Home Left

ମମତାଙ୍କୁ ଛେନାପୋଡ,ରୂପା ତାରକସି କାରୁକାର୍ଯ୍ୟର ଉପହାର ଦେଲେ ନବୀନ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଦେଇ ସ୍ବାଗତ ସହ ଛେନାପୋଡ ଓ ରୂପା ତାରକସି…

ଅନାଥ ଭଉଣୀଭାଇଙ୍କୁ କୋଳେଇ ନେଲେ ଆମେରିକୀୟ ଦମ୍ପତି

ଚଣ୍ଡିଖୋଲ/ଛତିଆ,୨୩ା୩(ଡି.ଏନ୍‌.ଏ.): ମାତାପିତାଙ୍କୁ ହରାଇ ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢ଼ାକେନ୍ଦୁଆ ସ୍ଥିତ ଶିଶୁ ଯତ୍ନଗୃହ (ନେଶନ)ରେ ରହୁଥିବା ଭଉଣୀଭାଇ ଝରଣା ଗଗରାଇ(୧୧) ଓ ବାଦଲ ଗାଗରାଇ(୯)ଙ୍କୁ ପାଳିତ ପୁତ୍ର ଏବଂ କନ୍ୟାଭାବେ କୋଳେଇ ନେଇଛନ୍ତି ଆମେରିକୀୟ ଦମ୍ପତି। ୨ ବର୍ଷ…

ଦୀର୍ଘ ଦିନର ଦାବି ପରେ ମିଳିଲା ରାଜସ୍ବ ଗ୍ରାମ ମାନ୍ୟତା

କୋକସରା,୨୩।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ ଅଧୀନ ଆମପାଣି ପଞ୍ଚାୟତ ପାତ୍ରବସା ଗ୍ରାମକୁ ଦୀର୍ଘ ବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଳିିଛି। ପୂର୍ବରୁ ଉକ୍ତ ଗ୍ରାମ କନ୍ଦାଗଡ ରାଜସ୍ବ ଗ୍ରାମ ଅଧୀନରେ ରହିଥିଲା। ପାତ୍ରବସା ଗ୍ରାମବାସୀ ଦୀର୍ଘଦିନ ହେଲା ରାଜସ୍ବ…

ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ମାଡ ମାରି ଲୁଟିନେଲେ ଟଙ୍କା

ଜୟପୁର, ୨୩।୩ (ନି.ପ୍ର.): କୋରାପୁଟ ଜିଲା କୁନ୍ଦୁରା ଥାନା ଅଧୀନ ପ୍ରଧାନିପୁଟସ୍ଥିତ ଭବାନୀ ଭଗବତୀ ପେଟ୍ରୋଲ ପମ୍ପ ମ୍ୟାନେଜର ଅରବିନ୍ଦ ମଣ୍ଡଳଙ୍କୁ ମାଡ଼ମାରି ତାଙ୍କଠାରୁ ଟଙ୍କା ଲୁଟ୍‌ ହୋଇଛି। ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ…

ଭାରତରୁ ୨୦ଲକ୍ଷ ଅଣ୍ଡା ମଗାଇଲା ଶ୍ରୀଲଙ୍କା

କଲମ୍ବୋ,୨୩।୩: ସୁନାର ଦେଶ ଶ୍ରୀଲଙ୍କାରେ ବର୍ତ୍ତମାନ ଖାଦ୍ୟର ଅଭାବ ଦେଖାଦେଇଛି। ତେବେ ନିଜର ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବାକୁ ଯାଇ କାଙ୍ଗାଳ ଶ୍ରୀଲଙ୍କା ଭାରତରୁ ୨୦ଲକ୍ଷ ଅଣ୍ଡା ମଗାଇଛି। ଏଥିସହ ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ମଧ୍ୟ କ୍ରୟ କରାଯାଇଛି। ଏହି…

ରାହୁଲ ଗାନ୍ଧୀଙ୍କୁ ସଂସଦରୁ ଦୂରେଇ ରଖିବା ପାଇଁ କରାଯାଉଛି ପ୍ରୟାସ: ଖାର୍ଗେ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କଂଗେସ ନେତା ରାହୁଲ ଗାନ୍ଧୀଙ୍କୁ କୋର୍ଟ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାକୁ ନେଇ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି,…

