଶୁରଙ୍କୁ ତାଲା ପକାଇ ବୋହୂ ନିଖୋଜ ଘଟଣା: ନାବାଳକଙ୍କୁ ନେଇ ଫେରାର ଥିବା ଅଭିଯୋଗ
ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ରାଜଧାନୀରେ ଶ୍ୱଶୁରଙ୍କୁ ବାହାର ପଟୁ ତାଲା ପକାଇ ଘରୁ ୧୦ ଲକ୍ଷ ଟଙ୍କାର ସୁନାଗହଣା ସହ ଦେଢ଼ ଲକ୍ଷ ଟଙ୍କା ନେଇ ବୋହୁ ଚମ୍ପଟ ମାରିବା ଘଟଣା ଭିନ୍ନ ମୋଡ଼ ନେଇଛି। ସ୍ତ୍ରୀ ନିଖୋଜ ହୋଇଥିବା ନେଇ ସ୍ବାମୀ ଏୟାରପୋର୍ଟ…
ଫେସ୍ବୁକ୍ରେ ଏସିପିଙ୍କ ଫଟୋ ବ୍ୟବହାର କରି ଠକେଇ
ଭୁବନେଶ୍ୱର,୧୬।୧୨(ବ୍ୟୁରୋ): କମିଶନରେଟ ପୋଲିସରେ କାର୍ଯ୍ୟରତ ଏସିପି ସଞ୍ଜୀବ ଶତପଥୀଙ୍କ ନାଁରେ ସାଇବର ଠକ ନକଲି ଫେସ୍ବୁକ ଆକାଉଣ୍ଟ ଖୋଲିବା ସହ ଫଟୋ ବ୍ୟବହାର କରି ଲୋକଙ୍କୁ ଠକୁଛନ୍ତି। ଏ ନେଇ ଗୁରୁବାର ଏସିପି ଶତପଥୀ ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି,…
ମା’ ଗର୍ଭ ପରିବର୍ତ୍ତେ ଏବେ କାରଖାନାରେ ଜନ୍ମ ହେବେ ସନ୍ତାନ, ଇଚ୍ଛା ଅନୁଯାୟୀ ବଦଳା ଯାଇପାରିବ ଅଭ୍ୟାସ!
ନୂଆଦିଲ୍ଲୀ,୧୬ ।୧୨: ଭବିଷ୍ୟତରେ ମା’ ଗର୍ଭ ପରିବର୍ତ୍ତେ ମାନବ ସନ୍ତାନ କାରଖାନା ବା ଫ୍ୟାକ୍ଟ୍ରିରେ ଜନ୍ମନେବେ । ବିଜ୍ଞାନ କ୍ଷେତ୍ରରେ ବୈଜ୍ଞାନିମାନଙ୍କ ଏହି ନୂତନ ଆବିଷ୍କାର ସମସ୍ତଙ୍କୁ ଚମକାଇ ଦେଇଛି । ଆକ୍ଟୋଲାଇଫ ନାମକ ଏକ କମ୍ପାନୀ ସେହିଭଳି ମହିଳା ପୁରୁଷଙ୍କୁ…
ଫୋରେନ୍ସିକ୍ ଲାବଠୁ ଡିଜିଟାଲ ଦସ୍ତାବିଜ୍ ମାଗିଲା ଇଡି
ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ବ୍ଲାକ୍ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁହାଁମୁହିଁ ଜେରା କରୁଛି। ଏପଟେ ଅର୍ଚ୍ଚନାଙ୍କଠାରୁ ଜବତ ହୋଇଥିବା ଡିଜିଟାଲ ପ୍ରମାଣପତ୍ର ଦାଖଲ ପାଇଁ ଷ୍ଟେଟ୍ ଫରେନ୍ସିକ୍ ଲ୍ୟାବ୍କୁ ଇଡି…
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାଜପା ଏମ୍ପି
ଭୁବନେଶ୍ବର,୧୬ା୧୨(ବ୍ୟୁରୋ):ପାର୍ଲାମେଣ୍ଟ ଅଧିବେଶନ ଚାଲିଥିବା ବେଳେ ରାଜ୍ୟର ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ସମସ୍ତ ଭାଜପା ଏମ୍ପି ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶାରେ ଖୁବ୍ଶୀଘ୍ର ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି-ପିଏମ୍ଜେଏୱାଇ) ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ…
ଗଡ଼ିଶାଗୋଦା-ଜଙ୍କିଆ ଦୟାନଦୀ ବନ୍ଧ କାମ ନିମ୍ନମାନର
କଣାସ,୧୬।୧୨(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ରାସ୍ତାଘାଟର ନିର୍ମାଣ ଦିଗରେ ଅଧିକ ଗୁରୁତ୍ୱ ଦେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରାସ୍ତା ନିର୍ମାଣବେଳେ ନିମ୍ନମାନର କାର୍ଯ୍ୟ କରାଯାଉଛି। ବର୍ତ୍ତମାନ ସମୟରେ କଣାସ ବ୍ଲକର ଗଡିଶାଗୋଦାଠାରୁ ଜଙ୍କିଆ…
ପାର୍ଲାମେଣ୍ଟରେ ଅର୍ଚ୍ଚନା ନାଗ ପ୍ରସଙ୍ଗ
ଭୁବନେଶ୍ୱର,୧୬।୧୨(ବ୍ୟୁରୋ):ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ଅର୍ଚ୍ଚନା ନାଗ ମାମଲା ପାର୍ଲାମେଣ୍ଟରେ ଉଠିଛି। ଭାଜପା ଏମ୍ପି ସୁରେଶ ପୂଜାରୀ ଗୁରୁବାର ଏହି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ମାମଲାରେ ଅନେକ ବଡ଼ ବଡ଼ ନେତା, ଅଫିସର, ବ୍ୟବସାୟୀ, ଫିଲ୍ମ…
କଂଗ୍ରେସ ପାଇଁ ପରୀକ୍ଷା
ଗୁଆହାଟୀ,୧୬।୧୨:ଉତ୍ତରପୂର୍ବାଞ୍ଚଳର ୩ ରାଜ୍ୟ ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିବାକୁ ହେଲେ ବହୁତ କିଛି କରିବାକୁ ପଡ଼ିବ। ଏକଦା ଏହି ଦଳ ସମଗ୍ର ଉତ୍ତରପୂର୍ବାଞ୍ଚଳରେ କ୍ଷମତାରେ ଥିଲା। ୨୦୧୪ରେ ଭାଜପା କ୍ଷମତାକୁ ଆସିବା ପରେ କଂଗ୍ରେସ ହାତରୁ…
Archives