ଶିବସେନା ସଂସଦୀୟ ଦଳ ନେତା ହେଲେ ଗଜାନନ କୀର୍ତ୍ତିକାର

ନୂଆଦିଲ୍ଲୀ,୨୩ା୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନେତୃତ୍ୱାଧୀନ ଶିବସେନା ସଞ୍ଜୟ ରାଉତଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇ ତାଙ୍କ ସ୍ଥାନରେ ଦଳର ଲୋକ ସଭା ସଦସ୍ୟ ଗଜାନନ କୀର୍ତ୍ତିକାରଙ୍କୁ ଏହାର ଦାୟିତ୍ୱ ଦେଇଛି। ଶିବସେନା ମୁଖ୍ୟ ଏକନାଥ ଏନେଇ ଲୋକ…

୭ ଘଣ୍ଟା ରାଜପଥ ଅବରୋଧ

ସୋହେଲା,୨୩।୩(ଡି.ଏନ.ଏ.): ସୋହେଲା-ବରଗଡ଼ ଜାତୀୟ ରାଜପଥର ଗର୍ଭଣାଠାରେ ଗୁରୁବାର ୨ଟି ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଆରୋହୀ ଗର୍ଭଣା ଗାଁର ଦୁଇ ଭାଇ ତନ୍ମୟ ପଧାନ ଓ ମନୋଜ ପଧାନଙ୍କ ସମେତ ତରାକନା ଗାଁର ଅନ୍ୟ ଦୁଇ ଜଣ ଯୁବକ…

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର,ଏ ବର୍ଷ ବଢିବନି ବିଦ୍ୟୁତ୍‌ ଦର

ଭୁବନେଶ୍ୱର,୨୩।୩: ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏ ବର୍ଷ ବଢିବନି ବିଦ୍ୟୁତ୍‌ ଦର। ଏନେଇ ରାଜ୍ୟ ବିଦ୍ୟୁତ୍‌ ନିୟାମକ ଆୟୋଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଘରୋଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଦର ଅପରିବର୍ତ୍ତିତ ରହିଛି। ପୂର୍ବଭଳି ପ୍ରଥମ…

ହଟ୍ଟଗୋଳରୁ ରାଜ୍ୟ ସଭା ଦିନକ ପାଇଁ ମୁଲତବୀ

ନୂଆଦିଲ୍ଲୀ, ୨୩ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତର ଗଣତନ୍ତ୍ରକୁ ନେଇ ଦେଇଥିବା ମନ୍ତବ୍ୟ ଏବଂ ଆଦାନୀ ଗ୍ରୁପ୍‌ ବିରୋଧରେ ଅଭିଯୋଗର ତଦନ୍ତ ଦାବି ନେଇ ସରକାରୀ ଏବଂ ବିରୋଧୀ ଦଳ ସଦସ୍ୟମାନଙ୍କ ମଧ୍ୟରେ ହଟ୍ଟଗୋଳ ଲାଗିରହିବାରୁ ଗୁରୁବାର ରାଜ୍ୟ…

କେନ୍ଦୁପତ୍ର ଚୋରା ଚାଲାଣ: ବନ୍ଧା ହେଲେ ୪ ଅଭିଯୁକ୍ତ

ନାକଟିଦେଉଳ,୨୩ା୩(ଡ଼ି.ଏନ.ଏ.): ନାକଟିଦେଉଳ ଥାନା ବାଟଗାଁ-ଛତାବର ରାସ୍ତା କୁଞ୍ଜାମୁରା ଶିବ ମନ୍ଦିର ନିକଟରୁ ଚୋରା କେନ୍ଦୁପତ୍ର ଜବତ ମାମଲାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର ରେଢାଖୋଲ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦେବଗଡ଼ ଜିଲା ରିଆମାଳ ଥାନା…

ମୁମ୍ବାଇରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ଅଭିନେତା, ମୂଲ୍ୟ ଜାଣିଲେ …

ମୁମ୍ବାଇ: ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା ସୂର୍ଯ୍ୟାଙ୍କର ଫ୍ୟାନ୍‌ ଫଲୋଇଙ୍ଗ୍‌ କିଛି କମ୍‌ ନୁହେଁ। ‘ଉଡାନ’ ଏବଂ ‘ଜୟ ଭୀମ’ ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ଦର୍ଶକ ବେଶ୍‌ ଭଲ ପାଇବା ଦେଇଛନ୍ତି। ନିକଟରେ ଏହି ଅଭିନେତା ତାଙ୍କ ପରିବାର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?